Kushaleswar Highschool,Dunguripali

Kushaleswar Highschool,Dunguripali A Highscool of the area which educated more than 4000 student for last 50 years and continued its man socialising process.

Education is a basic need of a child to become a good citizen.

17/02/2026

ପିଏମ ଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଓ ଗଣିତ ମେଳା ଅନୁଷ୍ଠିତ
ଡୁଙ୍ଗୁରିପାଲି: ସ୍ଥାନୀୟ ପିଏମଶ୍ରୀ କୁଶଳେଶ୍ୱର ଉଚ୍ଚ ବିଦ୍ୟାଳୟ, ଡୁଙ୍ଗୁରିପାଲିଠାରେ ବିଦ୍ୟାଳୟ ସ୍ତରୀୟ ଗଣିତ ଓ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଥିବା ବୈଜ୍ଞାନିକ ଚିନ୍ତାଧାରା ଓ ସୃଜନଶୀଳତାର ଚମତ୍କାର ପ୍ରତିଫଳନ ଦେଖିବାକୁ ମିଳିଥିଲା।ଏହି ମେଳାରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମୋଟ ୪୨ଟି ବିଜ୍ଞାନ ପ୍ରକଳ୍ପ ଏବଂ ୨୫ଟି ଗଣିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନାଭ କର୍ଣ୍ଣଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଧୁସୂଦନ ଓତା ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଈଶ୍ୱର ଚନ୍ଦ୍ର ପଲିଆ ଏବଂ ବରିଷ୍ଠ ଶିକ୍ଷକ ବାବୁଲାଲ ସାହୁ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପ୍ରକଳ୍ପଗୁଡ଼ିକର ମୂଲ୍ୟାୟନ ପାଇଁ ଗଙ୍ଗାଧର ମେହେର ଉଚ୍ଚ ବିଦ୍ୟାଳୟ (ସାଗରପାଲି)ର ଶିକ୍ଷକ ମନୀଷ କୁମାର ପଣ୍ଡା ଏବଂ ଜୟ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟ (ଖରଝୁରା)ର ଶିକ୍ଷକ ବିଶ୍ୱନାଥ ସାହୁ ବିଚାରକ ଭାବେ ଯୋଗ ଦେଇଥିଲେ। ପ୍ରତିଯୋଗିତାର ଫଳାଫଳ:ଗଣିତ ପ୍ରକଳ୍ପ ର ସିନିୟର ବିଭାଗରେ ପ୍ରଥମ: ରୁଚି ଗୁପ୍ତା, ଦ୍ୱିତୀୟ: ଅମିର ମହାନନ୍ଦ, ତୃତୀୟ: ପ୍ରିୟଙ୍କା ମେହେର ଓ ଜୁନିୟର ବିଭାଗ ରେ ପ୍ରଥମ: ସିମରନ ମହାନନ୍ଦ, ଦ୍ୱିତୀୟ: ଆଦ୍ୟାଶା ସାହୁ, ତୃତୀୟ: ପ୍ରୀତିମୟୀ ଭରାସାଗର ସେହିପରି ବିଜ୍ଞାନ ପ୍ରକଳ୍ପ ର ସିନିୟର ବିଭାଗ ରେ ପ୍ରଥମ: ସିଂଘଲରାଜ ମହାନନ୍ଦ, ଦ୍ୱିତୀୟ: ବର୍ଷାରାଣୀ ଦନ୍ତା, ତୃତୀୟ: ଜୟଶ୍ରୀ କର୍ମୀ ଓ ଜୁନିୟର ବିଭାଗ ରେ ପ୍ରଥମ: ଜଗା ଷାଣ୍ଢ, ଦ୍ୱିତୀୟ: ପୂର୍ଣ୍ଣିମା ମେହେର ତୃତୀୟ: ଆୟୁଷ ଅମାତ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ଏହି ପ୍ରଦର୍ଶନୀସଭାକୁ ବିଜ୍ଞାନ ଶିକ୍ଷକ ଚକାନୟନ ମେହେର ମଞ୍ଚ ପରିଚାଳନା କରିଥିଲେ ଓ ନିବେଦିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପ୍ରଦର୍ଶନୀ କୁ ସଫଳ କରିବାରେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ନନ୍ଦିନୀ ମହାଣା, ଲଲିତା ସାହୁ, ଏକାଦଶ ବର୍ଗେଇ, ସ୍ନେହଲତା ଖେତି, ସଞ୍ଜୟ ପଧାନ, ବସନ୍ତ କୁମାର ଭୂଏ, ପୁଷ୍ପାଞ୍ଜଳି ନାୟକ, ମାନସି ରାଣୀ, ନିହାରିକା ମିଶ୍ର, ନର୍ମଦା ପାତ୍ର, ଜୟନାରାୟଣ ମିଶ୍ର, ଚୌଧୁରୀ ବିଭାର, ସୁଚରିତା ସାହୁ,ଲିନାକ୍ଷୀ ଦାଶ, ବାଳମୁକୁନ୍ଦ ସେଠୀ, ଚମାର ବାଘ,ବୀର କର୍ଣ୍ଣ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।

International Yoga Day celebration @ PMSHRI Kushaleswar High School, Dunguripali
21/06/2025

International Yoga Day celebration @ PMSHRI Kushaleswar High School, Dunguripali

Republic Day celebration 🎉🎉 Dunguripali
26/01/2025

Republic Day celebration 🎉🎉 Dunguripali

Nandini Chhatria Selected in the BLOCK LEVEL SCIENCE EXHIBITION 2024
13/11/2024

Nandini Chhatria Selected in the BLOCK LEVEL SCIENCE EXHIBITION 2024

03/10/2024



Rangoli competition
20/12/2023

Rangoli competition

My School My Pride
09/12/2023

My School My Pride

Our School Our Pride
14/02/2023

Our School Our Pride

Our Scout Students performance in Kuhibahal Highschool Scout Camp
14/02/2023

Our Scout Students performance in Kuhibahal Highschool Scout Camp

Our School Garden
01/02/2023

Our School Garden

Address

Sonepur
767017

Opening Hours

Monday 10am - 4pm
Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm

Website

Alerts

Be the first to know and let us send you an email when Kushaleswar Highschool,Dunguripali posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Kushaleswar Highschool,Dunguripali:

Shortcuts

Share

Category