Knowledge Planet

Knowledge Planet Welcome to Knowledge Planet, the ultimate destination for learning and growth toward a bright future. Our classes cover a wide range of topics.

Welcome to Knowledge Planet, the ultimate destination for learning and growth! Our classes are designed to provide you with a transformative learning experience that will help you acquire new knowledge, develop critical thinking skills and problem-solving skills, and boost your confidence. Knowledge Planet offers various classes to students of all ages and levels. Our highly qualified teachers are

experts in their respective fields and are passionate about providing students with a supportive and challenging learning environment. Our classes are focused on experiential learning, which means that students get hands-on experience and are encouraged to think outside the box. We use a variety of teaching methods, such as group discussions, interactive lectures, and individual projects, to help students develop a deep understanding of the subject matter. We believe that a well-rounded education is essential for success, and our curriculum reflects that philosophy. Knowledge Planet is committed to providing students with the tools they need to succeed in the 21st century. Our classes are designed to help students develop the skills necessary to thrive in a rapidly changing world. Join us today and start your journey toward a brighter future.

"ନଲେଜ୍ ପ୍ଲାନେଟ୍" ପରିବାର ତରଫରୁ ଆପଣ ଓ ଆପଣଙ୍କ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ ବ...
01/01/2025

"ନଲେଜ୍ ପ୍ଲାନେଟ୍" ପରିବାର ତରଫରୁ ଆପଣ ଓ ଆପଣଙ୍କ ପରିବାରକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଜଗନ୍ନାଥଙ୍କ ଅପାର କରୁଣାରୁ ଏ ବର୍ଷଟି ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧିର ବର୍ଷ ହେଉ ।

15/08/2024
ଆମ ଅନୁଷ୍ଠାନ "ନଲେଜ ପ୍ଲାନେଟ୍"ରେ ଗୁରୁଦିବସ ପାଳନ କରାଯିବା ସମୟର କିଛି ଅଭୁଲା ମୁହୂର୍ତ୍ତ । ଆଜିର ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ...
05/09/2023

ଆମ ଅନୁଷ୍ଠାନ "ନଲେଜ ପ୍ଲାନେଟ୍"ରେ ଗୁରୁଦିବସ ପାଳନ କରାଯିବା ସମୟର କିଛି ଅଭୁଲା ମୁହୂର୍ତ୍ତ ।
ଆଜିର ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୋ ତରଫରୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ଏହି ସଭାରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଭଗବାନ ପ୍ରଧାନ ସଭାପତିତ୍ଵ କରିଥିଲେ । ଖଣ୍ଡପଡା କଲେଜର ସଂସ୍କୃତ ବିଭାଗର ଅଧ୍ୟାପିକା ଶ୍ରୀମତୀ ଲୋପାମୁଦ୍ରା ସଡ଼ଙ୍ଗୀ, ଶ୍ରୀ ପ୍ରଫୁଲ୍ଲ ପ୍ରଧାନ, ଶ୍ରୀମତୀ ପୁଷ୍ପଳତା ଦାସ, ଶ୍ରୀ ପ୍ରଶାନ୍ତ କୁମାର ବିଶ୍ଵାଳ, ମିସ ସୋନାଲିକା ଜୟସିଂହ ଆଦି ଯୋଗ ଦେଇ ପିଲାମାନଙ୍କୁ ଗୁରୁମାନଙ୍କର ଆବଶ୍ୟକତା ତଥା ଗୁରୁଙ୍କ ଉପଦେଶକୁ ମାନି ଚଳିବା ପାଇଁ ଉପଦେଶ ଦେବା ସହିତ ପିଲାମାନେ ଭବିଷ୍ୟତରେ କିପରି ଜଣେ ଜଣେ ଦେଶର ସୁନାଗରିକ ହେବେ ସେଥିପାଇଁ ସମସ୍ତଙ୍କୁ ଅବଗତ କରାଇଥିଲେ । ପିଲାମାନଙ୍କ ବକ୍ତୃତା ଦେଖି କେତେ ବେଳେ ଯେ ସମୟ ଅତିବାହିତ ହୋଇଗଲା ତାହା ଆମେ ଜାଣିପାରିଲୁ ନାହିଁ । ପରିଶେଷରେ ଶ୍ରୀ ଧନେଶ୍ଵର ମୁଦୁଲି ଓ କିଛି ଛାତ୍ରମାନଙ୍କ ପାଇଁ ଏହିପରି ଏକ କାର୍ଯକ୍ରମ ସଫଳ ହୋଇପାରିଲା ତେଣୁ ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।

ଆମ ଅନୁଷ୍ଠାନ "ନଲେଜ ପ୍ଲାନେଟ୍" ରେ ପୁରସ୍କାର ବିତରଣ କରାଯିବା ସମୟର କିଛି ଅଭୁଲା ମୁହୂର୍ତ୍ତ । ଆଜିର ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍...
16/04/2023

