Bipra Sir - Manavik

Call Directions Contact the school

Bipra Sir - Manavik Manavik is a centre for research and innovations in education, science and peace ... conceptualised by pedagogue Bipra Charan Pattanayak

Manavik is conceptualised by a popular and dedicated teacher named Bipra Charan Pattanayak who works with children, their families and their society as a close friend and counsellor. Manavik works as a forum of progressive thinkers and doers, who someway or other are associated with this teacher and his colleagues.

Golden moments of life with Shri Bipra Sir!
09/08/2024

Golden moments of life with Shri Bipra Sir!

Request all our well-wishers to remember dear 'Bipra Sir' in own prayer! 🙂🙏
05/01/2023

Request all our well-wishers to remember dear 'Bipra Sir' in own prayer! 🙂🙏

Bipra Sir ... ...Big thanks to Shri Rabindranath Pattanayak for this nice reflection!
01/01/2023

Bipra Sir ... ...
Big thanks to Shri Rabindranath Pattanayak for this nice reflection!

Golden moments of life with Bipra Sir!
24/12/2022

Golden moments of life with Bipra Sir!

Bipra Sir silently familiarized each person he came across with who s/he is!
19/06/2022

Bipra Sir silently familiarized each person he came across with who s/he is!

Bipra Sir and the art of celebration in life!
22/03/2022

Bipra Sir and the art of celebration in life!

Bipra Sir ... in the lap of nature, which he loved the most!
17/03/2022

Bipra Sir ... in the lap of nature, which he loved the most!

Bipra Sir ... walked the peace path whole life!
01/02/2022

Bipra Sir ... walked the peace path whole life!

Bipra Sir ...His friends, students and colleagues paid their heartfelt homage to their best friend on the 12th day of hi...
31/01/2022

Bipra Sir ...

His friends, students and colleagues paid their heartfelt homage to their best friend on the 12th day of his physical departure!

ଅତି ଆଦରର, ପରିବାରର ଅନ୍ତରଙ୍ଗ  ସାହିତ୍ୟପ୍ରେମୀ ବନ୍ଧୁ ଅଧ୍ୟାପକ ରାଧାମୋହନ ମିଶ୍ର ଓ ତାଙ୍କ ସ୍ନେହୀ ପରିବାରଟି ସହ ଆମର ସମ୍ପର୍କ ଅତି ନିବିଡ଼ ...
12/10/2021

ଅତି ଆଦରର, ପରିବାରର ଅନ୍ତରଙ୍ଗ ସାହିତ୍ୟପ୍ରେମୀ ବନ୍ଧୁ ଅଧ୍ୟାପକ ରାଧାମୋହନ ମିଶ୍ର ଓ ତାଙ୍କ ସ୍ନେହୀ ପରିବାରଟି ସହ ଆମର ସମ୍ପର୍କ ଅତି ନିବିଡ଼ । ଫୁଲବାଣୀର ପ୍ରତିଟି ସାହିତ୍ୟ, ସଂସ୍କୃତି, ଆଧ୍ୟାତ୍ମିକ ଓ ବିକାଶ ମଞ୍ଚରେ ଆମେ ଅନେକ ଦଶକ ଧରି ସବୁବେଳେ ଏକାଠି ହୋଇଛୁ ଏବଂ ଆମ ବୁଝାମଣା, ବିଚାର, ଚିନ୍ତା ଓ ପ୍ରସ୍ତାବ ଶ୍ରଦ୍ଧା ଓ ସ୍ପଷ୍ଟତାର ସହ ବାଢିଛୁ।

