M. S. P, Kendrapara

M. S. P, Kendrapara Contact information, map and directions, contact form, opening hours, services, ratings, photos, videos and announcements from M. S. P, Kendrapara, Education, Sambalpur, Sambalpur.

31/12/2025
20/12/2025
M.S.P, Kendrapara ରେ  ଶିଶୁ ଦିବସ ଅବସରରେ"ଶିଶୁ ମହୋତ୍ସବ ୨୦୨୫" ମହାସମାରୋହ  ରେ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ...
19/11/2025

M.S.P, Kendrapara ରେ ଶିଶୁ ଦିବସ ଅବସରରେ"ଶିଶୁ ମହୋତ୍ସବ ୨୦୨୫" ମହାସମାରୋହ ରେ ପାଳିତ ହୋଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ର ପ୍ରାକ୍ତନ ପ୍ରଫେସର ଶ୍ରୀରାମ ପରିଡା, ମୁଖ୍ୟ ବକ୍ତା ଭାବେ ଶିକ୍ଷାନୁଷ୍ଠାନ ର ନିର୍ଦ୍ଧେଶକ ଅବସର ପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ପତି,ସମ୍ମାନିତ ଅତିଥି ଭାବେ ଶିକ୍ଷାନୁଷ୍ଠାନର ପ୍ରମୁଖ ଉପଦେଷ୍ଟା ଗଜେନ୍ଦ୍ର କୁମାର ମହାନ୍ତି, ଶିକ୍ଷୟତ୍ରୀ ପ୍ରତିମା ବିଶ୍ୱାଳ, ଶିକ୍ଷୟତ୍ରୀ ଦୀପ୍ତିବାଳା ମହାନ୍ତି, ନୃତ୍ୟଗୁରୁ ଗୋଲକ ଦାସ,ଗୋରକ୍ଷା ପ୍ରମୁଖ ସୁକାନ୍ତ କୁମାର ସ୍ୱାଇଁ ପ୍ରମୁଖ ବିଶିଷ୍ଟ ଅତିଥି ଓ ବିଚାରକ ଯୋଗଦେଇଥିଲେ। ଶିକ୍ଷାନୁଷ୍ଠାନ ପ୍ରମୁଖ ପର୍ଶୁରାମ ମହାନ୍ତି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅତିଥି ମାନେ ପଣ୍ଡିତ ଜବାହରଲାଲ ନେହେରୁ ଓ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ଫଟୋ ନିକଟ ରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା,ପ୍ରବନ୍ଧ,ଚିତ୍ରାଙ୍କନ, ମୁରୁଜ,ହସ୍ତକଳା, ନୃତ୍ୟ, ଗୀତ, ଶ୍ଳୋକ ଆବୃତ୍ତି ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ କାର୍ଯ୍ୟକ୍ରମ ଶେଷ ରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମ ରେ ଅତିଥିମାନଙ୍କ ହୃଦୟସ୍ପର୍ଶୀ ବକ୍ତବ୍ୟ ଓ ନୃତ୍ୟ ଗୁରୁ ଗୋଲକ ସାର ଙ୍କ ଦ୍ୱାରା ପରିବେଶିତ ନୃତ୍ୟ ଛାତ୍ରଛାତ୍ରୀ ଓ ଦର୍ଶନ ମାନଙ୍କୁ ଆକୃଷ୍ଟ କରିଥିଲା।

Address

Sambalpur
Sambalpur
768001

Website

Alerts

Be the first to know and let us send you an email when M. S. P, Kendrapara posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category