The Chandan Tutorial

Directions

The Chandan Tutorial provide you the best version of you..

20/09/2026

ଜୀବନରେ ଜଣେ ସଠିକ୍ ଗୁରୁ ମିଳିଗଲେ, ସଫଳତା ଆପେ ଆପେ ମିଳିଥାଏ!
ସଫଳତାର ପ୍ରକୃତ ଚାବିକାଠି - ଗୁରୁଙ୍କ ମାର୍ଗଦର୍ଶନ ଓ ଛାତ୍ରର କଠିନ ପରିଶ୍ରମ।

゚viralシ

15/09/2026

A small act by our Chandan Tutorial students for society and culture..
isn't just a festival; it's a celebration of gratitude, unity, and our rich Sambalpuri heritage. May this season of harvest bring health and abundance to all. Nuakhai Juhar from all of us! 🌾🙏" ゚viralシ

15/09/2026

ନୂଆଁଖାଇ ସ୍ପେଶାଲ୍ କ୍ୱିଜ୍! ଆପଣଙ୍କର କେତେଟା ସଠିକ୍ ହେଲା କମେଣ୍ଟରେ କୁହନ୍ତୁ??
ଗୋଟିଏ ଛୋଟ ପ୍ରୟାସ କିଛି ଭୁଲି ଯାଇଥିବା ସଂସ୍କୃତି ଓ ପରମ୍ପରା କୁ ଆମେ କୋମଳମତି ଛୁଆଁ ଙ୍କ ନିକଟରେ ପହଞ୍ଚାଇ ପାରିବା।।।। ゚viralシ

13/09/2026

ଆପଣ ପ୍ରଭୁ ଗଣେଶଙ୍କ ବିଷୟରେ ଏହି କଥା ଜାଣିଛନ୍ତି କି? ୯୯% ଲୋକ ୩ ନମ୍ବର ପ୍ରଶ୍ନରେ ଭୁଲ ଉତ୍ତର ଦିଅନ୍ତି! ଗୋଟିଏ ଛୋଟିଆ ପ୍ରୟାସ କିଛି ପୁରାଣ ସମ୍ପର୍କ ରେ ଜାଣିବା ପାଇଁ।।।।



゚viralシ The Chandan Tutorial Arnav Mishra

॥ ଶ୍ରୀ ଗଣେଶାୟ ନମଃ ॥CHANDAN TUTORIAL(Provide you the best version of you)ବଡ଼ବଜାର, ସୋନପୁରନିମନ୍ତ୍ରଣ ପତ୍ରଆପଣଙ୍କୁ ଏବଂ ଆପଣଙ୍କ ...
13/09/2026

॥ ଶ୍ରୀ ଗଣେଶାୟ ନମଃ ॥
CHANDAN TUTORIAL
(Provide you the best version of you)
ବଡ଼ବଜାର, ସୋନପୁର
ନିମନ୍ତ୍ରଣ ପତ୍ର
ଆପଣଙ୍କୁ ଏବଂ ଆପଣଙ୍କ ପରିବାରକୁ ଆମ ଅନୁଷ୍ଠାନର ଶ୍ରୀ ଗଣେଶ ପୂଜା ଉତ୍ସବକୁ ସାଦର ନିମନ୍ତ୍ରଣ।
କାର୍ଯ୍ୟସୂଚୀ (Schedule):

ପୂଜାରମ୍ଭ: ପୂର୍ବାହ୍ନ ୧୦.୩୦ ମିନିଟ୍

ପୁଷ୍ପାଞ୍ଜଳି: ପୂର୍ବାହ୍ନ ୧୧.୩୦ ମିନିଟ୍

ପ୍ରସାଦ ସେବନ: ପୂର୍ବାହ୍ନ ୧୧.୪୫ ରୁ
ସ୍ଥାନ: ଚନ୍ଦନ ଟ୍ୟୁଟୋରିଆଲ, ବଡ଼ବଜାର, ସୋନପୁର
ସମ୍ପର୍କ ନମ୍ବର: 9658463567 / 6371492293
ବିନୀତ:
ଚନ୍ଦନ କୁମାର ମିଶ୍ର ଏବଂ ସମସ୍ତ ଛାତ୍ରଛାତ୍ରୀ
CHANDAN TUTORIAL
ଆପଣଙ୍କ ଉପସ୍ଥିତି ଆମର ଏହି ଉତ୍ସବକୁ ଆହୁରି ମଙ୍ଗଳମୟ କରିବ।

07/09/2026

କୁହାଯାଏ ଅଭ୍ୟାସ ହିଁ ସଫଳତା ର ଚାବିକାଠି।।ଯୋଉ ଛୁଆ ପରୀକ୍ଷା ଆଉ ପାଠ ର ନା ରେ ହିଁ ଭୟ କରୁଥିଲା ଆଜି ସେ ସାପ୍ତାହିକ ପରୀକ୍ଷା ଭଲ ନମ୍ବର ରଖିଛି।।। congratulations proud of you beta....

05/09/2026

ପ୍ରିୟ ଛାତ୍ରଛାତ୍ରୀମାନେ, ଶିକ୍ଷକ ଦିବସର ଏହି ପବିତ୍ର ଓ ଶୁଭ ଅବସରରେ ଆପଣମାନେ ଦେଇଥିବା ଭଲପାଇବା, ଶୁଭେଚ୍ଛା ଓ ସମ୍ମାନ ପାଇଁ ହୃଦୟରୁ ଅନେକ ଅନେକ ଧନ୍ୟବାଦ। ❤️

ଆପଣମାନଙ୍କର ସ୍ନେହ ଓ ଆଶୀର୍ବାଦ ସଦା ମୋ ପାଇଁ ଅମୂଲ୍ୟ। ଆପଣମାନଙ୍କ ଭବିଷ୍ୟତ ସୁଖମୟ, ସଫଳମୟ ଓ ଉଜ୍ଜ୍ୱଳ ହେଉ—ଏହା ହିଁ ମୋର ହୃଦୟରୁ କାମନା।

ସମସ୍ତେ ଭଲ ପାଠ ପଢ଼ନ୍ତୁ, ଭଲ ମଣିଷ ହୁଅନ୍ତୁ ଏବଂ ଜୀବନରେ ଅନେକ ସଫଳତା ହାସଲ କରନ୍ତୁ। 🌸🙏 The Chandan Tutorial Arnav Mishra Pitabash Rout

04/09/2026

କେବଳ ପୂଜା ନୁହେଁ, ଶ୍ରୀକୃଷ୍ଣଙ୍କ ଜୀବନରୁ ଏହି ୫ଟି ଶିକ୍ଷଣୀୟ କଥା ପ୍ରତ୍ୟେକ ଛାତ୍ର ଜାଣିବା ଦରକାର! ରାଧେ ରାଧେ
❤️

Address

Sonepur

Website

Alerts

Be the first to know and let us send you an email when The Chandan Tutorial posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category