07/03/2024
Sri Maa institute of Integral and Computer Education
Official page of Sri Maa Integral Education Centre and Sri Maa Institute of Computer Education
07/03/2024
Chandrayan..... Clip designed by one of our student..... SMICE Computer centre.. Sersuantal
🙏🌻ଶ୍ରୀ ମାଆ ଶ୍ରୀ ଅରବିନ୍ଦଙ୍କ ଦିବ୍ୟବାଣୀ🌻🙏
🌻ଯିଏ ପୁର୍ଣ୍ଣତାର ପଥରେ ଅଗ୍ରସର ହେବାକୁ ଚାହେଁ,ସେ ବାଧା,ଅସୁବିଧା ବିଷୟରେ ଆଦୌ ଅଭିଯୋଗ କରିବ ନାହିଁ।କାରଣ ନୂତନ ଅଗ୍ରଗତି ନିମନ୍ତେ ପ୍ରତ୍ୟେକ ଅସୁବିଧା ଏକ ସୁଯୋଗ ରୂପେ ରହିଥାଏ ।ଅଭିଯୋଗ କରିବା ହେଉଛି ଦୁର୍ବଳତା ଓ ନିଷୃହିନତାର ଲକ୍ଷଣ।🌻
🙏🌻ବନ୍ଦେ ମାତରଂ 🌻🙏
♦️🏵️🌻🙏♦️🏵️🌻🙏♦️🏵️🌻🙏♦️🏵️🌻🙏
26/12/2022
Picnic Day 2022!!!
https://youtube.com/watch?v=_Iwx-AHKuPA&feature=share
26/12/2022
Remembering on his Birth Anniversary
08/12/2022
Annual Sports 2022..Day-1
Join us today!
🌺🙏ଶ୍ରୀ ମାଆ ଶ୍ରୀ ଅରବିନ୍ଦଙ୍କ ଦିବ୍ୟବାଣୀ🙏🌺
ଗୀତା ଦିବ୍ୟଜନନୀଙ୍କ ବିଷୟରେ ସ୍ପଷ୍ଟ ଭାବରେ କିଛି କହି ନାହିଁ,ଏହା ସର୍ବଦା ପୁରୁଷୋତ୍ତମଙ୍କ ନିକଟରେ ସମର୍ପଣ କରିବାକୁ କହିଛି,ଦିବ୍ୟଜନନୀ ଙ୍କୁ କେବଳ ପରାପ୍ରକୃତ ଭାବରେ ଉଲ୍ଲେଖ କରିଛି ଯିଏ କି ଜୀବାତ୍ମା ହୋଇ ଆସନ୍ତି,ସେହି ଯିଏ କି ବିଭିନ୍ନ ଜୀବଙ୍କ ମଧ୍ୟରେ ଭଗବାନଙ୍କୁ ଅଭିବ୍ୟକ୍ତ କରିଥାଆନ୍ତି ଏବଂ ଯାହାଙ୍କ ମାଧ୍ୟମରେ ପରମପ୍ରଭୁଙ୍କ ଦ୍ଵାରା ଏହି ସମଗ୍ର ବିଶ୍ଵ ବ୍ରହ୍ମାଣ୍ଡ ସୃଷ୍ଟି ହୋଇଛି ଓ ନିଜେ ପୁରୁଷୋତ୍ତମ ଅବତାର ଭାବେ ଅବତରଣ କରିଥାନ୍ତି ।
🙏🌺ବନ୍ଦେ ମାତରଂ 🌺🙏
Click here to claim your Sponsored Listing.
Location
Category
Contact the school
Website
Address
Sersuantal, Kukudapali, Sason
Sambalpur
768200