Panchayat Women's College, S.Rampur

Panchayat Women's College, S.Rampur Update About Panchayat Women's College, Rampur

ଗଙ୍ଗାଧରଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆମ  ଉଚ୍ଚମାଧ୍ୟମିକ  ବିଦ୍ୟାଳୟ ରେ ନିମନ୍ତ୍ରିତ ମୁଖ୍ୟ ଅତିଥି ପ୍ର. ପତିତପାବନ ସାହୁ ଅର୍ଥନୀତ...
21/08/2025

ଗଙ୍ଗାଧରଙ୍କ ୧୬୩ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆମ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ନିମନ୍ତ୍ରିତ ମୁଖ୍ୟ ଅତିଥି ପ୍ର. ପତିତପାବନ ସାହୁ ଅର୍ଥନୀତି ବିଭାଗ ଓ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼ ଅବସର ପ୍ରାପ୍ତ ଅଧ୍ୟକ୍ଷ, ଡ. ଉମେଶ ଚନ୍ଦ୍ର ମହପାତ୍ର ପ୍ରାଧ୍ୟାପକ ଇଂରାଜୀ ଭାଷା ଓ ସାହିତ୍ୟ ବିଭାଗ ପଞ୍ଚାୟତ ମହାବିଦ୍ୟାଳୟ ବରଗଡ଼, ମୁଖ୍ୟବକ୍ତା ରୂପେ ଯୋଗଦେଇ ଗଙ୍ଗାଧର ସାହିତ୍ୟରେ ନାରୀ ସ୍ଥାନ ସମାଜରେ , ତପସ୍ଵିନୀ କାବ୍ୟର ସୀତା ଓ ପ୍ରଣୟ ବଲ୍ଲରୀ ଶକୁନ୍ତଳା ମାଧ୍ୟମରେ ଦର୍ଶାଇଥିଲେ। ଛାତ୍ରୀମାନେ ବିଶ୍ଵଦେଖ ମଧୁମୟ ଓ ମଙ୍ଗଲେ ଅଇଲା ଉଷା ଗାନ କରିଥିଲେ। ସାଂସ୍କୃତିକ ଦାୟିତ୍ୱରେ ଥିବା ସମସ୍ତେ କର୍ମକର୍ତ୍ତା ଓ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ସମସ୍ତ କର୍ମଚାରୀଙ୍କୁ ତାଙ୍କ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନା କରିଥିବାରୁ ତାଙ୍କୁ ଧନ୍ୟବାଦ। ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ତିରୋଧାନରେ ଏକ ଶୋକସଭା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା ।

01/08/2025
୦୧ ଅଗଷ୍ଟ ୨୦୨୫ସମ୍ବଲପୁରୀ ଦିନ କେ ନେଇକରି ରାମପୁର ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ଟୁକେଲକୁ ନେଇ ନାଚଗୀତ ପସରାଥି ଗଜଗଜାଇ ଉଠଲା।
01/08/2025

୦୧ ଅଗଷ୍ଟ ୨୦୨୫ସମ୍ବଲପୁରୀ ଦିନ କେ ନେଇକରି ରାମପୁର ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲର ଟୁକେଲକୁ ନେଇ ନାଚଗୀତ ପସରାଥି ଗଜଗଜାଇ ଉଠଲା।

Welcome ceremony for +2 1st-year students for the 2025-2026 session, embracing new beginnings! 🎉📚🎈
24/07/2025

Welcome ceremony for +2 1st-year students for the 2025-2026 session, embracing new beginnings! 🎉📚🎈

ଅଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ, ସଭ୍ୟ ଓ ସଭ୍ୟା ସମ୍ପର୍କରେ ସୂଚନା,  ଉପକାରିତାକୁ ଏକ ବୈଠକ ଛାତ୍ରୀ ମାନଙ୍କ ସହ dt.21/07/2025 ହୋଇଥିଲା
23/07/2025

