Indian Public school

Indian Public school The Indian Public School, Keonjhar campus was started in 2015 , the entire school campus has patches of green and parklands.

The school provides a natural playground for children, keeping them in the lap of Mother Nature.

07/12/2023
ଜେଲରୋଡ ସ୍ଥିତ ଇଣ୍ଡିଆନ ପବ୍ଲିକ ସ୍କୁଲ ତରଫରୁ ଡ଼ଃ ବନବିହାରୀ ମିଶ୍ର ଙ୍କ ତତ୍ତ୍ଵାବଧାନରେ  ଜେଲରୋଡ ସ୍ଥିତ ନୂଆ ସାହି ର ଅରୋ ବିହାର ଏବଂ ଅମୃତ...
02/08/2023

ଜେଲରୋଡ ସ୍ଥିତ ଇଣ୍ଡିଆନ ପବ୍ଲିକ ସ୍କୁଲ ତରଫରୁ ଡ଼ଃ ବନବିହାରୀ ମିଶ୍ର ଙ୍କ ତତ୍ତ୍ଵାବଧାନରେ ଜେଲରୋଡ ସ୍ଥିତ ନୂଆ ସାହି ର ଅରୋ ବିହାର ଏବଂ ଅମୃତ ବିହାର ର ରାସ୍ତା ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣକାର୍ଯ୍ୟକ୍ରମକରାଯାଇଛି ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଏଥିରେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ଯୁକ୍ତ ଝାଡେଶ୍ଵର ମିଶ୍ର, ଶ୍ରୀ ଯୁକ୍ତ ରବିନାରାୟଣ ପଣ୍ଡା, ଶ୍ରୀଯୁକ୍ତ ଜଗନ୍ନାଥ ମିଶ୍ର, ଶ୍ରୀ ଯୁକ୍ତ ଦିନବନ୍ଧୁ ମିଶ୍ର, ଶ୍ରୀ ଯୁକ୍ତ ବାଇଧର ସାହୁ ଆଦି ବହୁ ବାସିନ୍ଦା ଉପସ୍ଥିତ ଥିଲେ। ଏଥିରେ ଇଣ୍ଡିଆନ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ରାକେଶ ମିଶ୍ର ତଥା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ ରେ ପରିଚାଳିତ ହୋଇଥିଲା।
ଏହା ର ମୁଖ୍ୟ ଉଦ୍ଦେଶ୍ୟ ହେଲା ହେଲା ସମସ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ବୃକ୍ଷ ରୋପଣ କରିବା ତାକି ରାସ୍ତା ରେ ଯାଉଥିବା ବାଟୋଇ ଟି ଖରା ରୁ ରକ୍ଷା ପାଇବା ପାଇଁ ଏହା ତଳେ ଆଶ୍ରୟ ନେଇପାରିବେ , ଅଧିକ ପରିମାଣରେ ଅମ୍ଳଯାନ ପାଇବା ପରିବେଶ ସୁରକ୍ଷା କରିପାରିବା, ଏଥିରେ ପୂର୍ବରୁ ରାଜା, ମହାରାଜା କାହିଁକି ଆମ୍ବ, ପଣସ, ଜାମୁ ନିମ୍ବ,କରଞ୍ଜ ଆଦି ବୃକ୍ଷ ରୋପଣ କରୁଥିଲେ ତେଣୁ ଏହା କୁ ଦୃଷ୍ଟିରେ ରଖି ଆମ ଭବିଷ୍ୟତ ପାଇଁ ତଥା ଯେଉଁ ପିଲାଙ୍କ ପାଇଁ ଆମେ ଏତେ ପରିଶ୍ରମ କରୁଛନ୍ତି ସେମାନଙ୍କ ଉଜ୍ବଳ ଭବିଷ୍ୟତ ପାଇଁ ଆଉ ଟିକିଏ ପରିଶ୍ରମ କରି ଗଛ ଟିଏ ଲଗାଇବା ବୋଲି ଆହ୍ଵାନ ଦିଆଯାଇଥିଲା।

18/04/2023
INDIAN PUBLIC SCHOOL, AMRUTVIHAR Lane-2 Jail Road , KEONJHAR .Admission Open from play to std-8.Affordable price with th...
26/02/2022

INDIAN PUBLIC SCHOOL, AMRUTVIHAR Lane-2 Jail Road , KEONJHAR .

Admission Open from play to std-8.

Affordable price with the best teaching environment.

For any query,
Contact - 9437085596
9439665518

Flowers of our school garden.
15/01/2021

Flowers of our school garden.

24/05/2020

Free admission Free admission
INDIAN PUBLIC SCHOOL
PLAY TO STD-7
Keonjhar ରେ ପ୍ରଥମ ଥର ପୀଇ୍ଁ କୋରନା ପରି ମହାମାରୀ ରେ
ସଂର୍ଘଷ କରୁଥିବା ଯୋଦ୍ଧାମାନଙ୍କ ପିଲାଙ୍କୁ ଆମ INDIAN PUBLIC SCHOOL FREE ADMISSION କରୁଛି ଏଥିରେ ପିଲାଙ୍କୁ
ଆଡମିସନ ପାଇ୍ଁ କୌଣସି ଦେୟ ଦେବାକୁ ପଡିବ ନାହି୍ଁ |
ଯେଉ୍ଁ ସମୟ ରେ ଓଡ଼ିଶା ତଥା ଭାରତର ଅର୍ଥ ନିତି ଭୁସୁଡି ଯାଉଥିବା ସମୟରେ ଆମ Keonjhar ସହରର କୋରନା ଯୋଦ୍ଧାଙ୍କ
ପରିବାରର ପରିବାରର କୋମଳମତି ଶିଶୁ ଙ୍କୁ ସାହାଯ୍ୟ ପାଇ୍ଁ ଆମର
ଏକ ଅଭିନବ ପ୍ରୟାଶ ଚଳାଇଛୁ |
ଅଭିଭାବକ ମାନେ ନିମ୍ନଲିଖିତ ଦେୟ ଦେଇ ତାହା ମ୍
ମଧ୍ୟ ରେ
(Book, copies,Bag,pencil box,tiffen box, water bottle) ପାଇ ପାରିବେ |
play -Rs-2000
Nursery-Rs-2500
LKG-Rs-2600
UKG-Rs-2800
STD-1-Rs3000
STD-2-Rs3100
STD-3-Rs3300
STD-4-Rs3500
STD-5-Rs3645
STD-6-RS3730
STD-7-Rs3800
ତୁରନ୍ତ ଅହାର ଲାଭ ଉଠାନ୍ତୁ
ଏହା ର ସମୟ ସୀମା 20-6-20
ଏଥିପାଇ୍ଁ ଯୋଗାଯୋଗ କରନ୍ତୁ 9439665518, 9437085596,06766 253001
ଠିକଣା--AMRUT BIHAR LANE-2,JAIL ROAD
KEONJHAR

Address

Amrut Vihar, Lane 2 , Jail Road. Landmark: Near Keonjhar Jail
Keonjhargarh
758001

Opening Hours

Monday 8am - 5pm
Tuesday 8am - 1pm
Wednesday 8am - 5pm
Thursday 8am - 1pm
Friday 8am - 5pm

Telephone

+919439665518

Website

Alerts

Be the first to know and let us send you an email when Indian Public school posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Indian Public school:

Shortcuts

Share

Category