ଜହ୍ନତାରା - JanhaTara

  • Home
  • ଜହ୍ନତାରା - JanhaTara

ଜହ୍ନତାରା - JanhaTara An Information guide to the Generation

ତୁଣ୍ଡେ ଧରି ହରିହର ନାମ ଜପ        ଦୁର ହୋଇ ଯାଏ ସବୁ ପାପଜୀବନର ବାଟ ଭାରି କଠିନ        ସାହା ହୁଅହେ ପ୍ରଭୁ ପତିତପାବନ #ଜୟଜୟଜଗନ୍ନାଥ     ...
28/09/2021

ତୁଣ୍ଡେ ଧରି ହରିହର ନାମ ଜପ
ଦୁର ହୋଇ ଯାଏ ସବୁ ପାପ
ଜୀବନର ବାଟ ଭାରି କଠିନ
ସାହା ହୁଅହେ ପ୍ରଭୁ ପତିତପାବନ
#ଜୟଜୟଜଗନ୍ନାଥ #ଜହ୍ନତାରା

ସମୟର ଢେଉ କାଟି କରୁଥିଲି ଅପେକ୍ଷା       ସେ ଅପେକ୍ଷାର ପୁଣି ଘଟିଥିଲା ସମୀକ୍ଷାଆସିଲା ସେ ଦିନ ହେବାକୁ ଏକାକିନୀ       କି କହିବି ତା କଥା ଅଟ...
23/09/2021

ସମୟର ଢେଉ କାଟି କରୁଥିଲି ଅପେକ୍ଷା
ସେ ଅପେକ୍ଷାର ପୁଣି ଘଟିଥିଲା ସମୀକ୍ଷା
ଆସିଲା ସେ ଦିନ ହେବାକୁ ଏକାକିନୀ
କି କହିବି ତା କଥା ଅଟେ ସେ ସମ୍ମୋହିନୀ
#ଜହ୍ନତାରା #ଡାଲିଆଫୁଲ

ଜୟ ଶିବ ଶମ୍ବୁ
15/09/2021

ଜୟ ଶିବ ଶମ୍ବୁ

ନୀଳାଚଳେ ଛଫନଭୋଗୀ       କାଳିଆ ଠାକୁରଭଜ ଗୋବିନ୍ଦ ହରି     ଭଜ ଗୋବିନ୍ଦ #ଜହ୍ନତାରା   #ମହାଲକ୍ଷ୍ମୀ
15/09/2021

ନୀଳାଚଳେ ଛଫନଭୋଗୀ କାଳିଆ ଠାକୁର
ଭଜ ଗୋବିନ୍ଦ ହରି ଭଜ ଗୋବିନ୍ଦ
#ଜହ୍ନତାରା #ମହାଲକ୍ଷ୍ମୀ

ହାତ ଧରି ଗାଁ ଦାଣ୍ଡରେ ବୁଲୁଥିଲୁ       ଛୋଟ ଥିଲୁ ପାଣି କାଦୁଅରେ ଡେଉଁଥିଲୁନା ରେନିଡେ ଥିଲା ନା ରେନିକୋଟ କାହାର       ଯାହା ଥିଲା ଖଣ୍ଡେ ଭ...
14/09/2021

ହାତ ଧରି ଗାଁ ଦାଣ୍ଡରେ ବୁଲୁଥିଲୁ
ଛୋଟ ଥିଲୁ ପାଣି କାଦୁଅରେ ଡେଉଁଥିଲୁ
ନା ରେନିଡେ ଥିଲା ନା ରେନିକୋଟ କାହାର
ଯାହା ଥିଲା ଖଣ୍ଡେ ଭାଇ ମୋହର
#ପିଲାଦିନ #ଜହ୍ନତାରା #ଜଗାବଳିଆ

ରାଧେ ରାଧେ ଗୋବିନ୍ଦ ହରି      ଶ୍ରୀନାଥେ ଗୋବିନ୍ଦ ...   ଭଜ ଗୋବିନ୍ଦ ହରି        ଭଜ ଗୋବିନ୍ଦ ...ଯାହା ବିନା ଶ୍ରୀ ଜଗନ୍ନାଥ ଅପୁଣ୍ଣ , ଯା...
14/09/2021

ରାଧେ ରାଧେ ଗୋବିନ୍ଦ ହରି ଶ୍ରୀନାଥେ ଗୋବିନ୍ଦ ...
ଭଜ ଗୋବିନ୍ଦ ହରି ଭଜ ଗୋବିନ୍ଦ ...

