Luabahal High School - LBHS

Luabahal High School - LBHS Luabahal High School has been renamed as Govt. Higher Secondary School, Luabahal.

Pledge on account of National Energy Conservation Day-2025.
16/12/2025

Pledge on account of National Energy Conservation Day-2025.


Observation of 'World AIDS Day 2025' at Govt. Higher Secondary School, LuabahalWorld AIDS Day Theme : "Overcoming disrup...
01/12/2025

Observation of 'World AIDS Day 2025' at Govt. Higher Secondary School, Luabahal
World AIDS Day Theme : "Overcoming disruption, transforming the AIDS response."


Observation of Block Level '18th Pravasi Bharatiya Divas'Date: 06.01.2025
07/01/2025

Observation of Block Level '18th Pravasi Bharatiya Divas'
Date: 06.01.2025

11/12/2024

ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ (୮ ଡିସେମ୍ବର-୧୪ ଡିସେମ୍ବର) ପାଳନ ଅବସରରେ ୧୧ ଡିସେମ୍ବର ୨୦୨୪ ତାରିଖରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ତା'ର ଫଳାଫଳ:

୧. ବୁଦ୍ଧିମତୀ ପଧାନ, ଦଶମ ଶ୍ରେଣୀ
ସ୍କୋର: ୧୦/୧୫
୨. ଅଭିଜିତ ବୋହିଦାର, ଦଶମ ଶ୍ରେଣୀ
ସ୍କୋର: ୧୦/୧୫
୩. ସୌରଭ ଚୌଧୁରୀ, ଦଶମ ଶ୍ରେଣୀ
ସ୍କୋର: ୦୯/୧୫

4. Somya Sharma, Class IX
Score Obtained: 09/15

5. Fija Parwin, Class X
Score Obtained: 09/15

6. Manish Kumar Naik, Class IX
Score Obtained: 08/15

7. Astha Agrawal, Class X
Score Obtained: 08/15

8. Priyanshu Sa, Class IX
Score Obtained: 08/15

9. Rani Khan, Class X
Score Obtained: 07/15

10. Radhika Sidar, Class IX
Score Obtained: 06/15

11. Rashmita Majhi, Class X
Score Obtained: 05/15

12. Sarita Gidhili, Class X
Score Obtained: 03/15

13. Bharati Naik, Class X
Score Obtained: 02/15

14. Mudrika Badhei, Class X
Score Obtained: 02/15

15. Janani Kuar, Class IX
Score Obtained: 02/15

ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ (୮ ଡିସେମ୍ବର-୧୪ ଡିସେମ୍ବର) ପାଳନ ଅବସରରେ ୧୧ ଡିସେମ୍ବର ୨୦୨୪ ତାରିଖରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ...
11/12/2024

ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ (୮ ଡିସେମ୍ବର-୧୪ ଡିସେମ୍ବର) ପାଳନ ଅବସରରେ ୧୧ ଡିସେମ୍ବର ୨୦୨୪ ତାରିଖରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁଆବାହାଲ ଶିକ୍ଷାନୁଷ୍ଠାନର ନବମ ଓ ଦଶମ ଶ୍ରେଣୀର ୧୫ ଜଣ ବିଦ୍ୟାର୍ଥୀଙ୍କୁ ନେଇ "ଶକ୍ତି ସଂରକ୍ଷଣ" ବିଷୟବସ୍ତୁ ଉପରେ ଏକ କୁଇଜ୍ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ଆୟୋଜକ ତଥା କୁଇଜ୍ ମାଷ୍ଟର: ଶ୍ରୀଯୁକ୍ତ ସମୀର ରଞ୍ଜନ ମିଶ୍ର, ବିଜ୍ଞାନ ଶିକ୍ଷକ
ସ୍ଥାନ: ନବମ ଶ୍ରେଣୀ ଗୃହ

ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁଆବାହାଲ ଶିକ୍ଷାନୁଷ୍ଠାନ ପରିସରରେ ୧୦ ଡ଼ିସେମ୍ୱର...
11/12/2024

ଜାତୀୟ ଶକ୍ତି ସଂରକ୍ଷଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁଆବାହାଲ ଶିକ୍ଷାନୁଷ୍ଠାନ ପରିସରରେ ୧୦ ଡ଼ିସେମ୍ୱର ୨୦୨୪ ତାରିଖରେ ବିଦ୍ୟାଳୟର ନବମ, ଦଶମ, ଏକାଦଶ ଓ ଦ୍ଵାଦଶ ଶ୍ରେଣୀର ବିଦ୍ୟାର୍ଥୀଗଣଙ୍କୁ "ଶକ୍ତି ସଂରକ୍ଷଣ ଶପଥ ପାଠ" ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସମୀର ରଞ୍ଜନ ମିଶ୍ରଙ୍କ ଦ୍ଵାରା କରାଗଲା ।

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା, ୨୦୨୫ (ରେଗୁଲାର କାର୍ଯ୍ୟସୂଚୀ)୨୧.୦୨.୨୦୨୫ (ଶୁକ୍ରବାର)...
14/11/2024

ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକ

ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା, ୨୦୨୫ (ରେଗୁଲାର କାର୍ଯ୍ୟସୂଚୀ)

୨୧.୦୨.୨୦୨୫ (ଶୁକ୍ରବାର) (ସକାଳ ୯ ଟାରୁ ୧୧.୩୦)
ପ୍ରଥମ ଭାଷା ଓଡ଼ିଆ (FLO)

୨୪.୦୨.୨୦୨୫ (ସୋମବାର) (ସକାଳ ୯ ଟାରୁ ୧୧.୩୦)
ଦ୍ଵିତୀୟ ଭାଷା ଇଂରାଜୀ (SLE)

୨୭.୦୨.୨୦୨୫ (ଗୁରୁବାର) (ସକାଳ ୯ ଟାରୁ ୧୧.୪୫)
ଗଣିତ (MTH)

୦୧.୦୩.୨୦୨୫ (ଶନିବାର) (ସକାଳ ୯ ଟାରୁ ୧୧.୩୦)
ବିଜ୍ଞାନ (GSC)

୦୩.୦୩.୨୦୨୫ (ସୋମବାର) (ସକାଳ ୯ ଟାରୁ ୧୧.୩୦)
ସାମାଜିକ ବିଜ୍ଞାନ (SSC)

୦୬.୦୩.୨୦୨୫ (ଗୁରୁବାର) (ସକାଳ ୯ ଟାରୁ ୧୧.୩୦)
ତୃତୀୟ ଭାଷା ହିନ୍ଦୀ (TLH)/ତୃତୀୟ ଭାଷା ସଂସ୍କୃତ (TLS)

ବ୍ଲକ ସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ତାରିଖ: ୧୩.୧୧.୨୦୨୪କାର୍ଯ୍ୟକ୍ରମ ସ୍ଥଳ: ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ...
13/11/2024

ବ୍ଲକ ସ୍ତରୀୟ ବିଜ୍ଞାନମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫
ତାରିଖ: ୧୩.୧୧.୨୦୨୪
କାର୍ଯ୍ୟକ୍ରମ ସ୍ଥଳ: ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କନକତୁରା

Sub-Theme: Transport & Communication
Project Name: Wireless Transmission based Electric Vehicle Charging Station
Participant Name: Budhimati Padhan
Class: X
Position Held: 1st

Sub-Theme: Mathematical Modelling & Computational Thinking
Project Name: Addressing Security Concerns in Army Base
Participant Name: Abhijeet Bohidar
Class: X
Position Held: 1st

Sub-Theme: Disaster Management
Project Name: House resistant to Natural Calamities like Flood & Earthquake
Participant Name: Fija Parwin
Class: X
Position Held: 3rd

Sub-Theme: Food, Health & Hygiene
Project Name: Healthy Food Habits
Participant Name: Bharati Naik
Class: X
Position Held: 3rd

Science Seminar
Topic: Millets for Sustainable Future & Health
Participant Name: Fija Parwin
Class: X
Position Held: 1st

11/11/2024

School Level Energy Club Quiz Competition
Date: 9th Nov 2024

Results:
1. Astha Agrawal 42/50 (Class X)
2. Abhijeet Bohidar 41/50 (Class X)
3. Pooja Majhi 41/50 (Class IX)
4. Priyanshu Sa 41/50 (Class IX)
5. Radhika Sidar 41/50 (Class IX)
6. Rani Khan 41/50 (Class X)
7. Manish Kumar Naik 40/50 (Class IX)
8. Somya Sharma 40/50 (Class IX)
9. Mudrika Badhei 39/50 (Class X)
10. Budhimati Padhan 39/50 (Class X)

ବିଦ୍ୟାଳୟ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫ତାରିଖ: ୧୧.୧୧.୨୦୨୪Theme: Science & Technology for Sustainable Fu...
11/11/2024

ବିଦ୍ୟାଳୟ ସ୍ତରୀୟ ରାଷ୍ଟ୍ରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୪-୨୫
ତାରିଖ: ୧୧.୧୧.୨୦୨୪

Theme: Science & Technology for Sustainable Future

Sub-Themes:
1. Food, Health & Hygiene
2. Transport & Communication
3. Natural Farming
4. Disaster Management
5. Mathematical Modelling & Computational Thinking
6. Waste Management
7. Resource Management

School Level Energy Club Quiz Competition Date: 09.11.2024
10/11/2024

School Level Energy Club Quiz Competition

Date: 09.11.2024

ବିଜ୍ଞାନ ସେମିନାର୍ ବିଷୟବସ୍ତୁ: Artificial Intelligence - Potential & Concern (କୃତ୍ରିମ ବୁଦ୍ଧିମତ୍ତା - ସମ୍ଭାବନା ଓ ଚିନ୍ତା)ଅଦ୍ୟ ...
14/09/2024

