Bhajan sandhya will be held this evening with police melody team at Mutyalluamma Jatra Mandap.
Suravi Dance & Music School
Contact information, map and directions, contact form, opening hours, services, ratings, photos, videos and announcements from Suravi Dance & Music School, School, Koraput.
28/01/2023
RETANGA BBSR "SURAVI" BHAJAN PROGRAM Organised by GOVT.OF ODISHA CULTURE DEPT. ON
24 - 01 - 2023 NILAKANTHESWAR MANDIR PRATISTHA DIVAS .
13/08/2022
10/07/2022
ସୁରଭୀ ଅନୁଷ୍ଠାନର ଛତ୍ରଛାତ୍ରୀମାନଙ୍କ ଦ୍ବାରା ଭଜନ ପରିବେଷଣ;@ ରଥ ଯାତ୍ରା ୨୦୨୨
Photo credit to Susant Ku. Tarini (kaka Bhai)
ଜୟ ଜଗନ୍ନାଥ। ମହାପ୍ରଭୁଙ୍କ ଘୋଷଯାତ୍ରା ଉପଲକ୍ଷେ, କୋରାପୁଟ ଶ୍ରୀ ଗୁଣ୍ଡିଚା ମନ୍ଦିର ଛକଠାରେ ଆଜି ସନ୍ଧ୍ୟାରେ ସୁରଭି ନୃତ୍ୟ ଓ ସଙ୍ଗୀତ ବିଦ୍ୟାଳୟର କଳାକାର ମାନଙ୍କ ଦ୍ବାରା ଭଜନ ସମାରୋହ ଅନୁଷ୍ଠିତ ହେବ। ଉପସ୍ଥିତ ରହି ଭଜନ ରସ ଉପଭୋଗ କରିବା ପାଇଁ ଅନୁରୋଧ। ଜୟ ଜଗନ୍ନାଥ।
ଆମ ସୁରଭୀ ଅନୁଷ୍ଠାନ, ଆସନ୍ତା ଅକ୍ଟୋବର ୧ ତାରିଖ ରୁ କୋରାପୁଟ DNK ସ୍ଥିତ ଗାୟତ୍ରୀ ମନ୍ଦିର ଠାରେ ଆରମ୍ଭ ହେବ। ସବିଶେଷ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ।
Plz contact for admission for Tabla, Hindustani Vocal and Odishi dance and also for Keyboard (Organ)...
HAPPY NEW YEAR FRIENDS..
Click here to claim your Sponsored Listing.
Location
Category
Telephone
Website
Address
Koraput
764020