ଯାହା ବିନା ଶ୍ରୀ ଜଗନ୍ନାଥ ଅପୁଣ୍ଣ ,
ଯାହାକୁ ନେଇ ପ୍ରେମର ପରିଭାଷା
ଯିଏ ଆମ କାଳିଆର ହୃଦୟର ରାଣୀ ,
ସେହି ରାଧାରାଣୀଙ୍କୁ କୋଟି କୋଟି ପ୍ରଣାମ 🙏🙏

#ରାଧେରାଧେ #ରାଧାରାଣୀ #ରାଧିକାଷ୍ଟମୀ
#ଜହ୍ନତାରା

ତୁହାକୁ ତୁହା ବର୍ଷା ,ପାଖାପାଖି ୧୦୦ ମିମି ବର୍ଷା ଉପକୂଳ ଓଡ଼ିଶାରେ ପାଣିପାଗ ବିଭାଗ ଜାରି କଲାଅବିକାନୁମାନ ଚେତାବନୀ(Nowcast Warning) #ଜହ୍...
12/09/2021

ତୁହାକୁ ତୁହା ବର୍ଷା ,
ପାଖାପାଖି ୧୦୦ ମିମି ବର୍ଷା ଉପକୂଳ ଓଡ଼ିଶାରେ

ପାଣିପାଗ ବିଭାଗ ଜାରି କଲା
ଅବିକାନୁମାନ ଚେତାବନୀ(Nowcast Warning)

#ଜହ୍ନତାରା

ନୂଆଖାଇ ଜୁହାର 🙏🙏🙏 ମା ଗୋ || ଜୟ ମା ସମଲେଶ୍ଵରୀଙ୍କ ଜୟ ||କନ ଆପନ୍ ମାଁ ର ଭୋଗ ଖାଏଲ ..... #ଜହ୍ନତାରା
11/09/2021

ନୂଆଖାଇ ଜୁହାର 🙏🙏🙏
ମା ଗୋ || ଜୟ ମା ସମଲେଶ୍ଵରୀଙ୍କ ଜୟ ||

କନ ଆପନ୍ ମାଁ ର ଭୋଗ ଖାଏଲ ..... #ଜହ୍ନତାରା

We suffered , faced many obstacles.....Our Angels are busy with their Pets .....It's not our fight rather right.....We S...
06/09/2021

We suffered , faced many obstacles.....
Our Angels are busy with their Pets .....
It's not our fight rather right.....
We Stand by you for you to serve you.
We are getting ready are you....??
#ଜହ୍ନତାରା #ଜୟଜଗନ୍ନାଥ

ନୂଆ ନୂଆ ଓଡ଼ିଆରେ ଡିଜିଟାଲ ପ୍ଲାଟଫର୍ମ (OTT)ଏବେ ଗୁଗଲ ପ୍ଲେଷ୍ଟୋର ବି ଅଛି , ଆପଣ କୋଉଟା ଦେଖିବେ .....   #ଜହ୍ନତାରା  #ନୂଆକିଛି
24/07/2021

ନୂଆ ନୂଆ ଓଡ଼ିଆରେ ଡିଜିଟାଲ ପ୍ଲାଟଫର୍ମ (OTT)
ଏବେ ଗୁଗଲ ପ୍ଲେଷ୍ଟୋର ବି ଅଛି , ଆପଣ କୋଉଟା ଦେଖିବେ .....
#ଜହ୍ନତାରା #ନୂଆକିଛି

ଜୟ ପ୍ରଭୁ ଶ୍ରୀ ରାମ .....କାହିଁ କେତେ ଅନାଦି କାଳରୁ ଭକ୍ତ ପାଇଁ ପ୍ରଭୁ ଏଠାରେ ବିଜେ କରିଅଛନ୍ତି , ମୁଣ୍ଡିଆଟି ପୁର ରାମାରସମୟ ହୋଇ ରହିଛି ।ଜ...
24/07/2021

ଜୟ ପ୍ରଭୁ ଶ୍ରୀ ରାମ .....

କାହିଁ କେତେ ଅନାଦି କାଳରୁ ଭକ୍ତ ପାଇଁ ପ୍ରଭୁ ଏଠାରେ ବିଜେ କରିଅଛନ୍ତି , ମୁଣ୍ଡିଆଟି ପୁର ରାମାରସମୟ ହୋଇ ରହିଛି ।
ଜରିପୁଟ ସଙ୍କଟ ମୋଚନ ହନୁମାନ ,
ଜାତୀୟ ରାଜପଥ ଖୋର୍ଦ୍ଧା #ଜହ୍ନତାରା

Address


Alerts

Be the first to know and let us send you an email when ଜହ୍ନତାରା - JanhaTara posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ଜହ୍ନତାରା - JanhaTara:

Shortcuts

  • Want your school to be the top-listed School/college?

Share