Balakrushna Government High School, Jignipur

Balakrushna Government High School, Jignipur Contact information, map and directions, contact form, opening hours, services, ratings, photos, videos and announcements from Balakrushna Government High School, Jignipur, School, Salipur.

ସୁବର୍ଣ୍ଣ ଜୟନ୍ତୀ ପାଇଁ ୨ୟ ପ୍ରସ୍ତୁତି ବୈଠକ।
14/09/2024

ସୁବର୍ଣ୍ଣ ଜୟନ୍ତୀ ପାଇଁ ୨ୟ ପ୍ରସ୍ତୁତି ବୈଠକ।

ବୈଠକ ତା - ୦୮/୦୯/୨୦୨୪
09/09/2024

ବୈଠକ ତା - ୦୮/୦୯/୨୦୨୪

ବିଭିନ୍ନ ଗଣମାଧ୍ୟମ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରକାଶିତ।
09/09/2024

ବିଭିନ୍ନ ଗଣମାଧ୍ୟମ ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ପ୍ରକାଶିତ।

ପୂରାତନ ବିଦ୍ୟାର୍ଥୀ ପରିଷଦ ତରଫ ରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
09/09/2024

ପୂରାତନ ବିଦ୍ୟାର୍ଥୀ ପରିଷଦ ତରଫ ରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବାଳକୃଷ୍ଣ ବିଦ୍ୟାର୍ଥୀ ପରିଷଦ ତରଫ ରୁ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୂର୍ବସୂଚୀ ଆଧାର ରେ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ଆମ ରେ ଅନୁଷ...
09/09/2024

ବାଳକୃଷ୍ଣ ବିଦ୍ୟାର୍ଥୀ ପରିଷଦ ତରଫ ରୁ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୂର୍ବସୂଚୀ ଆଧାର ରେ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ଆମ ରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକ ରେ ଆମ ବିଦ୍ୟାଳୟ ର ବହୁ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ହୋଇଥିଲେ।
ଏହି ବୈଠକ ରେ କିପରି ଭାବରେ ଆମେ ଏ ମହାନ ଉତ୍ସବ କୁ ପାଳନ କରିବା ସେଥି ପ୍ରତି ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ମାନେ ନିଜ ନିଜ ର ମତାମତ ଦେଇଥିଲେ ଏଥି ସହ ବହୁତ୍ ଦିଗ ବିଷୟରେ ଆଲୋଚନା କରା ଯାଇଥିଲା। କିପରି ଭାବେ ଆମେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଙ୍କ ନିକଟ ରେ ପହଞ୍ଚି ପାରିବା ସେଥି ପାଇଁ ମଧ୍ୟ ଆଲୋଚନା କରିବା ସହ ପ୍ରତ୍ୟେକ ବ୍ୟାଚ୍ ର କିଛି ଛାତ୍ର ମାନଙ୍କୁ ମଧ୍ୟ ଫୋନ ଯୋଗେ ଯୋଗାଯୋଗ କରି ମତାମତ ଗ୍ରହଣ କରା ଯାଇଥିଲା। ଆଗକୁ କିପରି ଏହି ପ୍ରୟାସ କୁ ବ୍ୟାପକ କରାଯିବ ଆଲୋଚନା ମଧ୍ୟ ହୋଇଥିଲା।
ଏହି ବୈଠକ ରେ ଏହି ବର୍ଷ ଡିସେମ୍ବର ମାସ ରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ର ଉଦଯାପନ ପାଳନ କରିବାକୁ ପ୍ରସ୍ତାବିତ ହୋଇଥିଲା।
ଶେଷ ରେ ସମସ୍ତ ଙ୍କ ମତାମତ କ୍ରମେ ଆଗାମୀ ୨୫ ଅଗଷ୍ଟ ( ରବିବାର ) ଦିନ ଦିବା ୧୧ ଘଟିକା ସମୟ ରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯିବାକୁ କମିଟି ଦ୍ବାରା ସ୍ଥିର କରାଯାଇଥିଲା।
ଏବଂ ବୃ୍ଷରୋପଣ କାର୍ଯ୍ୟକ୍ରମ ସହ ଦ୍ୱିତୀୟ ବୈଠକ ହେବା ସହ ଆଗାମୀ କାର୍ଯ୍ୟ ପାଇଁ ମଧ୍ୟ ଆଲୋଚନା କରାଯିବ।
ବୃ୍ଷରୋପଣ କାର୍ଯ୍ୟକ୍ରମ ପରେ ବଳଦେଜୀଉଙ୍କ ଙ୍କ ମନ୍ଦିର ରେ ଏକ ପ୍ରସାଦ ସେବନ ର କାର୍ଯ୍ୟକ୍ରମ ହେବା ପାଇଁ ମଧ୍ୟ କମିଟି ଦ୍ଵାରା ସ୍ତିର କରାଯାଇଛି।

09/09/2024

Address

Salipur

Website

Alerts

Be the first to know and let us send you an email when Balakrushna Government High School, Jignipur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category