Govt Etei bhalulata Sundargarh

Govt Etei bhalulata Sundargarh teacher training center

ମୋର ସାନ ଭାଇ ବିକାଶର ଶୁଭ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି ।
29/05/2022

ମୋର ସାନ ଭାଇ ବିକାଶର ଶୁଭ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଇବା ସହିତ ଉଜ୍ଜ୍ବଳ ଭବିଷ୍ୟତ କାମନା କରୁଛି ।

28/05/2022

ବାନ୍ଧବସ୍ତ୍ରକୁ ଅଧିକ ଲୋକାଭିମୁଖି କରିବା ସହ ପଶ୍ଚିମ ଓଡ଼ିଶାର ବୁଣାକାରଙ୍କ ରୋଜଗାର ବଢାଇବା ପାଇଁ ଅଣ୍ଟା ଭିଡିଛି ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ଅଫିସର ସବୁ କର୍ମଚାରୀ ସମେତ ଅଭିଯୋଗ ଶୁଣାଣୀକୁ ଆସୁଥିବା ସବୁ ଅଧିକାରୀ ସମ୍ବଲପୁରୀ ବସ୍ତ୍ର ପରିଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମହୋଦୟା ।

ଏହି ପରିପ୍ରେକ୍ଷୀରେ ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କୁ ଅନୁସରଣ କରିବା କଥା ଜିଲ୍ଲା ପ୍ରଶାସନ, ଯାହା ଦ୍ଵାରା ବୁଣାକାର ଙ୍କ ର ରୋଜଗାର ବଢ଼ିବା ସହିତ ଆମର ସମ୍ବଲପୁରୀ ସଂସ୍କୃତି ର ପରିଚୟ ର ମଧ୍ୟ ଉନ୍ନତି ଆଣିବା ଦିଗରେ ସାହାଯ୍ୟ କରିବ ।

ସୁନ୍ଦରଗଡ ଜିଲ୍ଲା ର ଜିଲ୍ଲାପାଳ #ଶ୍ରୀଯୁକ୍ତ_ନିଖିଲ_ପବନ_କଲ୍ୟାଣ ମହୋଦୟ ଙ୍କୁ ଅନୁରୋଧ ସୁନ୍ଦରଗଡ ଜିଲ୍ଲାରେ ସପ୍ତାହରେ ଗୋଟିଏ ଦିନ ସବୁ ସରକାରୀ କର୍ମଚାରୀ ଙ୍କୁ ସମ୍ବଲପୁରୀ ବସ୍ତ୍ର ପରିଧାନ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।

ଜୟ ମା ସମଲେଇ 🙏
District Administration, Sundargarh, Odisha District Mineral Fund, Sundargarh CMO Odisha Naveen Patnaik Dharmendra Pradhan Tankadhar Tripathy Bhabani Shankar Bhoi Kusum Tete

04/09/2021
14/06/2021
05/09/2020

Our teachers our real heros
ଗୁରୁ ସାଗର ହେଲେ ଆମେ ସେ ସାଗରର ଛୋଟ ଛୋଟ ଜଳ ବିନ୍ଦୁ
କାରଣ ଦୁନିଆରେ ଯେତେ ଭି ସଫଳ ବ୍ୟକ୍ତିଙ୍କୁ ଦେଖୁଛୁ ସେ ସବୁ ଆମର ଶିକ୍ଷକ ସମାଜର
ମୂଲ୍ୟବାନ ସମୟ ଏବଂ ବଳିଦାନ ପାଇଁ ସମ୍ଭବ ହୋଇ ପାରିଛି
ମୁଁ ବିଶେଶ୍ଵର ପ୍ରଧାନ
ସରକାରି ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ର ଭାଳୁଲତା, ସୁନ୍ଦରଗଡ଼ ର ଦ୍ଵିତୀୟ ବର୍ଷର ଗୁରୁଛାତ୍ର ଦୁନିଆର ସମସ୍ତ ଶିକ୍ଷକ ସମାଜ କୁ ନଟମସ୍ତକ କରି କୋଟି କୋଟି ପ୍ରଣାମ ଜଣାଉଛି

ଶିକ୍ଷା ଜଗତର ଜିବନ୍ତ ଠାକୁର ଆମର
ସୁଲତା , ଅରୁନଦ୍ଧତି, ଲିପି ଓ ସୀମା ତାଙ୍କରି ନାମ
ସେ ଖାଲି ନୁହନ୍ତି ଆମର ଶିକ୍ଷୟତ୍ରୀ
ଆମେ ଫୁଳ ତାଙ୍କ ବଗିଚାର

Our teachers our heros
05/09/2020

Our teachers our heros

Happy Ganesh chaturthi all of you
22/08/2020

Happy Ganesh chaturthi all of you

Batch 2017-19 group picture
22/08/2020

Batch 2017-19 group picture

Government etei bhalulata batch2018-20 all students , Teachers and other supporting staff group picture
22/08/2020

Government etei bhalulata batch2018-20 all students , Teachers and other supporting staff group picture

2019 Republic day celebration of our school
16/08/2020

2019 Republic day celebration of our school

Address

Sundargarh

Website

Alerts

Be the first to know and let us send you an email when Govt Etei bhalulata Sundargarh posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Govt Etei bhalulata Sundargarh:

Shortcuts

Share