Reba High School, GoldenJubilee

Reba High School, GoldenJubilee Reba High School GOLDEN JUBULEE

30/03/2026

ଆମ ବିଦ୍ୟାଳୟ ର ପ୍ରଥମ ବ୍ୟାଚ ଛାତ୍ର ଙ୍କ ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ବାର୍ତା

ଏକ ବିଶେଷ ଅନୁରୋଧ
18/03/2026

ଏକ ବିଶେଷ ଅନୁରୋଧ

11/03/2026

ଆପଣମାନଙ୍କ ଆଗମନ ଆମକୁ ଉତ୍ସହିତ କରିବ

ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କୁ ଯୋଗ ଦେବାପାଇଁ ନିବେଦନ କରୁଅଛୁ।
06/03/2026

ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କୁ ଯୋଗ ଦେବାପାଇଁ ନିବେଦନ କରୁଅଛୁ।

01/03/2026

ଏକ ନିବେଦନ ପୁରାତନ ଛାତ୍ର ଙ୍କୁ

28/02/2026

ଅମସ୍ତ ଛାତ୍ରଛାତ୍ରୀ ଙ୍କୁ ପୁରାତନ ଶିକ୍ଷକ ଶ୍ରୀଯୁକ୍ତ କ୍ଷୀରୋଦ ଚନ୍ଦ୍ର ଶତପଥି (କ୍ଷୀରୋଦ ସାର ) ଙ୍କ ନିବେଦନ

ଗତ ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ.ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କୁ ନିବେଦନ ଆଗାମୀ 8/3/26 ରେ...
26/02/2026

ଗତ ରବିବାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ପାଇଁ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକ.
ସମସ୍ତ ପୁରାତନ ଛାତ୍ରଛାତ୍ରୀ ଙ୍କୁ ନିବେଦନ ଆଗାମୀ 8/3/26 ରେ ଅନୁଷ୍ଠିତ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବୈଠକ ରେ ଯୋଗଦାନ କରି ନିଜ ର ମୂଲ୍ୟବାନ ମତାମତ ଦିଅନ୍ତୁ

25/02/2026

ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ପୁରାତନ ଛାତ୍ର ସଂସଦ ସାଧାରଣ ସମ୍ପାଦକ ଙ୍କ ନିବେଦନ

24/02/2026

ପୁରାତନ ଛାତ୍ର ସଂସଦ ସଭାପତି ଙ୍କ ନିବେଦନ 👇

23/02/2026

ଆସନ୍ତୁ...... ସମସ୍ତେ ମିଶି ଆମ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ମନୋରମ କରିବା

22/02/2026

ମୋ ବିଦ୍ୟାଳୟ, ମୋ ଗର୍ବ
ଆସନ୍ତୁ ସମସ୍ତେ ମିଶି ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ସମାରୋହ କୁ ସଫଳ କରିବା

ସମସ୍ତଙ୍କ ଉପସ୍ଥିତି କାମନା କରୁଛୁ
21/02/2026

ସମସ୍ତଙ୍କ ଉପସ୍ଥିତି କାମନା କରୁଛୁ

Address

Reba, Salipur, Cuttack, Odisha
Salipur
754201

Website

Alerts

Be the first to know and let us send you an email when Reba High School, GoldenJubilee posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category