Jaugada High School, Pandia - Alumni

Jaugada High School, Pandia - Alumni To reunite old students of this school.

19/09/2023
Observation of International Yoga Day at JNHS, Pandia.
21/06/2023

Observation of International Yoga Day at JNHS, Pandia.

କରୋନାର ତୃତୀୟ ଲହର ଆଗମନକୁ ନଜରରେ ରଖି Youth For Seva Odisha ତରଫରୁ ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆ ସମାଜସେବୀ ସୁରଜ କୁମାର ପୋଲା...
31/08/2021

କରୋନାର ତୃତୀୟ ଲହର ଆଗମନକୁ ନଜରରେ ରଖି Youth For Seva Odisha ତରଫରୁ ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ସୁଆଁସିଆ ସମାଜସେବୀ ସୁରଜ କୁମାର ପୋଲାଇଙ୍କ ନେତୃତ୍ୱରେ ଆଜି ଅର୍ଥାତ୍ ତା 31-08-2021 ରିଖ, ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୁରୁଷୋତ୍ତମପୁର ପାଣ୍ଡିଆ ଜଉଗଡ ଉଚ୍ଚ ବିଦ୍ଯାଳୟରେ ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ବିଦ୍ଯାର୍ଥୀଙ୍କ ସୁରକ୍ଷା ଦୃଷ୍ଟିରୁ N-95 ମାସ୍କ ବଣ୍ଟନ ସହ ସଚେତନତା କରାଯାଇଥିଲା। ଏଥିରେ ସୁନିଲ୍ ପୋଲେଇ, ଦୀପକ ପରିଡ଼ା, ପ୍ରେମାନନ୍ଦ ପୋଲଇ ଆଦି ସ୍ବେଛାସେବୀ ସହ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

https://youtu.be/-pfPqQlscmMଆମ ବିଦ୍ୟାଳୟ ରେ ମଧ୍ୟ ଏହିପରି ଗୋଟିଏ e-ଲାଇବ୍ରେରୀ କରିବା ପାଇଁ ଚେଷ୍ଟା କରିବା। ଏଥି ପାଇଁ ସଭିଙ୍କ ସହଯୋଗ ...
10/06/2021

https://youtu.be/-pfPqQlscmM

ଆମ ବିଦ୍ୟାଳୟ ରେ ମଧ୍ୟ ଏହିପରି ଗୋଟିଏ e-ଲାଇବ୍ରେରୀ କରିବା ପାଇଁ ଚେଷ୍ଟା କରିବା। ଏଥି ପାଇଁ ସଭିଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ।

https://newsroomodisha.com/20833/
07/06/2021

https://newsroomodisha.com/20833/

ପୁରୁଣା କାଳିଆ କୋଠା ନଥିବ କି ନଥିବ କାନ୍ଥରେ କଳା ରଙ୍ଗ ଲିପା ବ୍ଲାକ୍ ବୋର୍ଡ। ଚିରା ମଲାଟ ଲାଗିଥିବା ବହି ଥାକ ଥାକରୁ ଖୋଜି ଧାଡ଼ିରେ ....

27/02/2021
ତା-୧୩.୦୨.୨୦୨୧ ରିଖ, ଶନିବାର।ଆଗାମୀ ବୋର୍ଡ ପରୀକ୍ଷା (2020-21) ଦଶମ ଶ୍ରେଣୀରେ ଅଧ୍ୟୟନ ଛାତ୍ର-ଛାତ୍ରୀ କିପରି ପରୀକ୍ଷାରେ ଭଲ କରିବେ , ସେଥି...
15/02/2021

ତା-୧୩.୦୨.୨୦୨୧ ରିଖ, ଶନିବାର।

ଆଗାମୀ ବୋର୍ଡ ପରୀକ୍ଷା (2020-21) ଦଶମ ଶ୍ରେଣୀରେ ଅଧ୍ୟୟନ ଛାତ୍ର-ଛାତ୍ରୀ କିପରି ପରୀକ୍ଷାରେ ଭଲ କରିବେ , ସେଥି ପାଇଁ ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀ ବୈଠକ ଜଉଗଡ଼ ନୋଡାଲ ଉଚ୍ଚ ବିଦ୍ୟାଳୟ , ପଣ୍ଡିଆରେ ଅନୁଷ୍ଠିତ ହୋଇଥିଲା।

 (ଆସ ମୋ ସ୍କୁଲ ଅଭିଯାନରେ  ସାମିଲ ହେବା ନିଜ ପ୍ରିୟ ସ୍କୁଲ ପାଇଁ କିଛି କରିବା।)
30/01/2021


(ଆସ ମୋ ସ୍କୁଲ ଅଭିଯାନରେ ସାମିଲ ହେବା ନିଜ ପ୍ରିୟ ସ୍କୁଲ ପାଇଁ କିଛି କରିବା।)

Jaugada
21/01/2021

Jaugada

 .
14/01/2021

.

HAPPY NEW YEAR 2021
01/01/2021

HAPPY NEW YEAR 2021

Address

PANDIA
Purushottampur
761043

Telephone

+919439237133

Website

Alerts

Be the first to know and let us send you an email when Jaugada High School, Pandia - Alumni posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Jaugada High School, Pandia - Alumni:

Shortcuts

Share

Category