21/03/2025
ନାମଲେଖା ଚାଲୁଅଛି
ନୂତନ ଶିକ୍ଷ୍ୟା ବର୍ଷ ଆରମ୍ଭ - ୨୭ ମାର୍ଚ୍ଚ ୨୦୨୫
୧) ତୃତୀୟ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ମିଡିୟମ୍ ଓ LKG ଠାରୁ କ୍ଲାସ ୫ ଇଂଲିଶ ମିଡ଼ିୟମ
୨) ସମସ୍ତ ବିଷୟରେ ଏବଂ ଅଭିଜ୍ଞ ଶିକ୍ଷକଙ୍କ ଦ୍ଵାରା ଶିକ୍ଷ୍ୟା ଦାନ
୩) ପ୍ରତି ବିଷୟ ଅନୁଯାୟୀ ପରୀକ୍ଷା ଓ ଅଭିଭାବକ ମାନଙ୍କୁ ସେ ବିଷୟରେ ଅବଗତ କରାଇବା ଏବଂ ତଦନୁଯାୟୀ ଡ଼ାଉଟକ୍ଲୀୟରାନ୍ସ ବ୍ୟବସ୍ଥା
୪) ଶାରୀରିକ ,ମାନସିକ ଓ ବୌଦ୍ଧିକ ବିକାଶ ପାଇଁ ଯୋଗ , ପ୍ରାର୍ଥନା ଏବଂ ମୋଟିଭେସନ୍ କ୍ଲାସ୍
୫) ବୃତ୍ତି, NMMS, ଆଦର୍ଶ ପରୀକ୍ଷା ପାଇଁ ସ୍ୱତନ୍ତ୍ର ଶିକ୍ଷାଦାନ
୫) ଆଜିକାଲିର ପରିସ୍ଥିତିକୁ ଲକ୍ଷ୍ୟ କରି ଅବହେଳିତ ଶିକ୍ଷାଦାନ ରୁ ଦୂରେଇ ରହି ସୁନ୍ଦର ବିଦ୍ୟା ଅର୍ଜ୍ଜନ ପାଇଁ ଆମ ସହ ହାତ ମିଶାନ୍ତୁ
୬) ଆଦର୍ଶ ଛାତ୍ର/ଛାତ୍ରୀ ଗଠନ କରିବା ପାଇଁ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ।
ଅପେକ୍ଷାରେ
Debi prasad sahoo
7873871471