Swami Vivekananda Shikshakendra,Singla,Basta,Balasore

Swami Vivekananda Shikshakendra,Singla,Basta,Balasore ବିଦ୍ୟା ଦଦାତି ବିନୟମ

20/04/2026

ପ୍ରସାଦ ସେବନ

20/04/2026

ବିଦ୍ୟାରମ୍ଭ ଯଜ୍ଞ ପରେ ଆମ୍ଭ ପିଲା ମାନଙ୍କର ପ୍ରସାଦ ସେବନ

20/04/2026

ବିଦ୍ୟାରମ୍ଭ ଯଜ୍ଞ

20/04/2026

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ୍ଭ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ରେ ଅନୁଷ୍ଠିତ ବିଦ୍ୟାରମ୍ଭ ଯଜ୍ଞ ପାଇଁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଶୁଭ କଳସ ଯାତ୍ରା

20/04/2026
20/04/2026

ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆମ୍ଭ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ରେ ଅନୁଷ୍ଠିତ ବିଦ୍ୟାରମ୍ଭ ଯଜ୍ଞ ରେ ମହାପ୍ରଭୁଙ୍କ ନିକଟରେ ଆରତୀ

10/04/2026

10/04/2026

👉୨୦୨୬-୨୭ ଶିକ୍ଷା ବର୍ଷ ରେ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ଆପଣ ମାନଙ୍କୁ ସାରସ୍ୱତ ଶୁଭେଚ୍ଛା ଜଣାଉଛି ।
👉ଆପଣ ମାନଙ୍କ ସନ୍ତାନ - ଆପଣଙ୍କ ସମ୍ବଳ ଓ ଭବିଷ୍ୟତ । ଆପଣଙ୍କ ଦେବ ଦୁର୍ଲ୍ଲଭ ସନ୍ତାନକୁ ନିର୍ମାଣ କରିବାର ଉପଯୁକ୍ତ ବିଦ୍ୟା ମନ୍ଦିର ହେଉଛି - ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ।
👉ବିଦ୍ୟା ଦଦାତି ବିନୟମ୍ ଓ ସା ବିଦ୍ୟା ୟା ବିମୁକ୍ତୟେ ଭଳି ବେଦ ବାକ୍ୟରେ ଅଭିମନ୍ତ୍ରିତ ହୋଇ ଦୀର୍ଘ ୨୩ ବର୍ଷ ଧରି ଆପଣ ମାନଙ୍କର ଆସ୍ଥା ଓ ବିଶ୍ୱାସର ଶିକ୍ଷାକେନ୍ଦ୍ର ହେଉଛି - ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ।
👉ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ହେଉଛି ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡ଼ିଶା ଦ୍ୱାରା ଅନୁବନ୍ଧିତ ଓ ଓଡ଼ିଶା ସରକାରଙ୍କ ସ୍ୱୀକୃତି ପ୍ରାପ୍ତ ବିଦ୍ୟାଳୟ ।
👉ଏଠାରେ ବାଲ୍ ବାଟିକା ଅର୍ଥାତ୍ ୩ ବର୍ଷରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ନାମ ଲେଖା ଚାଲିଛି ।
👉ଅନେକ ଆକର୍ଷଣୀୟ ତଥା ଶୈକ୍ଷିକ ବୈଶିଷ୍ଟ୍ୟ ଆଧାରିତ ବିଦ୍ୟା ମନ୍ଦିର ହେଉଛି - ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା । ଯଥା -
🌹ଉଚ୍ଚ ଯୋଗ୍ୟତା ସଂପନ୍ନ, ତାଲିମ୍ ପ୍ରାପ୍ତ, ଅଭିଜ୍ଞ ଓ ସେବା ବ୍ରତୀ ଗୁରୁଜୀ ଗୁରୁମା' ଙ୍କ ଦ୍ଵାରା ଶିକ୍ଷା ଦାନ
🌹ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, କଳା, ଭାସ୍କର୍ଯ୍ୟ ଆଧାରିତ ସୁ-ଉନ୍ନତ ପାଠ୍ୟ ଖସଡ଼ା
🌹ଶୃଙ୍ଖଳିତ ବିଦ୍ୟାଳୟ ପ୍ରଶାସନ
🌹ପରିବହନ ବ୍ୟବସ୍ଥା
🌹ଆଧ୍ୟାତ୍ମିକ ଓ ଶୈକ୍ଷିକ ପରିବେଶ
🌹ବିଭିନ୍ନ ସରକାରୀ ଓ ସଂସ୍ଥାନ ନିର୍ଦ୍ଦେଶିତ ମେଧା ପରୀକ୍ଷା
🌹ମାସିକ ଓ ପିରିଓଡିକାଲ ପରୀକ୍ଷା
🌹 ତାଲିମ୍ ପ୍ରାପ୍ତ ଓ ଅଭିଜ୍ଞ ଗୁରୁଜୀ ଗୁରୁମା' ଙ୍କ ଦ୍ଵାରା ଯୋଗ ଓ ନୃତ୍ୟ ଶିକ୍ଷା
🌹ବିଦ୍ୱାନ ବେଦଜ୍ଞ ଓ ବିଶିଷ୍ଟ ପ୍ରବକ୍ତା ଙ୍କ ଦ୍ଵାରା ସତ୍ସଙ୍ଗ ର ଆୟୋଜନ
🌹ବିଜ୍ଞାନ ଓ ବିଭିନ୍ନ ପ୍ରସଙ୍ଗ ଭିତ୍ତିକ ଆଲୋଚନା ଚକ୍ର
🌹ବିଭିନ୍ନ ସହ ପାଠ୍ୟକ୍ରମ କାର୍ଯକ୍ରମର ଆୟୋଜନ
🌹ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱ ବିକାଶ ପାଇଁ ଶିକ୍ଷା
🌹ବିବିଧ ପ୍ରତିଯୋଗିତା
🌹ନିଜସ୍ୱ ଭିତ୍ତିଭୂମି
🌹ଭାଗବତ ପାରାୟଣ, ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଭଳି ଆଧ୍ୟାତ୍ମିକ ପ୍ରତିଯୋଗିତା ର ଆୟୋଜନ
🌹ବିଦ୍ୟାରମ୍ଭ ଯଜ୍ଞ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ
🌹ବିବିଧ ଖେଳକୁଦ ର ବ୍ୟବସ୍ଥା
🌹ରାଜ୍ୟ ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମରେ ସଫଳତା ସହିତ ବିଭିନ୍ନ ମେଧା ବୃତ୍ତି ପରୀକ୍ଷାରେ ସର୍ବୋଚ୍ଚ ସଫଳତା ଇତ୍ୟାଦି