ଅଭ୍ୟନ୍ତରୀଣ ଅଭିଯୋଗ କମିଟିର ଗଠନ, ସଭ୍ୟ ଓ ସଭ୍ୟା ସମ୍ପର୍କରେ ସୂଚନା, ଉପକାରିତାକୁ ଏକ ବୈଠକ ଛାତ୍ରୀ ମାନଙ୍କ ସହ dt.21/07/2025 ହୋଇଥିଲା

ଜୁଲାଇ 01/07ଠାରୁ 07/07ଏକ ସପ୍ତାହ ବନହୋତ୍ସବ ପାଳନ କରିବା ଉପଲକ୍ଷେ ସମସ୍ତ ଛାତ୍ରୀ ତଥା ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ କାର୍ଯ୍ୟରତ କର...
07/07/2025

ଜୁଲାଇ 01/07ଠାରୁ 07/07ଏକ ସପ୍ତାହ ବନହୋତ୍ସବ ପାଳନ କରିବା ଉପଲକ୍ଷେ ସମସ୍ତ ଛାତ୍ରୀ ତଥା ଆମ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମସ୍ତ କାର୍ଯ୍ୟରତ କର୍ମଚାରୀଙ୍କଦ୍ଵାରା ଆନୁଷ୍ଠାନିକ ରୂପେ କିଛି ଚାର ରୋପଣ କରାଗଲା, ସୌଦାମିନୀ ମହାପାତ୍ର ମାଡ଼ମଙ୍କ ଦ୍ଵାରା ଏହି କାର୍ଯ୍ୟ ସଫଳ ହୋଇଥିବାରୁ ତାଙ୍କୁ ଧନ୍ୟବାଦ, ଆମ୍ବ, ଗୁଆ ,ପିଜୁଳି,ତେଜପତ୍ର , ଲବଙ୍ଗ ଜାତୀୟ ବୃକ୍ଷ ରୋପଣ କରାଯାଇଛି।

Panchayat women's HS School,Rampur, Subarnapur
22/03/2025

Panchayat women's HS School,Rampur, Subarnapur

21/03/2025

ସଂସ୍କୃତ ଅଧ୍ୟାପକ ରୁପବନ୍ତ ପ୍ରଧାନ ଛାତ୍ରୀମାନଙ୍କୁ କୌଣସି ଅସୁବିଧାର ହେଲେ ଆମେ ସାହାଯ୍ୟ କରିପାରିବ ସଂପର୍କରେ ସୂଚନା ଦେଇଛନ୍ତି

First Aid training programme on dt 20/03/2025
21/03/2025

First Aid training programme on dt 20/03/2025

ରଙ୍ଗବରସେ ରଙ୍ଗର ପର୍ବ ହୋଲି ୧୭/୦୩/୨୦୨୫
17/03/2025

ରଙ୍ଗବରସେ ରଙ୍ଗର ପର୍ବ ହୋଲି ୧୭/୦୩/୨୦୨୫

Happy international women's day 08/03/2025
08/03/2025

Happy international women's day 08/03/2025

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟର ଅର୍ଘ୍ୟ ପ୍ରଦାନ। ଓଡ଼ିଶା ମାଟିର ବିନ୍ଧାଣୀ ଓ ପ୍ରବାଦ ...
05/03/2025

ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଅବସରରେ ଫଟୋ ଚିତ୍ରରେ ପୁଷ୍ପମାଲ୍ୟର ଅର୍ଘ୍ୟ ପ୍ରଦାନ। ଓଡ଼ିଶା ମାଟିର ବିନ୍ଧାଣୀ ଓ ପ୍ରବାଦ ପୁରୁଷ ଆପଣ ଚିର ନମସ୍ୟ।

Address

Sonepur-Rampur
767045

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Telephone

+919438122511

Website

Alerts

Be the first to know and let us send you an email when Panchayat Women's College, S.Rampur posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Panchayat Women's College, S.Rampur:

Shortcuts

Share

Category