Teacher For Students Association

Teacher For Students Association Teacher and students' welfare association

02/05/2025
Displacement and request transfer for 2025 in online mode with Tentative Calendar of Activities for Transfer of Principa...
30/04/2025

Displacement and request transfer for 2025 in online mode with Tentative Calendar of Activities for Transfer of Principals & Teachers-2025...OAVS.

ସବୁ ବିଭାଗରେ ସ୍ୱତନ୍ତ୍ର ବଦଳି ପଲିସି ପ୍ରସ୍ତୁତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ନିର୍ଦ୍ଦେଶ l
18/04/2025

ସବୁ ବିଭାଗରେ ସ୍ୱତନ୍ତ୍ର ବଦଳି ପଲିସି ପ୍ରସ୍ତୁତ କରିବା ପାଇଁ ସାଧାରଣ ପ୍ରଶାସନ ବିଭାଗ ତରଫରୁ ନିର୍ଦ୍ଦେଶ l

11/04/2025
ଗଣଶିକ୍ଷା ବିଭାଗରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ।ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି । ୧୦+୨ ବଦଳରେ ଏଣିକି ହେବ ୫+...
15/01/2025

ଗଣଶିକ୍ଷା ବିଭାଗରେ ଜାତୀୟ ଶିକ୍ଷାନୀତି-୨୦୨୦ ଲାଗୁ ।
ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି ।
୧୦+୨ ବଦଳରେ ଏଣିକି ହେବ ୫+୩+୩+୪ ।

Regarding proposed Nijukti Mela for 1416 newly recruited High School Teachers for Aided School...DSE/ODISHA.
26/12/2024

Regarding proposed Nijukti Mela for 1416 newly recruited High School Teachers for Aided School...DSE/ODISHA.

https://youtu.be/chYnefnIUSU
25/11/2024

https://youtu.be/chYnefnIUSU

ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ ସହ ଶିକ୍ଷକଙ୍କଆଲୋଚନ ସଫଳ/ହେବ 4200 grade pay/ହଟିବ ଠିକା ନିଯୁକ୍ତି

https://youtu.be/RcW8-i2HBi4
23/11/2024

https://youtu.be/RcW8-i2HBi4

ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗରୁ ଡକରା/ହେବ 4200 grade pay/ହଟିବ ଠିକା ନିଯୁକ୍ତି ‎

18/11/2024

ମ୍ୟାଟ୍ରିକ୍‌ ଫର୍ମ ପୂରଣ ଅବଧି ବଢ଼ାଇଲା ମାଧ୍ୟମିକ ଶିକ୍ଷା ପରିଷଦ। ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବଢ଼ିଲା। ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବଢ଼ିଲା।

15/11/2024

ଜନସାଧାରଣଙ୍କ ପାଇଁ ସୂଚନା : ଆସନ୍ତା ନଭେମ୍ବର ୧୮ ତାରିଖ (ସୋମବାର ) ଏବଂ ନଭେମ୍ବର ୨୫ ତାରିଖ (ସୋମବାର ) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ଏହି ଦିନମାନଙ୍କରେ ୟୁନିଟ-୫,ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ l ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା l

https://youtu.be/TSh5Ei_2IHk
05/11/2024

https://youtu.be/TSh5Ei_2IHk

New transfer policy of Teachers/mutual/normal transfer/aided/ମାତାପିତା ପିଲାଙ୍କ ଦେହ ଖରାପ ଥିଲେ ବି ବଦଳି

Address

Bh
Khordha

Telephone

+17809525150

Website

Alerts

Be the first to know and let us send you an email when Teacher For Students Association posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Teacher For Students Association:

Shortcuts

Share

Category