Kalinga Institute for Social Service - kiss

Kalinga Institute for Social Service - kiss VOLUNTARY ORGANISATION 100% WELFARE MIND & FOUNDED IN 1997 BY DR KULAMANI MOHANTY.

ଯିଏ ଟଙ୍କା ପାଇଁ ଇଜ୍ଜତ କୁ ବିକେ, ସେ ତ ଜଣେ ମହିଳା ବେଶ୍ୟା କିମ୍ବା ଟାଉଟର ବେଶ୍ୟା ତାହା ଠିକ ଅଛି, କିନ୍ତୁ ଯେ  ନିଜକୁ ଭଦ୍ର ବୋଲାଇ ସବୁ ବେ...
07/11/2024

ଯିଏ ଟଙ୍କା ପାଇଁ ଇଜ୍ଜତ କୁ ବିକେ, ସେ ତ ଜଣେ ମହିଳା ବେଶ୍ୟା କିମ୍ବା ଟାଉଟର ବେଶ୍ୟା ତାହା ଠିକ ଅଛି, କିନ୍ତୁ ଯେ ନିଜକୁ ଭଦ୍ର ବୋଲାଇ ସବୁ ବେଳେ ବେଶ୍ୟାମାନଙ୍କ ଙ୍କ ସାଙ୍ଗରେ ନଟର ପଟର ହୋଇ ଘଷି ଘାଷି ହେଉଥାନ୍ତି ସେ ଭଡୁଆ ମାନଙ୍କୁ କଣ ଡକାଯିବ????? ଅନୁରୋଧ ଉତ୍ତର ରଖିବେ...
କଲରା ସ୍ୱାସ୍ଥ୍ୟ ପାଇଁ ଅମୁଲ୍ୟ, ତେଣୁ ପିତା ଭାବି ଦୁରେଇ ନ ଯିବାକୁ ଅନୁରୋଧ
(ଡ଼ କୁଳମଣି ମହାନ୍ତି )

ଆଜି କିଛି ପାଗଳ ଙ୍କୁ କିଛି ଟାଉଟର ସଂମ୍ମାନିତ କରୁଛନ୍ତି, ଜଣେ ସାଧାରଣ ଓ ନିରୀହ ଲୋକ ଯେ ମନରେ କଣ ଭାବୁଥିବ, କେତେ ଭାଙ୍ଗି ପଡୁଥିବ, ତାହା ପ୍...
06/11/2024

ଆଜି କିଛି ପାଗଳ ଙ୍କୁ କିଛି ଟାଉଟର ସଂମ୍ମାନିତ କରୁଛନ୍ତି, ଜଣେ ସାଧାରଣ ଓ ନିରୀହ ଲୋକ ଯେ ମନରେ କଣ ଭାବୁଥିବ, କେତେ ଭାଙ୍ଗି ପଡୁଥିବ, ତାହା ପ୍ରତି ଏହି ବେହିଆ ମାନଙ୍କ ର ଲଜ୍ୟା, ଶରମ ଟିକେ ବି ନାହିଁ, ଆଶା ପିତା ରୁପି ଏହି ଉପକାରୀ କଲରାକୁ ଘୃଣା କରିବେ ନାହିଁ...
(କୁଳମଣି ମହାନ୍ତି )

ସବୁଠାରୁ ଜୀବନ କାଳ ଭିତରେ କଷ୍ଟ କାମ ଟି କଣ????ଅନୁରୋଧ ଆପଣ ଉତ୍ତର ଟିକେ ନିଶ୍ଚୟ ରଖିବେ......ଆପଣ ଙ୍କ ର (ଡ଼ କୁଳମଣି ମହାନ୍ତି )
01/11/2024

ସବୁଠାରୁ ଜୀବନ କାଳ ଭିତରେ କଷ୍ଟ କାମ ଟି କଣ????
ଅନୁରୋଧ ଆପଣ ଉତ୍ତର ଟିକେ ନିଶ୍ଚୟ ରଖିବେ......
ଆପଣ ଙ୍କ ର
(ଡ଼ କୁଳମଣି ମହାନ୍ତି )

OUR ORGANISATION KALINGA INSTITUTE FOR SOCIAL SERVICE(KISS) ARE TRYING TO CHANGE SLUM CHILDREN'S CARRIER. PLEASE SUPPORT...
13/02/2014

OUR ORGANISATION KALINGA INSTITUTE FOR SOCIAL SERVICE(KISS) ARE TRYING TO CHANGE SLUM CHILDREN'S CARRIER. PLEASE SUPPORT & INVOLVE WITH US DIRECTLY FOR ALL-ROUND DEVELOPMENT OF SLUM CHILDREN AT LOCKPADA SLUM OF PARADEEP, ODISHA. KINDLY SHARE THIS TO ALL OF YOUR FRIENDS. OUR CONTACT NO IS 09861146096. THANK YOU All.

26/01/2014

congratulation. our slum children has observed today republic day in our kalinga academy ,Paradeep , Odisha, India. PL.share this photo and video to all of your friends on behalf of slum people.Thank u all.

06/01/2014

KISS (KALINGA INSTITUTE FOR SOCIAL SERVICE) introduce the new odia medium school (KALINGA ACADEMY) at Atharbanki in Paradip port, then please all volunteer can corporate directly develop the education special for slum children plz send the opinion

05/07/2013

Address

PARADEEP
Paradeep
754142

Alerts

Be the first to know and let us send you an email when Kalinga Institute for Social Service - kiss posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Kalinga Institute for Social Service - kiss:

Shortcuts

Share