AMCS College

AMCS College Contact information, map and directions, contact form, opening hours, services, ratings, photos, videos and announcements from AMCS College, Education Website, Tikkaballi.

DAY-1The Day–1 of the Six-Day Self-Defence Training Programme was successfully conducted on 10.08.2026 at A.M.C.S. Colle...
10/08/2026

DAY-1
The Day–1 of the Six-Day Self-Defence Training Programme was successfully conducted on 10.08.2026 at A.M.C.S. College, Tikabali, under the Shaktishree Empowerment Cell.
The session focused on Introduction & Body Conditioning, including awareness, warm-up, stretching, freehand exercises and basic self-defence practices.
A total of 50 students participated actively in the training.
The programme was conducted with the support of Miss. Smriti Rekha Nayak, UG Self-Defence Training Programme Coordinator, and Miss. Jyotirmayee Pradhan, Master Trainer, Department of Political Science.

08/08/2026
Farewell Ceremony of Ratan Kumar Digal Sir, Lecturer in Political Science A.M.C.S. College, Tikabali, KandhamalA young, ...
06/08/2026

Farewell Ceremony of Ratan Kumar Digal Sir, Lecturer in Political Science
A.M.C.S. College, Tikabali, Kandhamal

A young, energetic, and dynamic personality with exceptional leadership qualities, you will always be remembered and deeply missed. Thank you for your dedication, support, and valuable contributions to our institution. Wishing you success, happiness, and all the very best in your future endeavors..

ତାରିଖ ୦୬.୦୮.୨୦୨୬ ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ (+2 ) ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀମ...
06/08/2026

ତାରିଖ ୦୬.୦୮.୨୦୨୬ ଟିକାବାଲି ଏ.ଏମ୍.ସି.ଏସ୍ ମହାବିଦ୍ୟାଳୟ ଠାରେ ଯୁକ୍ତ ଦୁଇ (+2 ) ପ୍ରଥମ ବର୍ଷ କଳା, ବିଜ୍ଞାନ ଓ ଧନ୍ଦାମୂଳକ ଛାତ୍ରଛାତ୍ରୀମାନଙ୍କ ପାଇଁ Induction Programme ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମହବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହିତ ମହାବିଦ୍ୟାଳୟ ପରିସରର ନିୟମାବଳୀ, ପାଠ୍ୟକ୍ରମ ଓ ବିଭିନ୍ନ ସୁବିଧା ସମ୍ପର୍କରେ ଅବଗତ କରାଇଥିଲେ।

30/07/2026
ଟିକାବାଲି ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟରେ ତା. 28.07.2026 ରିଖରେ  ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ଏକ ବୈଠକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନି...
28/07/2026

ଟିକାବାଲି ଏ. ଏମ୍. ସି. ଏସ୍ ମହାବିଦ୍ୟାଳୟରେ
ତା. 28.07.2026 ରିଖରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ର ଏକ ବୈଠକ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଏବଂ ଉତ୍ପୀଡ଼ନମୁକ୍ତ ପରିବେଶ ବଜାୟ ରଖିବା ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ଯୌନ ଉତ୍ପୀଡ଼ନ ନିବାରଣ, ଅଭିଯୋଗ ଗ୍ରହଣ ଓ ନିଷ୍ପତ୍ତି ପ୍ରକ୍ରିୟାକୁ ସ୍ୱଚ୍ଛ, ନିରପେକ୍ଷ ଏବଂ ଗୋପନୀୟ ଭାବରେ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମସ୍ତ ସଦସ୍ୟ ଆଇନ ଏବଂ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ କମିଟିର କାର୍ଯ୍ୟ ସମ୍ପାଦନ କରିବା ପାଇଁ ମତ ପ୍ରକାଶ କରିଥିଲେ।
ଏହି ବୈଠକରେ ICC ସଦସ୍ୟ ଶ୍ରୀମତୀ ସଂଘମିତ୍ରା ଦାସ, ଶ୍ରୀମତୀ ନିବେଦିତା ଭୋଇ, ସୁଶ୍ରୀ ଚମ୍ପା ସୋରେନ, ସୁଶ୍ରୀ ସ୍ମୃତିରେଖା ନାୟକ, ଶ୍ରୀ ରବିନାରାୟଣ ପାଣିଗ୍ରାହୀ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ସଭା କାର୍ଯ୍ୟକୁ ସଫଳ ରୂପାୟନ କରିଥିଲେ।
ଶେଷରେ ସଭାପତି ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଜଣାଇ ବୈଠକର ସମାପ୍ତି ଘୋଷଣା କରିଥିଲେ।

ଟିକାବାଲି ତା.୨୮.୦୭.୨୦୨୬ ରିଖରେ ଏ. ଏମ୍. ସି. ଏସ୍ ମହବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ମହିଳା ସୁରକ୍...
28/07/2026

