P K Tutorial Odiya Medium Class 6th to 10th ;nayagarh

P K Tutorial Odiya Medium Class 6th to 10th ;nayagarh Contact information, map and directions, contact form, opening hours, services, ratings, photos, videos and announcements from P K Tutorial Odiya Medium Class 6th to 10th ;nayagarh, Education, Nayagarh.

17/05/2025

Follow the PK TUTORIAL NAYAGARH channel on WhatsApp:

03/05/2025

: PK TUTORIAL NAYAGARH 2024-25
ର ପୁଣି ସବୁ ବର୍ଷ ଭଳି ଶତ ପ୍ରତିଶତ ଦଶମ ପରୀକ୍ଷା ଫଳାଫଳ
ମୋଟ ପିଲା ପରୀକ୍ଷା ଦେଇଥିଲେ 24 ଜଣ
A 2 -3 ଜଣ ( 80 ରୁ 90 ପ୍ରତିଶତ)
B 1 - 7 ଜଣ (70 ରୁ 80 ପ୍ରତିଶତ)
B 2 - 11ଜଣ( 60 ରୁ 70 ପ୍ରତିଶତ)
C 1 - 3 ଜଣ (50 ରୁ 60 ପ୍ରତିଶତ)
ଅର୍ଥାତ୍ 24 ଜଣ ପିଲାଙ୍କ ମଧ୍ୟରୁ 21 ଜଣ ଫାର୍ଷ୍ଟ ଡିଭିଜନ
3 ଜଣ ସେକେଣ୍ଡ ଡିଭିଜନ ପାଇଲେ
Brajendra High school highest mark and Girls high school 2nd highest mark PK TUTORIAL NAYAGARH achievement
PK TUTORIAL NAYAGARH

01/04/2025

ପିଲାର ଶିକ୍ଷା ପାଇଁ କିପରି ପସନ୍ଦ କରିବେ ଅନୁଷ୍ଠାନ
*କେଇ ପଦ*
୧-ସର୍ବଦା ରୋଗ ପାଇଁ ଡାକ୍ତର ,ପିଲାର ଶିକ୍ଷା ପାଇଁ ଶିକ୍ଷକ ,ଅଭିଜ୍ଞତା ପୂର୍ଣ୍ଣ ବ୍ୟକ୍ତି ପସନ୍ଦ କରିବା ଦରକାର ନଚେତ୍ ଡାକ୍ତର experiment କରୁ କରୁ ରୋଗୀର ଜୀବନ ଚାଲିଯିବ ସେହିପରି ପିଲାର ଶିକ୍ଷା ବିପଦଗାମୀ ହୋଇଯିବ ।
୨-ଯେଁଉ ମାନେ ଜୀବନରେ କୌଣସି ଥିରେ ସଫଳ ନ ହୋଇ ଏକ ବିଫଳ ମଣିଷ ହୋଇ ଟ୍ୟୁସନକୁ ବେପାର ବୋଲି ଭାବି ପିଲାଙ୍କ ଶିକ୍ଷା ଓ ଭବିଷ୍ୟତ ସହ ଖେଳି ନିଜର ରୋଜଗାର ମାଧ୍ୟମ କରି ଆପଣଙ୍କ ପିଲାକୁ , ଘରକୁ ଆସି ନେତା ଭଳି ପ୍ରଲୋଭନ ଦେଖାଇ ବଡ ବଡ କଥା କୁହନ୍ତି ,ସେମାନଙ୍କୁ ପ୍ରଥମେ ପଚାରିବା ଦରକାର ଆପଣଙ୍କ ଭବିଷ୍ୟତ ଲକ୍ଷ କଣ ଟ୍ୟୁସନ କରିବା ଥିଲା ନା ବିଫଳ ହୋଇ ରୋଜଗାର ମାଧ୍ୟମ କରିଛନ୍ତି । ଯେ ସଫଳର ମନ୍ତ୍ର ଜାଣିନି ନିଜେ ବିଫଳ ସେ ଆପଣଙ୍କ ପିଲାକୁ ସଫଳ କରିବ କଣ ?
୩-ସର୍ବଦା ଶୋଷ ପାଣି ପାଖକୁ ଯିବା ଦରକାର କିନ୍ତୁ ପାଣି ଯଦି ଶୋଷ ପାଖକୁ ଆସିଲା ତେବେ ସେ ପ୍ରକୁତରେ ପିଇବା ପାଣି ନୁହେଁ ତରଳ ଦେଖାଯାଉଥିବା କିଛି ବି ହୋଇଥିବ।
୪-ମୋର ମନେ ପଡେ ୧୦ ବର୍ଷ ତଳର ଶିକ୍ଷା କଥା ପିଲାମାନେ ଏତେ ଉଦ୍ଧତ ଓ ବାଳୁଙ୍ଗା ନଥିଲେ ଯେବେ ଠୁ ଏମିତିକା ବେପାରୀ ଆସିଲେ ସମାଜ ପୁରା କଳୁଷିତ ହୋଇଗଲା
ଛୋଟ ଛୋଟ ପିଲା ପାଠଠୁ ଦୁରେଇଗଲେ ପୁଣି ତା ସହିତ ୟୁଟ୍ୟୁବ୍ ରେ ପରୀକ୍ଷା ପୂର୍ବରୁ ପ୍ରଶ୍ନ ପତ୍ର ଆସିବା ପିଲାର ପାଠ ପଢା ଗୁରୁତ୍ଵ ହ୍ରାସ କରିଦେଲା ।
୫-ଆପଣ ମାନେ ସଚେତନ ନ ହେଲେ ଆଗକୁ ଆହୁରି ସମାଜ କଳୁଷିତ ହୋଇଯିବ ଆମ ନିଜ ପିଲା ମଧ୍ୟ ବାଦ ପଡ଼ିବନି
PK TUTORIAL NAYAGARH

Adimission open
06/03/2025

Adimission open

Join Join Join
Admission going on

08/01/2025
07/01/2025
07/01/2025

ଆସନ୍ତା ବର୍ଷ ପାଇଁ କୋଚିଂରେ ପାଠ ପଢ଼ାଇବା ପାଇଁ ଆଗ୍ରହ ଥିବା BED & CT କରିଥିବା ପିଲା କୋଚିଂ ନମ୍ୱର୍ ରେ ଯୋଗ ଯୋଗ କରନ୍ତୁ

Picnic spot snap with my students at Baleswar on date 05.01.2025
07/01/2025

Picnic spot snap with my students at Baleswar on date 05.01.2025

A picnic spot snap with my staffs and students at କ୍ଷୀରଚୋରି ଗୋପୀନାଥ ବାଲେଶ୍ଵର 5.1.2025
07/01/2025

A picnic spot snap with my staffs and students at କ୍ଷୀରଚୋରି ଗୋପୀନାଥ ବାଲେଶ୍ଵର 5.1.2025

A picnic spot snap with my 10th students 2024-25 batch
07/01/2025

A picnic spot snap with my 10th students 2024-25 batch

My dear students always my blessings with you
14/11/2024

My dear students always my blessings with you

Address

Nayagarh
752069

Telephone

+919853631221

Website

Alerts

Be the first to know and let us send you an email when P K Tutorial Odiya Medium Class 6th to 10th ;nayagarh posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to P K Tutorial Odiya Medium Class 6th to 10th ;nayagarh:

Shortcuts

Share

Category