22/12/2025
ପଚିଶ ବର୍ଷର ଏକ ଗୌରବମୟ ଯାତ୍ରା ଯେଉଁଠି ଶିକ୍ଷା ସହ ସଂସ୍କାର, ଜ୍ଞାନ ସହ ନୀତି, ଏବଂ ସଫଳତା ସହ ସେବା ଏକାତ୍ମ ହୋଇଛି।
ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ଖଲ୍ଲିକୋଟ ର ରଜତ ଜୟନ୍ତୀ (୨୫ ବର୍ଷ) ଉତ୍ସବ ଅବସରରେ ଆସନ୍ତା ସମୟରେ ଆୟୋଜିତ ହେବାକୁ ଯାଉଥିବା ଏହି ଗୌରବମୟ ଉତ୍ସବ ପାଇଁ, ବିଦ୍ୟାଳୟ ପରିଚାଳନା ସମିତିର ମାନନୀୟ ସମ୍ପାଦକଙ୍କ ଦ୍ୱାରା ଏକ ସ୍ନେହପୂର୍ଣ୍ଣ ନିମନ୍ତ୍ରଣ।
ଆସନ୍ତୁ, ସମସ୍ତେ ମିଶି ଏହି ୨୫ ବର୍ଷର ସଫଳ ଯାତ୍ରାକୁ ସ୍ମରଣ କରିବା ଓ ଭବିଷ୍ୟତ ପାଇଁ ନୂତନ ସଙ୍କଳ୍ପ ଗ୍ରହଣ କରିବା।