ଆମ ଅନୁଷ୍ଠାନ "ନଲେଜ ପ୍ଲାନେଟ୍" ରେ ପୁରସ୍କାର ବିତରଣ କରାଯିବା ସମୟର କିଛି ଅଭୁଲା ମୁହୂର୍ତ୍ତ ।
ଆଜିର ଏହି ଉତ୍ସବରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ମୋ ତରଫରୁ ଧନ୍ୟବାଦ ଓ ପୁରସ୍କାର ପାଇଥିବା ଛାତ୍ରଛାତ୍ରୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ । ବିଶେଷ କରି ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବିଶିଷ୍ଟ ଅନୁବାଦକ, ଆନ୍ତର୍ଜାତୀୟ ନାଟ୍ୟକାର ତଥା ସୁସାହିତ୍ୟିକ ଶ୍ରୀ ଶରତ ଚନ୍ଦ୍ର ଆଚାର୍ଯ୍ୟ ଏବଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିବା ମୋର ବନ୍ଧୁ ଡା ଆଶିଷ କୁମାର ପ୍ରଧାନଙ୍କୁ ପାଇ ମୁଁ ବହୁତ ଖୁସି ଅନୁଭବ କରୁଛି । ଆଜିର ଏହି ସନ୍ଧ୍ୟାରେ ପିଲାମାନଙ୍କ ନୃତ୍ୟ, ଗୀତ ଓ ବକ୍ତୃତା ଦେଖି କେତେ ବେଳେ ଯେ ସମୟ ଅତିବାହିତ ହୋଇଗଲା ତାହା ଜାଣିପାରିଲୁ ନାହିଁ । ପରିଶେଷରେ ଦିଲ୍ଲୀପ କୁମାର ସାହୁଙ୍କ ତତ୍ତ୍ଵାବଧାନରେ ଏହିପରି ଏକ କାର୍ଯକ୍ରମ ସଫଳ ହୋଇପାରିଲା ତେଣୁ ତାଙ୍କୁ ମଧ୍ୟ ଅଶେଷ ଧନ୍ୟବାଦ।

14/04/2023

ଗତ ୦୨-୦୪-୨୦୨୩ ରିଖରେ ଆମ ଅନୁଷ୍ଠାନ ନଲେଜ ପ୍ଲାନେଟ୍ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ | ଏହି ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ବିଜେତାଙ୍କୁ ଅନେକ ଅନେକ ଅଭିନନ୍ଦନ । ତା ୧୬-୦୪-୨୦୨୩ ରିଖ ରବିବାର ଅପରାହ୍ନ ୪ ଘଟିକା ୩୦ମିନଟ ସମୟରେ ଆପଣଙ୍କୁ ପୁରସ୍କାର ବିତରଣ କରାଯିବ । ଏଣୁ ଆପଣମାନଙ୍କ ଉପସ୍ଥିତି ଆମର କାମ୍ୟ ।

"ସମସ୍ତ ପରିଶ୍ରମୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ, ଯେଉଁମାନେ ସେମାନଙ୍କର ପରୀକ୍ଷା ସମାପ୍ତ କରିଛନ୍ତି! ତୁମର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ପରବର୍ତ୍...
02/04/2023

"ସମସ୍ତ ପରିଶ୍ରମୀ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ, ଯେଉଁମାନେ ସେମାନଙ୍କର ପରୀକ୍ଷା ସମାପ୍ତ କରିଛନ୍ତି! ତୁମର ଉଜ୍ଜ୍ୱଳ ଭବିଷ୍ୟତ ଦିଗରେ ପରବର୍ତ୍ତୀ ପଦକ୍ଷେପ ନେବାର ସମୟ ଆସିଛି।

Keep up the excellent work, and we look forward to seeing you in the future!
Join Us https://chat.whatsapp.com/D1wLHI3wwiNFVuJizhCI7U
Regards
Knowledge Planet

We are excited to announce our upcoming competition and invite you to participate! This competition is open for classes ...
15/03/2023

We are excited to announce our upcoming competition and invite you to participate! This competition is open for classes VI to X, and we encourage you to share it with your friends and family. To enter, please send us your name and address.
We look forward to seeing your submissions and wish you the best of luck!
Best Regards,
Knowledge Planet

Knowledge Planet is an educational institution providing additional instruction and support to students in a particular ...
12/03/2023

Knowledge Planet is an educational institution providing additional instruction and support to students in a particular subject or field. These classes are often focused on helping students achieve their academic or professional goals, and may be offered for a range of topics, including math, science, languages, test preparation, and more. This Coaching typically employs qualified and experienced teachers who specialize in their subject area. They use a variety of teaching techniques to help students understand, including discussions, group activities, and individualized instruction. Teachers in our coaching classes also provide personalized feedback to students, identifying areas where they need improvement and offering strategies for improvement. Overall, our coaching classes can be an effective way for students to receive additional support and instruction in a particular subject or field, helping them to achieve their goals and reach their full potential.

Our classes are open to you at any time.

Address

Sajanapada, Itamati
Nayagarh
752068

Website

Alerts

Be the first to know and let us send you an email when Knowledge Planet posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share