Gyana Bharati Womens HSS Phatamunda

Gyana Bharati Womens HSS Phatamunda Providing Higher Secondary & College Education in this Locality with an affordable fees .
(1)

ପ୍ରଥମ ବାର୍ଷିକ ପରୀକ୍ଷା ୨୦୨୬ ରେ ଭଲ ନମ୍ବର ରଖି ପାସ୍ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ଜ୍ଞାନ ଭାରତୀ ମହିଳା ମହା ବିଦ୍ୟାଳୟ ଫଟାମୁଣ୍ଡ ତରଫ...
06/06/2026

ପ୍ରଥମ ବାର୍ଷିକ ପରୀକ୍ଷା ୨୦୨୬ ରେ ଭଲ ନମ୍ବର ରଖି ପାସ୍ କରିଥିବା ସମସ୍ତ ଛାତ୍ରୀ ମାନଙ୍କୁ ଜ୍ଞାନ ଭାରତୀ ମହିଳା ମହା ବିଦ୍ୟାଳୟ ଫଟାମୁଣ୍ଡ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧିତ ସଭା ରେ ବହୁ ମାନ୍ୟ ଗନ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ସଭା କୁ ସଫଳ ମଣ୍ଡିତ କରିଥିଲେ । ଯେପରି ପୂର୍ବତନ ଆଗଲପୁର ବ୍ଲକ ଅଧ୍ୟକ୍ଷା ଜୟନ୍ତୀ ପଟେଲ, ସମାଜ ସେବୀ ଶ୍ରୀଯୁକ୍ତ ମୋହନ ପଟେଲ, ସରପଞ୍ଚ ମାମି ସାହୁ , ଅକ୍ରୁର ସାହୁ, ସଭାପତି ସାରଥୀ ସାହୁ, ସମ୍ପାଦକ ବଂଶୀଧର ଦଣ୍ଡସେନା ଅଧ୍ୟକ୍ଷା ସରୋଜିନୀ ଭୋଇ ସହ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉପସ୍ଥିତ ଥିଲେ ।।

11/08/2025

I got 3 reactions on my recent top post! Thank you all for your continued support. I could not have done it without you. 🙏🤗🎉

22/07/2025

Celebrating my 2nd year on Facebook. Thank you for your continuing support. I could never have made it without you. 🙏🤗🎉

Admission Open For 2024-25 Session.Contact Soon and book your Seat.Limited Seat..First Batch 100% Result.
29/05/2024

Admission Open For 2024-25 Session.
Contact Soon and book your Seat.
Limited Seat..
First Batch 100% Result.

Address

Salebhata Loisingha Balangir
Loisingha

Opening Hours

Monday 8am - 1pm
Tuesday 8am - 1pm
Wednesday 8am - 1pm
Thursday 8am - 1pm
Friday 8am - 1pm
Saturday 8am - 1pm

Alerts

Be the first to know and let us send you an email when Gyana Bharati Womens HSS Phatamunda posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share