ପ୍ରିୟ ରାଧାମୋହନ ବାବୁଙ୍କ ଆଗ୍ରହ, ବହୁମୁଖୀ ରୁଚି, ସ୍ବପ୍ନ ଓ ସ୍ବଚ୍ଛ ବିଚାରଧାରା ଆମକୁ ସବୁବେଳେ ଆନନ୍ଦ ଦେଇଛି, ଆଶା ଜଗାଇଛି ଓ ପାଖେଇ ଆଣିଛି। ସେ ଜଣେ ବହୁମୁଖୀ ପ୍ରତିଭା - ଶିକ୍ଷାବିତ୍, ଲେଖକ, ବକ୍ତା, ସାହିତ୍ୟିକ, ସ୍ପଷ୍ଟବାଦୀ, ଖେଳାଳୀ। ଜଣେ ସ୍ବଚ୍ଛ, ସ୍ନେହୀ ଓ ଗ୍ରହଣଶୀଳ ଲୋକ ହିସାବରେ ବାରି ହୋଇ ଯାଉଥିଲେ।

ଫୁଲବାଣୀ ସରକାରୀ କଲେଜ ଠାରୁ ମହିଳା ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ତାଙ୍କର ସୁକୀର୍ତ୍ତି ଓ ସୁନାମ ରହିଥିଲା। ତେବେ ଜଣେ ସୁସାହିତ୍ୟିକ, ଆଲୋଚକ, ମିଷ୍ଟଭାଷୀ ଏବଂ ସର୍ବୋପରି ଉପନିଷଦ ଏବଂ ବେଦ, ବେଦାନ୍ତ ସମ୍ପର୍କରେ ଜ୍ଞାନ ଆହରଣ ପାଇଁ ମିନାକ୍ଷୀ ମହାନ୍ତି ଓ ରାଧାମୋହନ ବାବୁଙ୍କ ଆଗ୍ରହ ତାଙ୍କ ପରିବାରଟି ସହିତ ଘନିଷ୍ଠତା ବଢାଇଥିଲା।

ବିଭିନ୍ନ ସାହିତ୍ୟ ସଭାରେ, କନ୍ଧମାଳ ମହୋତ୍ସବ ସ୍ମରଣିକା ସଂପାଦନା ସମୟରେ କୁମୁଦ ଚନ୍ଦ୍ର ମଲ୍ଲିକ, ପ୍ରଫେସର ତ୍ରିଲୋଚନ କହଁର, ନାଜିର ଅଖତାର, ଅନନ୍ତ ଚରଣ ମିଶ୍ର, ରବିନ୍ଦ୍ରନାଥ ମିଶ୍ର ଓ ରାଧାମୋହନ ମିଶ୍ରଙ୍କ ସହ ଗଭୀର ଆଲୋଚନା ମାଧ୍ୟମରେ ପରସ୍ପରର ବିଚାରଧାରା ପ୍ରତି ଆଦର ବଢିଥିଲା।

ଆଜି ମୁଁ ଓ ମୋର ପୂରା ପରିବାର ଗଭୀର ଭାବରେ ମର୍ମାହତ। ଆମେ ସ୍ତବ୍ଧ ଓ ଆହତ। କଳ୍ପନା ବାହାରର ଦୁର୍ଘଟଣାଟି ଆମକୁ ଆଘାତ କରିଛି, ଆମର ବଡ ପରିବାରଟି ଏକ ବିଶାଳ ଓ ସକ୍ରିୟ ପ୍ରତିଭାକୁ ଅକାଳରେ ହରେଇ ବସିଛି!

ମୋର ଅନୁଜ ଓ ଅତି ଆତ୍ମୀୟ ରାଧାମୋହନ ବାବୁଙ୍କ ଉଜ୍ୱଳ ଜୀବନଯାତ୍ରାକୁ ମୁଁ ସମ୍ମାନ ଜଣାଉଛି, ଅମର ଆତ୍ମାର ପରମ ଉପଲବ୍ଧି ପାଇଁ ପ୍ରାର୍ଥନା କରୁଛି, ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ଓ ବିଦାୟ ଜଣାଉଛି।

ଶ୍ରୀମତୀ ମିନାକ୍ଷୀ ମହାନ୍ତି ଏବଂ ପିଲାମାନଙ୍କ ପାଇଁ ମୋ ପରିବାରର ପ୍ରାର୍ଥନା ଜଣାଉଛି ସମୟର ଏହି ଆହ୍ବାନପୂର୍ଣ୍ଣ କାଠିକର ପରୀକ୍ଷାର ସମସ୍ତେ ମିଳିମିଶି ସାମନା କରନ୍ତୁ ଓ ରାଧାମୋହନ ବାବୁଙ୍କ ଉଜ୍ୱଳ ଜୀବନଯାତ୍ରା ସମ୍ପର୍କରେ ବହିଟିଏ ଛାପିବା ପାଇଁ ଚେଷ୍ଟା କରନ୍ତୁ।

