12/01/2026
"ଉଠ, ଜାଗ୍ରତ ହୁଅ
ଲକ୍ଷ୍ୟ ପ୍ରାପ୍ତି କରିବା ଯାଏଁ ବିଶ୍ରାମ ନିଅ ନାହିଁ ।"
-ସ୍ବାମୀ ବିବେକାନନ୍ଦଙ୍କ
ଜାତୀୟ ଯୁବ ଦିବସ ତଥା ସ୍ବାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା।
#ଜାତୀୟଯୁବଦିବସ