11/07/2026
ମାଗଣା ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ସମ୍ବଲପୁର (ଓଡ଼ିଶା)
ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଯୋଜନା ଅନ୍ତର୍ଗତ VFS Global Academy ପକ୍ଷରୁ:
✅ ମାଗଣା ୨ ମାସର Warehouse Executive ପ୍ରଶିକ୍ଷଣ
✅ ପ୍ରଶିକ୍ଷଣ ଶେଷରେ ଚାକିରି ସୁଯୋଗ
✅ ମାଗଣା ରହିବା ଓ ଖାଇବା ବ୍ୟବସ୍ଥା
@✅ ସମ୍ପୂର୍ଣ୍ଣ ଏୟାର କଣ୍ଡିସନ୍ଡ (AC) ଶ୍ରେଣୀକକ୍ଷ
✅ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ ମାଗଣା
ଯୋଗ୍ୟତା:
• ବୟସ: ୧୮ ରୁ ୨୮ ବର୍ଷ
• ପୁରୁଷ ଓ ମହିଳା ଉଭୟ ଆବେଦନ କରିପାରିବେ
ପ୍ରଶିକ୍ଷଣ ସ୍ଥାନ:
VFS Global Academy
ମାଝିପାଲି, NSDC Skill Center
ସମ୍ବଲପୁର, ଓଡ଼ିଶା
ଭର୍ତ୍ତି ପାଇଁ ଯୋଗାଯୋଗ କରନ୍ତୁ:
📞 +91 96920 25990
VFS Global Academy Sambalpur