Matrubihar Ranipur Birmaharajpur

Matrubihar Ranipur Birmaharajpur Sri aurobindo educational trust
best educational institutions in our area any enquiry please contact 9937077021

16/07/2020

ଆମେ ନୂତନ ଉଷାର ନବ ସରଜନା
ନୂଆ ଆଲୋକର ଧାରା ,
ଆମେ ଆନନ୍ତ ଆଶାର ମାଧୁରୀମା ନେଇ
ସଜାଇବୁ ଏଇ ଧରା |
ଆମେ ଆକାଶର ନୀଳ ନେଇ
ଆମେ ସାଗରର ଗୀତ ଗାଇ
ରଚିବୁ ସପନେ ଆମ
ଏଇ ବସୁନ୍ଧରା ସୁଧାମୟୀ |
ଆମେ ସ୍ନେହର ଫଗୁଣ ଅଲୋକ ବରଣ
ନୂଆ ସକାଳର ଗୀତି,
ଆମେ ଅସୀମ ସଂଧାନୀ ଦୂର ପଥଗାମୀ
ସମୟର ପ୍ରତିଶ୍ରୁତି |
ଆମେ ଜାଗ୍ରତ ପଥଚାରୀ
ନିଜ ବିଶ୍ବାସ ଧ୍ବଜା ଧରି
ଚାଲିବୁ ଭରା ସାହାସେ
ସତ୍ଯର ପଥ ଅନୁସରୀ |

10/02/2019
09/06/2018

Address

At Ranipur, BIRMAHARAJPUR
Sonepur

Telephone

9937077021

Alerts

Be the first to know and let us send you an email when Matrubihar Ranipur Birmaharajpur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Matrubihar Ranipur Birmaharajpur:

Shortcuts

Share