14/03/2026
The Class IX Vocational Education Practical & Viva Test (IT) was successfully organized at (Govt Ssd Girls High School, Garposh), (Sambalpur). Students confidently performed practical tasks and demonstrated their technical skills.
26/01/2026
ଆଜି ଆମ ସ୍କୁଲ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଗରିମାମୟ ଭାବରେ ପାଳନ କରାଯାଇଛି। ପତାକା ଉତ୍ତୋଳନ ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଓ ଜାତୀୟ ଉତ୍ସାହ ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା। ଏହି ପବିତ୍ର ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ–ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଜୟ ହିନ୍ଦ୍! 🇮🇳
15/01/2026
Last month, a student counselling and enrollment session was conducted at our school to promote Vocational Education as a third language. Students actively participated and showed strong interest in skill-based learning.
Thanks to OSEPA and Ascensive Educare Limited.