👉ତେବେ, ବିଳମ୍ବ ନକରି ଆଜି ହିଁ ନିଷ୍ପତ୍ତି ନିଅନ୍ତୁ । ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲା ରେ ନିଜ ପିଲାଙ୍କ ନାମ ଲେଖି ଏକ ଆଦର୍ଶ ସନ୍ତାନ ଟିଏ ନିର୍ମାଣ କରିବା ସହିତ ସୁସ୍ଥ ସମାଜ ଗଠନରେ ସହାୟକ ହୁଅନ୍ତୁ ।
👉ଆମ୍ଭ ସହିତ ଯୋଗାଯୋଗ ପାଇଁ - 7008474639 କୁ କଲ୍ କରନ୍ତୁ ।

05/04/2026

Address

Singla
756023

Opening Hours

Monday 7:30am - 12:05pm
Tuesday 7:30am - 12:05pm
Wednesday 7:30am - 12:05pm
Thursday 7:30am - 12:05pm
Friday 7:30am - 12:05pm
Saturday 7:30am - 12:05pm

Telephone

+916781223291

Alerts

Be the first to know and let us send you an email when Swami Vivekananda Shikshakendra,Singla,Basta,Balasore posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Swami Vivekananda Shikshakendra,Singla,Basta,Balasore:

Shortcuts

Share

Category