ଟିକାବାଲି ତା.୨୮.୦୭.୨୦୨୬ ରିଖରେ ଏ. ଏମ୍. ସି. ଏସ୍ ମହବିଦ୍ୟାଳୟର ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ ପକ୍ଷରୁ ମହାବିଦ୍ୟାଳୟ ପରିସରରେ ମହିଳା ସୁରକ୍ଷା ଓ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିରଞ୍ଜନ ପାଣ୍ଡିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅଧକ୍ଷ ମହୋଦୟ ଆତ୍ମ ସୁରକ୍ଷା, ସଚେତନତା ଓ ସଶକ୍ତିକରଣ ସମ୍ପର୍କରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯକ୍ରମରେ ଓଡିଆ ଓ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ତଥା ଅନ୍ତରୀଣ ଅଭିଯୋଗ କମିଟିର ସଦସ୍ୟା ଶ୍ରୀମତୀ ନିବେଦିତା ଭୋଇ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଶିବାନୀ କହଁର ଶକ୍ତିଶ୍ରୀ କାର୍ଯକ୍ରମର ଲକ୍ଷ୍ୟ, ଭୂମିକା ଓ ଉଦ୍ଦେଶ୍ୟ ସମ୍ପର୍କରେ ଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିରେ ଅନ୍ତରୀଣ ଅଭିଯୋଗ କମିଟିର ସଭାପତି ଶ୍ରୀମତୀ ସଙ୍ଘମିତ୍ରା ଦାସ୍ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଛାତ୍ରୀଙ୍କୁ ସଚେତନତା ଦେବା ସହିତ ସେମାନଙ୍କୁ ଆଇନଗତ ଅଧିକାରର ବିଭିନ୍ନ ଦିଗଗୁଡ଼ିକ ସମ୍ପର୍କରେ ରେ ସୂଚନା ପ୍ରଦାନ କରିଥିଲେ ।ଏହି କାର୍ଯକ୍ରମରେ ରେଡ୍ କ୍ରସ୍ କାଉନସିଲର ଅଧ୍ୟାପକ ରତନ କୁମାର ଦିଗାଲ ପୋଷ ଆଇନ ସମ୍ବଦ୍ଧରେ ଛାତ୍ରୀଙ୍କୁ ବିଭିନ୍ନ ଉଦାହରଣ ଦ୍ୱାରା ଅବଗତ କରାଇଥିଲେ।ଏହି କାର୍ଯକ୍ରମରେ ଅନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟ ଶ୍ରୀଯୁକ୍ତ ରବିନାରାୟଣ ପାଣିଗ୍ରାହୀ , ଆତ୍ମରକ୍ଷା ପ୍ରଶିକ୍ଷଣ ସଂଯୋଜିକା ଅଧ୍ୟାପିକା ସ୍ମୃତିରେଖା ନାୟକ ଏବଂ ଜାତୀୟ ସେବା ଯୋଜନାର ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଞାନରଞ୍ଜନ ଭୋଇ ସୁରକ୍ଷିତ ପରିବେଶ କିପରି ସୃଷ୍ଟି ହେବ ତାହା ଉପରେ ମତପୋଷଣ କରିଥିଲେ । ଏତଦବ୍ୟତୀତ ଶକ୍ତିଶ୍ରୀ ସାଥୀ ସୁଶ୍ରୀ ଜ୍ୟୋତିର୍ମୟୀ ପ୍ରଧାନଙ୍କ ଦ୍ଵାରା ଆତ୍ମରକ୍ଷାର କେତେକ ମୌଳିକ କୌଶଳ ପ୍ରଦର୍ଶନ କରାଯାଇଥିଲା ।
ପରିଶେଷରେ ଅନ୍ତରୀଣ ଅଭିଯୋଗ କମିଟିର ଅନ୍ୟତମ ସଦସ୍ୟା ତଥା ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଚମ୍ପା ସୋରେନ୍ ଧନ୍ୟବାଦ ଅର୍ପଣ କରି ସଭା ସଂଗ କରିଥଲେ।

ନୂତନ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା।
22/07/2026

ନୂତନ ଅଧ୍ୟକ୍ଷ ଶ୍ରୀ ନିରଞ୍ଜନ ପାଣ୍ଡିଆ ଙ୍କ ସ୍ୱାଗତ ସମ୍ବର୍ଦ୍ଧନା।

Observation of Van Mahotsav week- 2026 by NSS and YRC volunteers,today .
07/07/2026

Observation of Van Mahotsav week- 2026 by NSS and YRC volunteers,today .

Address

Tikkaballi

Website

Alerts

Be the first to know and let us send you an email when AMCS College posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share