ବିପ୍ର ଚରଣ ପଟ୍ଟନାୟକ ଓ ପରିବାର

A song that Bipra Sir wrote in 1980s!ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର!ତୁମେ ସତ୍ୟ, ତୁମେ ଶିବ, ତୁମେ ଇ ସୁନ୍ଦର। ହେ ମଣି...
19/08/2021

A song that Bipra Sir wrote in 1980s!

ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର!
ତୁମେ ସତ୍ୟ, ତୁମେ ଶିବ, ତୁମେ ଇ ସୁନ୍ଦର।
ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର! (୦)

ହେ ମଣିଷ, ଭଲ ପାଇ ଶିଖ ଏ ମଣିଷେ,
ତୁମ ହସେ ତାଳ ଦେଇ ଦୁନିଆଟା ହସେ।

ଭଲ ପାଅ ମଣିଷରେ, ଗଢିବ ଧରାରେ ସରଗ,
ଜାଣିବ ମଣିଷ ପାଇ ମଣିଷ ସରାଗ।

ମାଟି ମାଆ ଚଉପାଶେ, ଏଇ ପାଣି ପବନ,
ଧାଈ ଭଳି କରେ ସେବା ଭରି ଦିଏ ଜୀବନ।

ଗଛଲତା ପଶୁପକ୍ଷୀ ପ୍ରିୟ ସହଚର,
ହେ ମଣିଷ, ଏ ସଭିଏ, ଏକ ପରିବାର।

ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର! (୧)

ସବୁରି ସରାଗ ସେବା ଗୋଡରେ ଆଡେଇ,
ମାୟା ମିରିଗର ପଛେ ମିଛେ ଯାଉ ଗୋଡେଇ।

ହେ ମଣିଷ, ଆଉ ବୃଥା ଯାଆନା ତୁ ଧାଇଁ,
ଏ ଜୀବନ ସତ୍ୟ, ଶିବ, ସୁନ୍ଦର କୋଳେଇ।

ଏ ଧରଣୀ, ଏଇ ପାଣି, ପବନ ମଧୁର,
ଏଇ ଗଛଲତା ତୋର ଅତି ଆପଣାର।

ଏଇ ପଶୁପକ୍ଷୀ ପରା ତୋ'ର ପରିବାର,
ତୋ' ଜୀବନ କରିବାକୁ ସୁନ୍ଦର ମଧୁର।

ଅଯାଚିତେ ଝରିପଡେ ଶିରାବଣ ଧାର,
ହେ ମଣିଷ, ସବୁ ସତେ ତୁମ ପରିବାର।

ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର! (୨)

ରଚନା: ଶ୍ରୀ ବିପ୍ର ଚରଣ ପଟ୍ଟନାୟକ
ପ୍ରକାଶନ: ଗୀତ ବଗିଚା, ମାନବିକ (୧୯୯୯)
ସ୍ବର: ବିନୟ ପଟ୍ଟନାୟକ

Listen to
Oh human beings, move ahead with love and care!
by Binay Pattanayak
on

ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର! ତୁମେ ସତ୍ୟ, ତୁମେ ଶିବ, ତୁମେ ଇ ସୁନ୍ଦର। ହେ ମଣିଷ, ହୁଅ ଆଗୁସାର! ହେ ମଣିଷ, ହୁଅ ଆଗୁସାର! (୦) ...

Address

Tota Sahi, Master Pada, Kandhamal, Odisha
Phulbani
762001

Telephone

+919437112412

Website

Alerts

Be the first to know and let us send you an email when Bipra Sir - Manavik posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Bipra Sir - Manavik:

Shortcuts

Share

Category