Kalinga SAMAJ - Bhel, Trichy

Kalinga SAMAJ - Bhel, Trichy Its our promise, to make it high by our unit

01/01/2024


#ନୂତନ_ବର୍ଷର_ଅଭିନନ୍ଦନ 🙏🙂

ବଡ଼ ଦେଉଳରେ ଫର ଫର ଉଡ଼େ
ପତିତପାବନ ନେତ
ବିଦାୟ ଦେଉଛି ସ୍ମୃତିର ବର୍ଷକୁ
ଆଶାର ବର୍ଷକୁ ସ୍ବାଗତ ||

କି ସୁନ୍ଦର ଦିଶ ହେ ମଙ୍ଗଳମୟ
ମୋ ପ୍ରଭୁ ଚକାନୟନ
ନବୀନ ବର୍ଷଟି ସୁଖ ଶାନ୍ତି ଆଣୁ
ତୁମଠାରେ ନିବେଦନ
ଖୁସିରେ ବିତୁ ଏ ଦିନ
ରଖ ତୁମେ ସ୍ୱାସ୍ଥ୍ୟବାନ
ରାଗ ହିଂସା ଦ୍ୱେଷ ହୃଦୟରୁ କାଢ଼ି
ଗଢ଼ ହେ ସୁନ୍ଦର ମନ
ନୁଆ ଆଶା ନେଇ ବାଟ ଚଲା ହେଉ
ସଭିଙ୍କୁ ଅଭିନନ୍ଦନ ||

ବିଦାୟ ନେଲେଣି ନୀଳ ଆକାଶରେ
ସୂକ୍ଷ୍ମ ମିଞ୍ଜି ମିଞ୍ଜି ତାରା
ନୂତନ ବର୍ଷର ପହିଲି ସକାଳେ
ସୁନେଲି କିରଣ ଖରା
ମନେପଡେ ଦହିବରା
ହେଲେ ଖାଉଛି ଇଟିଲି ବରା
ହେଲାନାହିଁ ସିନା ମୋ ଆଶା ପୂରଣ
ପୂରୁ ତୁମ ମନବାଞ୍ଛା
ପୁରୁଣା ବର୍ଷର ବିଦାୟ ର ସାଥେ
ନୂତନ ବର୍ଷର ଶୁଭେଚ୍ଛା ||

|| ଶ୍ରୀକାନ୍ତ - ଉତ୍କଳ ସନ୍ତାନ ||

https://youtu.be/HVW_q0vmmWIଓଡ଼ିଆ ଭାଷାରେ ବ୍ୟବହାର ହେଉଥିବା କିଛି ମାପକ ମାନ - Measuring Unitଗୁଡ଼ିକୁ ଅତି ସହଜ ଓ ସରଳ ରେ ବୁଝିବା ପ...
31/10/2021

https://youtu.be/HVW_q0vmmWI

ଓଡ଼ିଆ ଭାଷାରେ ବ୍ୟବହାର ହେଉଥିବା କିଛି ମାପକ ମାନ - Measuring Unit
ଗୁଡ଼ିକୁ ଅତି ସହଜ ଓ ସରଳ ରେ ବୁଝିବା ପାଇଁ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ ।

ଆସନ୍ତୁ ଶିଖିବା ଓ ଶିଖାଇବା ଆମ ମାତୃଭାଷା ଓଡିଆ ✍️
*ଆଉ ଗର୍ବରେ କୁହନ୍ତୁ ମୁଁ ଓଡ଼ିଆ💪, ମୋ ଭାଷା ବଢିଆ🙏*
*ଜୟ ଶ୍ରୀ ଜଗନ୍ନାଥ 👏*

This video is all about to understand the concept of writing and reading...

https://youtu.be/6Nm7dgcZ_7kOne Million କହିଲେ ଓଡ଼ିଆରେ କେତେ ? ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ ଆଉ ଯଦି ଜାଣିଛନ୍ତି କମେଣ୍ଟ ରେ ଉ...
22/09/2021

https://youtu.be/6Nm7dgcZ_7k

One Million କହିଲେ ଓଡ଼ିଆରେ କେତେ ? ଜାଣିବା ପାଇଁ ଦେଖନ୍ତୁ ଏହି ଭିଡ଼ିଓ ଆଉ ଯଦି ଜାଣିଛନ୍ତି କମେଣ୍ଟ ରେ ଉତ୍ତର ଲେଖନ୍ତୁ ।
ଆସନ୍ତୁ ଶିଖିବା ଓ ଶିଖାଇବା ଆମ ମାତୃଭାଷା ଓଡିଆ ✍️
*ଆଉ ଗର୍ବରେ କୁହନ୍ତୁ ମୁଁ ଓଡ଼ିଆ💪, ମୋ ଭାଷା ବଢିଆ🙏*
*ଜୟ ଶ୍ରୀ ଜଗନ୍ନାଥ 👏*

This video is all about to understand the concept of writing and reading...

