Vocational trainer EH Gokulananda nodal highschool Batemura

Vocational trainer EH Gokulananda nodal highschool Batemura Contact information, map and directions, contact form, opening hours, services, ratings, photos, videos and announcements from Vocational trainer EH Gokulananda nodal highschool Batemura, School, Batemura, Sambalpur.

“Vocational Trainer – Ascensive Educare Limited”
Established in 1965, Gokulananda Nodal High School recently celebrated its 60th Foundation Day and is proudly managed by the Department of Education.

ଆଜି ଆମ Gokulananda Nodal High School ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଗରିମାମୟ ଭାବରେ ପାଳନ କରାଯାଇଛି। ପତାକା ଉତ୍ତୋଳନ ସହ ଛାତ୍ରଛ...
26/01/2026

ଆଜି ଆମ Gokulananda Nodal High School ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ଗରିମାମୟ ଭାବରେ ପାଳନ କରାଯାଇଛି। ପତାକା ଉତ୍ତୋଳନ ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶପ୍ରେମର ଭାବନା ଓ ଜାତୀୟ ଉତ୍ସାହ ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା।
ଜୟ ହିନ୍ଦ୍! 🇮🇳

ଆଜି (ଗୋକୁଳାନନ୍ଦ ନୋଡାଲ ହାଇସ୍କୁଲ) ପରିସରରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋ...
23/01/2026

ଆଜି (ଗୋକୁଳାନନ୍ଦ ନୋଡାଲ ହାଇସ୍କୁଲ) ପରିସରରେ ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ପୂଜା ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଏହି ବର୍ଣ୍ଣାଢ୍ୟ ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ (ଗୋକୁଳାନନ୍ଦ ନୋଡାଲ ହାଇସ୍କୁଲ,ବତେମୁରା) ରେ ସାମୂହିକ 'ବନ୍ଦେ ମାତରମ୍‌' ଗାନ କରାଯାଇଛି। ଏହି ଅବସରରେ ସ୍କୁଲର...
12/01/2026

ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ (ଗୋକୁଳାନନ୍ଦ ନୋଡାଲ ହାଇସ୍କୁଲ,ବତେମୁରା) ରେ ସାମୂହିକ 'ବନ୍ଦେ ମାତରମ୍‌' ଗାନ କରାଯାଇଛି। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ସାମୂହିକ ବନ୍ଦେ ମାତରମ୍‌ ଗାନ କରିଥିଲେ ।

Address

Batemura
Sambalpur
768005

Website

Alerts

Be the first to know and let us send you an email when Vocational trainer EH Gokulananda nodal highschool Batemura posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category