Sonaparbat Nodal High School

Sonaparbat Nodal High School Sonaparbat Government High School-
The best school is located in Nabakrushna Nagar, Rourkela

HAPPY INDEPENDENCE DAY Odisha Rourkela - Smart City Independence Day
21/08/2024

HAPPY INDEPENDENCE DAY Odisha
Rourkela - Smart City Independence Day

TLM day— ସୋନାପର୍ବତ ସରକାରୀ ଉଚ୍ଚବିଦ୍ୟାଳୟ
22/07/2024

TLM day— ସୋନାପର୍ବତ ସରକାରୀ ଉଚ୍ଚବିଦ୍ୟାଳୟ

ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ଦ୍ଵାରା..... Explore visit to burla
30/06/2024

ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ଦ୍ଵାରା..... Explore visit to burla

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଯୋଗ ଅଭ୍ୟାସ ର ଦ୍ରୁଶ୍ୟ l  ...
21/06/2024

ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଆୟୋଜିତ ଯୋଗ ଅଭ୍ୟାସ ର ଦ୍ରୁଶ୍ୟ l

ଶିକ୍ଷାବର୍ଷ(2024-25) ପାଇଁ ନବ ପ୍ରତିଭା ମାନଙ୍କୁ ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାଗତ ସମ୍ବର୍ଦ୍ଧନା ଦ୍ଵାରା ବିଦ୍ୟାଳୟ କୁ...
21/06/2024

ଶିକ୍ଷାବର୍ଷ(2024-25) ପାଇଁ ନବ ପ୍ରତିଭା ମାନଙ୍କୁ ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ଵାଗତ ସମ୍ବର୍ଦ୍ଧନା ଦ୍ଵାରା ବିଦ୍ୟାଳୟ କୁ ପ୍ରବେଶ l

ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭୀ" ର ଦୃଶ୍ୟ l
07/05/2024

ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭୀ" ର ଦୃଶ୍ୟ l

ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କ୍ରୀଡା ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ କ୍ରୀଡା ପ୍ରଦର୍ଶନ l         ...
03/05/2024

ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କ୍ରୀଡା ଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଆକର୍ଷଣୀୟ କ୍ରୀଡା ପ୍ରଦର୍ଶନ l

ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ପବିତ୍ର ଗୁରୁ ଦିବସ ଅବସରରେ ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ପରିସରର...
03/05/2024

ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସମ୍ମାନରେ ପବିତ୍ର ଗୁରୁ ଦିବସ ଅବସରରେ ସୋନାପର୍ବତ ଉଚ୍ଚ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ଦ୍ଵାରା ଅନୁଷ୍ଠିତ କାର୍ଯ୍ୟକ୍ରମର ଦୃଶ୍ୟ l

ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ର ମନୋରମ ଦୃଶ୍ୟ l
29/04/2024

ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ର ମନୋରମ ଦୃଶ୍ୟ l

ନବ ନିଯୁକ୍ତ ଶ୍ରୀ ସୁପ୍ରଭାତ କୁମାର ବେହେରା ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଅବସରରେ ରେ ଉପସ୍ଥିତ ଥିବା ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ...
29/04/2024

ନବ ନିଯୁକ୍ତ ଶ୍ରୀ ସୁପ୍ରଭାତ କୁମାର ବେହେରା ଙ୍କ ସ୍ଵାଗତ ସମ୍ବର୍ଦ୍ଧନା ଅବସରରେ ରେ ଉପସ୍ଥିତ ଥିବା ସୋନାପର୍ବତ ସରକାରୀ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷିକା ମହୋଦୟ l

ସୋନାପର୍ବତ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 2024-25 ଶିକ୍ଷାବର୍ଷ ପାଇଁ ନାମ ଲେଖା ଚାଲୁଅଛି I
28/04/2024

ସୋନାପର୍ବତ ନୋଡାଲ ଉଚ୍ଚ ବିଦ୍ୟାଳୟ ରେ 2024-25 ଶିକ୍ଷାବର୍ଷ ପାଇଁ ନାମ ଲେଖା ଚାଲୁଅଛି I

Address

Nabakrushna Nagar
Rourkela

Website

Alerts

Be the first to know and let us send you an email when Sonaparbat Nodal High School posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Sonaparbat Nodal High School:

Shortcuts

Share