ChristoJyoti High School

ChristoJyoti High School Established in the village Madhupur,1984, by missionaries for upliftment of the downtrodden.

ଦିଲ୍ଲୀ ର ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ର ପୂର୍ବତନ ପ୍ରଫେସର ଶ୍ରୀ ଆନନ୍ଦ କୁମାର ଆଜି ବରଗଡ଼ ରୁ ରାୟପୁର ଯିବା ସମୟରେ ଆମ ସ୍କୁଲ ରେ କିଛ...
28/09/2022

ଦିଲ୍ଲୀ ର ଜୱାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ର ପୂର୍ବତନ ପ୍ରଫେସର ଶ୍ରୀ ଆନନ୍ଦ କୁମାର ଆଜି ବରଗଡ଼ ରୁ ରାୟପୁର ଯିବା ସମୟରେ ଆମ ସ୍କୁଲ ରେ କିଛି ସମୟ ବିତାଇ ବୁଲି ଦେଖି ଥିଲେ ।

our result ..
25/06/2021

our result ..

ପ୍ରତ୍ୟୁଷ ଙ୍କୁ ଅଭିନନ୍ଦନ । ଏହା ଛଡ଼ା, ଏ ବର୍ଷ ସବୁ ପିଲାଏ ଶତ ପ୍ରତିଶତ ପାସ କରିଥିବାରୁ, ସବୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ।
25/06/2021

ପ୍ରତ୍ୟୁଷ ଙ୍କୁ ଅଭିନନ୍ଦନ । ଏହା ଛଡ଼ା, ଏ ବର୍ଷ ସବୁ ପିଲାଏ ଶତ ପ୍ରତିଶତ ପାସ କରିଥିବାରୁ, ସବୁ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ।

03/01/2021

NMMS ପରୀକ୍ଷାର୍ଥୀ ମାନଙ୍କୁ ଶୁଭେଚ୍ଛା

01/01/2021

ସମସ୍ତ ଛାତ୍ର ଛାତ୍ରୀ , ଅଭିଭାବକ ଓ ଗୁରୁଜନ ମାନଙ୍କୁ ଖ୍ରୀଶ୍ଟୋଜ୍ୟୋତି ସ୍କୁଲ ତରଫରୁ ନୂଆବର୍ଷ ର ଅଭିନନ୍ଦନ ଓ ଶୁଭେଚ୍ଛା । ପ୍ରଭୂ ଯୀଶୁ ସମସ୍ତଙ୍କର ମଙ୍ଗଳ କରନ୍ତୁ ।

24/08/2020

ଆପଣ ମାନଙ୍କ ସହଯୋଗରେ ଏ ବର୍ଷ ଏକ ଛୋଟିଆ କମ୍ପ୍ୟୁଟର ଲେବ ଆମ ସ୍କୁଲ ରେ ସ୍ଥାପନ କରିବାକୁ ଚାହୁଁଛୁ ।
10 ଟି କମ୍ପ୍ୟୁଟର ଓ ପାୱାର ବ୍ୟାକଅପ ସର୍ବନିମ୍ନ ପ୍ରାୟ 1 ଲକ୍ଷ ଟଙ୍କାର ବଜେଟ ।
ଇଣ୍ଟରନେଟ ଖର୍ଚ୍ଚ ପ୍ରାୟ 500 ଟଙ୍କା ଭାବେ ମାସକୁ। ଏଠାରୁ ପାଠ ପଢ଼ି ଉନ୍ନତି କରିଥିବା ଛାତ୍ର ଛାତ୍ରୀଙ୍କୁ ଏଥିପାଇଁ ଆର୍ଥିକ ସହଯୋଗ କରିବାକୁ ଅନୁରୋଧ ।

    Sister Tete, Mathematics . Madhupur high school.
13/08/2020


Sister Tete, Mathematics . Madhupur high school.

10/08/2020

ମେଟ୍ରିକ ପରୀକ୍ଷାରେ ଏ ବର୍ଷ 83 ପରୀକ୍ଷା ଦେଇଥିବା 82 ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।

ସମସ୍ତଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛୁ ।

10/08/2020

କରୋନା ସମୟରେ ଆମର ପାଠ ପଢ଼ା ମୋବାଇଲ ଓ ଟେଲିଭିଜନ ମାଧ୍ୟମରେ ଚାଲିଛି।

03/08/2020

ଦଶମ ଶ୍ରେଣୀ ବିଜ୍ଞାନ : ରକ୍ତ ଜମାଟ ବାନ୍ଧିବା ପ୍ରକ୍ରିୟା
https://youtu.be/lf541AIXV7U

  MATRIC EXAM RESULT. AYUSH HAS SCORED HIGHEST IN THE SCHOOL, WITH 514 MARKS OUT OF 600 AT 85.67% MARKSCONGRATULATIONS A...
30/07/2020

MATRIC EXAM RESULT. AYUSH HAS SCORED HIGHEST IN THE SCHOOL, WITH 514 MARKS OUT OF 600 AT 85.67% MARKS
CONGRATULATIONS AYUSH, TANAY AND AVINASH FOR ACHIEVING A2 GRADE.
BEST WISHES TO ALL STUDENTS WHO HAVE QUALIFIED THE 2020 BOARD EXAM.

22/07/2020

Student strength at present:
Class 8th: 69, 9th 107, and 10th 83 students as on 22nd July 2020

Address

Birjupali Road, AH46, Sohela LuhuraChati Section
Sohela
768033

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 7am - 1pm

Telephone

+919556897961

Website

Alerts

Be the first to know and let us send you an email when ChristoJyoti High School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ChristoJyoti High School:

Shortcuts

Share

Category