https://youtu.be/APSRJtCidxgଗୁରୁଙ୍କ ମହନୀୟତାକୁ ନେଇ ମହମାନି ଦୁର୍ଯୋଧନଙ୍କୁ ଅର୍ଜୁନ କଣ କହିଥିଲେ, ଆସନ୍ତୁ ଜାଣିବା !👏💐👏
05/09/2021

https://youtu.be/APSRJtCidxg

ଗୁରୁଙ୍କ ମହନୀୟତାକୁ ନେଇ ମହମାନି ଦୁର୍ଯୋଧନଙ୍କୁ ଅର୍ଜୁନ କଣ କହିଥିଲେ, ଆସନ୍ତୁ ଜାଣିବା !👏💐👏

ୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱରଗୁରୁ ସାକ୍ଷାତ୍ ପରମ ବ୍ରହ୍ମ ତସ୍ମାଇ ଶ୍ରୀ ଗୁରଭେ ନମଃ !!Teachers' Day is a day to express grati...

https://youtu.be/RBjNXGrJlRIକାରଗିଲ ବିଜୟ ଦିବସ ଉପଲକ୍ଷେ Dhiru ଆନ୍ନା ଙ୍କ ଲେଖା ଆଉ Srikanta ଆନ୍ନା ଙ୍କ ଉପସ୍ଥାପନା 🙏 really Heart...
27/07/2021

https://youtu.be/RBjNXGrJlRI
କାରଗିଲ ବିଜୟ ଦିବସ ଉପଲକ୍ଷେ Dhiru ଆନ୍ନା ଙ୍କ ଲେଖା ଆଉ Srikanta ଆନ୍ନା ଙ୍କ ଉପସ୍ଥାପନା 🙏 really Heart touching 🙏🙏🙏
ଆମର ବୀର ସହିଦ୍ ମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 💐🙏💐

video is all about to pay tribute to our national heroes who sacrificed their lives for our motherland i...

30/06/2021

ଦୁଇ ଝିଅଙ୍କ ଉପହାର ଦେଖି ବାପାଙ୍କ ମଥା ନଇଁ ଗଲା 😭 ପୁରା କାହାଣୀ ଜାଣିବା ପାଇଁ ଲିଙ୍କ୍ ରେ କ୍ଲିକ୍ କରନ୍ତୁ 👍

https://youtu.be/49ceV8I6ElY

08/05/2021

https://youtu.be/Ioy4PmdK6t4

ଅତି ଚମତ୍କାର ଭାବ🙏
ବହୁତ ବଢିଆ ଲେଖା ଆଉ ଉପସ୍ଥାପନା ମଧ୍ଯ..👍
ଅତ୍ୟନ୍ତ ହୃଦୟସ୍ପର୍ଶୀ.. ନିକଟ ଅତୀତରେ ଘଟି ଯାଇଥିବା ବହୁତ ଦୁଃଖଦ ଘଟଣା 😥😥😥
ମା ମା ମା ହିଁ ମା👏
ଥରେ ଦେଖି ନିଅନ୍ତୁ ମା କିଏ ଆଉ କଣ..ମା ହିଁ ଦୁନିଆ ❤️

https://youtu.be/R58Qy-w0_kAStay safe Pls listen this Corona awareness song by our friend Sujit Mantri 🙏Stay Home,,Stay ...
25/04/2021

https://youtu.be/R58Qy-w0_kA
Stay safe
Pls listen this Corona awareness song by our friend Sujit Mantri 🙏
Stay Home,,Stay Safe,,Stay Healthy 😷
Jay Shree Jagannath 👏

-19Prevention CORONA awareness song. How it badly affected the world. How t...

https://youtu.be/LTx_ZuQHSfAଓଡ଼ିଆ ଭାଷା ଶିଖିବା କାର୍ଯ୍ୟକ୍ରମ ର *Episode-୪୧// Writing Procedure(ଯୁକ୍ତାକ୍ଷର Part--X।V)**ଆସନ୍ତ...
20/04/2021

https://youtu.be/LTx_ZuQHSfA
ଓଡ଼ିଆ ଭାଷା ଶିଖିବା କାର୍ଯ୍ୟକ୍ରମ ର *Episode-୪୧// Writing Procedure(ଯୁକ୍ତାକ୍ଷର Part--X।V)*
*ଆସନ୍ତୁ ଜାଣିବା ଓଡ଼ିଆ ଯୁକ୍ତବର୍ଣ୍ଣ ର ବ୍ୟବହାର*
ଓଡ଼ିଆ ବର୍ଣ୍ଣଗୁଡ଼ିକୁ ଅତି ସହଜ ଓ ସରଳ ରେ ଲେଖି ଜାଣିବା ପାଇଁ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ ।
ଆସନ୍ତୁ ଶିଖିବା ଓ ଶିଖାଇବା ଆମ ମାତୃଭାଷା ଓଡିଆ ✍️
*ଆଉ ଗର୍ବରେ କୁହନ୍ତୁ ମୁଁ ଓଡ଼ିଆ💪, ମୋ ଭାଷା ବଢିଆ🙏*
*ଜୟ ଶ୍ରୀ ଜଗନ୍ନାଥ 👏*

This video is all about to understand the concept of JUKTAKHYARA (ଯୁକ୍ତାକ୍ଷର) and how to write JUKTA...

Address

Kalinga Samaj, BHEL Community Center, Trichy
Tiruchirappalli
620014

Website

Alerts

Be the first to know and let us send you an email when Kalinga SAMAJ - Bhel, Trichy posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share