28/04/2025
"ହିଲ - ଟପ୍ କଲେଜ ରେ ଜାତୀୟ ସମ୍ପନ୍ନ"
"ହିଲ - ଟପ୍ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସମ୍ପନ୍ନ"
ICHR New Delhi ଆନୁକୁଲ୍ୟରେ "ଦକ୍ଷିଣ ଓଡ଼ିଶା ଜଣ ଜାତିଙ୍କ ସାମାଜିକ,ଅର୍ଥନୈତିକ ଅବ୍ ସଂସ୍କୃତିକୁ ଜୀବନ" ଉପରେ
ଏକ ଜାତୀୟ ସମ୍ପାନ ଗଜପତି ଜିଲ୍ଲା ର ମୋହନ ସ୍ତିତ ହିଲ - ଟପ୍ ସ୍ନାତକ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି
ଏହି ସମ୍ପାନରେ ଯୋଗ ଦେଇ ମୁଖ୍ୟ ଅତିଥି ତଥା ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ Dr. ସିଦ୍ଧାର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି, ସମ୍ମାନିତ ଅତିଥି ରୂପେ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଓ ମାଧ୍ୟମିକ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାସ୍ ଦକ୍ଷିଣ ଓଡ଼ିଶାର ଜନଜାତି ମାନଙ୍କ ଜୀବନ ଶୈଳୀ ଉପରେ ଆଲୋଚନା କରିଥିଲେ ।
ସମ୍ପାନର ମୁଖ୍ୟ ବକ୍ତା ବର୍ତ୍ତମାନ ICHR New Delhi ର ମାନନୀୟ ସଦସ୍ୟ pro.Dr. ଆରିହର ପଣ୍ଡା, ଦକ୍ଷିଣ ଓଡ଼ିଶାର ଶବର ,କନ୍ଧ, ସୌର। ,ବନ୍ଦ। ଆଦି ଜନଜାତି ମାନଙ୍କର ସାମାଜିକ ଅର୍ଥନୈତିକ ତଥା ସଂସ୍କୃତିକୁ ପରମ୍ପରା ଉପରେ ଆଲୋକପାତ କରି ବର୍ତ୍ତମାନର ପରିବର୍ତ୍ତିତ ପରିସ୍ଥିତିରେ ଏହି ଜନଯାଟିମନେ କିପରି ସମୟ ସହ ତାଳ ଦେଇ ନିଜ ଭିତରେ ସୁଧାର ଆଣୁଛନ୍ତି ସେ ବିଷୟରେ ସବିଶେଷ ଆଲୋଚନା କରିଥିଲେ ।
ସମ୍ପନ୍ନ ରେ ଅତିଥି ପରିଚୟ ପ୍ରଦାନ କରିଥିଲେ ବିଭାଗୀୟ ମୁଖ୍ୟ Dr, ମନୋରଞ୍ଜନ ପାଣିଗ୍ରାହୀ ଓ ଧନ୍ୟବାଦ୍ ଅର୍ପୋଣ କରିଥିଲେ Dr, ପ୍ରନବ।ନନ୍ଦ ପତୁଶି,ଏହି ସମ୍ପନ୍ନ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀଯୁକ୍ତ ସୁଭ୍ରକନ୍ତ ମହାନ୍ତି ଙ୍କ ସଭାପତିତ୍ୱି ରେ ଅନୁଷ୍ଠିତ ହେଇଥିଲା।
ଏହି ସମ୍ପନରେ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଙ୍କ ତାଙ୍କ ଜୀବନ ବ୍ୟାପି ସାଧନା ପାଇ ସମ୍ଭାଧିତ କରାଯାଇଥିଲା ।
ବୈଶୈକ ଅଧିବେଶନକୁ ପରିଚାଳନା କରିଥିଲେ ଶ୍ରୀମତୀ ରୀତ କୁମାରୀ ଶତପଥୀ ଏହି ସମ୍ପାନକୁ ସଫଳ କରିବା ଦିଗରେ ମହାବିଦ୍ୟାଳୟ ର ସମସ୍ତ କର୍ମ ଚାରି ତଥା ଛାତ୍ର ଛ।ତ୍ରୀ ମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।