ବିଜ୍ଞାନ ସେମିନାର୍ ବିଷୟବସ୍ତୁ: Artificial Intelligence - Potential & Concern (କୃତ୍ରିମ ବୁଦ୍ଧିମତ୍ତା - ସମ୍ଭାବନା ଓ ଚିନ୍ତା)

ଅଦ୍ୟ ତା: ୧୩.୦୯.୨୦୨୪ ରିଖ ଶୁକ୍ରବାର ଦିନ ବସୁନ୍ଧରା ଉଚ୍ଚ ବିଦ୍ୟାଳୟ, ଟିକିଲିପଡ଼ା ପରିସରରେ ହେମଗିର ଗୋଷ୍ଠୀ ସ୍ତରୀୟ ବିଜ୍ଞାନ ସେମିନାର୍ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ହେମଗିର ବ୍ଲକ୍ ର ୧୯ ଟି ଉଚ୍ଚ ବିଦ୍ୟାଳୟର ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଉକ୍ତ ପ୍ରତିଯୋଗିତାରେ ମାଣିକେଶ୍ଵରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଗଡ଼ ତୁମୁଲିଆର ଦଶମ ଶ୍ରେଣୀର ଛାତ୍ରୀ ସିମ୍ରନ୍ ମାଝୀ ପ୍ରଥମ ସ୍ଥାନ, ଡୁଡୁକା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ସିତାରା ଧୃଆ ଦ୍ଵିତୀୟ ସ୍ଥାନ ଓ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁଆବାହାଲର ଦଶମ ଶ୍ରେଣୀର ଛାତ୍ରୀ ମୁଦ୍ରିକା ବଢ଼େଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।

ଉକ୍ତ ପ୍ରତିଯୋଗିତାରେ ଜୟରାମ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିନେଶ ସିଂ, ଲୋଚନ ସରକାରୀ ଉଚ୍ଚ ବିଦ୍ୟାଳୟ, ଦର୍ଲିପାଲିର ପ୍ରଧାନଶିକ୍ଷକ ସୁଭାଷ ଚନ୍ଦ୍ର ପଟେଲ ଓ ଡୁଡୁକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସୁନିତି ନାଏକ ବିଚାରକ ଦାୟିତ୍ବ ତୁଲାଇଥିଲେ ।

ହେମଗିର ଗୋଷ୍ଠୀ ଶିକ୍ଷା ଅଧିକାରୀ କରୁଣା ସାଗର ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାସ, ବସୁନ୍ଧରା ଉଚ୍ଚ ବିଦ୍ୟାଳୟ, ଟିକିଲିପଡ଼ାର ପ୍ରଧାନଶିକ୍ଷକ ପୂର୍ଣ୍ଣାନନ୍ଦ ପଧାନ ଓ ଗୋଷ୍ଠୀ ବିଜ୍ଞାନ ପର୍ଯ୍ୟବେକ୍ଷକ ସୋମନାଥ ପୃଷେଠଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ ପ୍ରତିଯୋଗିତାଟି ଅନୁଷ୍ଠିତ ହୋଇଥିଲା ।

ସରକାରୀ ଉଚ୍ଚ ବିଦ୍ୟାଳୟ, ଲଇକେରାର ପ୍ରଧାନଶିକ୍ଷକ ଡ଼ଳିନ୍ଦ୍ର ତନ୍ତୀ ସଭା ପରିଚାଳନା କରିଥିଲେ । ପରିଶେଷରେ ବସୁନ୍ଧରା ଉଚ୍ଚ ବିଦ୍ୟାଳୟ, ଟିକିଲିପଡ଼ାର କ୍ରୀଡ଼ା ଶିକ୍ଷକ ଅଭିମନ୍ୟୁ ଦେହେରି ଧନ୍ୟବାଦ ଅଭିଭାଷଣ ପ୍ରଦାନ କରିଥିଲେ । ଉକ୍ତ ପ୍ରତିଯୋଗିତାରେ ସାରଙ୍ଗିଝରିଆ କ୍ଲଷ୍ଟର୍ ର ସି.ଆର୍.ସି.ସି ଧ୍ୱଜାରାମ ନାଏକ, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲୁଆବାହାଲର ବିଜ୍ଞାନ ଶିକ୍ଷକ ସମୀର ରଞ୍ଜନ ମିଶ୍ର ସମେତ ହେମଗିର ବ୍ଲକ୍ ର ୧୮ଟି ଉଚ୍ଚ ବିଦ୍ୟାଳୟର ମାର୍ଗଦର୍ଶକ ଶିକ୍ଷକ/ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ବସୁନ୍ଧରା ଉଚ୍ଚ ବିଦ୍ୟାଳୟ, ଟିକିଲିପଡ଼ା ଶିକ୍ଷାନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କ ସକ୍ରିୟ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା ।

Address

AT/LUABAHAL, PO/BILEIMUNDA, VIA/GOPALPUR, PS/BLOCK/HEMGIR, DIST/SUNDARGARH, PIN-
Sundargarh
770024

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm

Website

Alerts

Be the first to know and let us send you an email when Luabahal High School - LBHS posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category