01/02/2026
Congratulations
Your hard work and dedication gives you more achievements .
God bless you 🙌
SPIRITZA - is a platform which provide facilities to explore their talent in DANCE,ACTING,MUSIC & Videography
01/02/2026
Congratulations
Your hard work and dedication gives you more achievements .
God bless you 🙌
01/02/2026
Congratulations team 💐
01/02/2026
Odissi dance workshop by Spiritza -Academy of Performing Art
Dt-29th Jan 2026
Keonjhar, odisha
26/01/2026
Vande mataram 🙏🫡
Extension programme
Nsd collaborating with Spiritza Academy
Production - Mahan Biplabi Dharanidhara
Director - Sekhar Kanwat
Asst director - Dipak Ray (A***n Ray
18/01/2026
Extension programme
Nsd collaborating with Spiritza Academy
Production - Mahan Biplabi Dharanidhara
Director - Sekhar Kanwat
Asst director - Dipak Ray (A***n Ray)
14/01/2026
🙏🙏🙏 ଆମ ମାନ୍ୟବର ସରକାର ଆମ କଳା ସଂସ୍କୃତି ପାଇଁ ତାଙ୍କର ବହୁମୂଲ୍ୟ ସମୟ ଆମକୁ ଦେଇଥିବାରୁ ତାଙ୍କ ନିକଟରେ ଆମେ ଚୀର ରୁଣି 🙏🙏🙏
14/01/2026
ଆମ ସ୍ପିରିଟଜା ଏକାଡେମୀ ଓ NSD ର ମିଳିତ ଉଦ୍ୟମ ରେ ଅଭିନୟ ଶିବିର ର ଉଦଯାପନୀ ସନ୍ଧ୍ୟା ରେ ମାନ୍ୟବର ମୁଖ୍ୟ ମନ୍ତ୍ରୀ ଙ୍କୁ ପାଇ ଆମେ ନିଜକୁ ଧନ୍ୟ ମନେ କରୁଛୁ ଏବଂ ତାଙ୍କ ନିକଟରେ ଚୀର କୃତଜ୍ଞ 🙏🙏 ସାଂସଦ ମହୋଦୟ ଶ୍ରୀଯୁକ୍ତ ଅନନ୍ତ ନାୟକ ମହୋଦୟ, ମାନ୍ୟବର ବିଧାୟକ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଫକିର ମୋହନ ନାୟକ ମହୋଦୟ,ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ପଦ୍ମଚରଣ ହାଇବୁରୁ, nsd registrar ଶ୍ରୀଯୁକ୍ତ ପ୍ରଦୀପ ମହାନ୍ତି ମହୋଦୟ, ଜିଲ୍ଲାପାଳ ଶ୍ରୀଯୁକ୍ତ ବିଶାଳ ସିଂହ ସମସ୍ତେ ନିଜର ବହୁମୂଲ୍ୟ ସମୟ ଦେଇ ଥିବାରୁ ସମସ୍ତଙ୍କୁ ମୋର ହୃଦୟ ରୁ ପ୍ରଣାମ 🙏🙏workshop ର ଲକ୍ଷ୍ୟ ଥିଲା ସେଥିରେ ଆମ ଜିଲ୍ଲା ତଥା ରାଜ୍ୟ ର ଇଚ୍ଛୁକ କଳାକାର ମନକୁ ଏକ ଉଦୀୟମାନ ତାର। ପରି ଗଢିତୋଳିବା । ଏହି workshop ଉଦଯାପନୀ ସନ୍ଧ୍ୟା ରେ ଆମ କେନ୍ଦୁଝର ମାଟିର ବିପ୍ଲବୀ ଧରଣୀଧର ଙ୍କ ନାଟକ ପରିବେଷଣ କର ଯାଇଥିଲା ଯାହାର ନିର୍ଦ୍ଦେଶନା ଦେଇଥିଲେ Sekhar Kanwat । ଯାହାକି ସମସ୍ତଙ୍କୁ ବନ୍ଧିରଖିଥିଲ ଏହି ସନ୍ଧ୍ୟା ରେ ।ଜିଲ୍ଲା ପ୍ରଶାସନ ର ସାହାଯ୍ୟ ଓ ପ୍ରେରଣା ରେ ଆମ ଅନୁଷ୍ଠାନ ଅଜି ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଆମେ ଆମ ଜିଲ୍ଲା ର କୁନିକୁନି ପ୍ରତିଭା ମ।ନକୁ ନେଇ ଏକ ସୁନ୍ଦର କଳାକାର ଓ ନୃତ୍ୟ ପରିବାର ଗଢିବାରେ ଜିଲ୍ଲା ବାସୀ ଙ୍କ ଠାରୁ ସମସ୍ତ ସାହାଯ୍ୟ ସହଯୋଗ ପାଇଛୁ। ସେଥିପାଇଁ Spiritza ପରିବାର ଆମ ଜିଲ୍ଲା ବାସୀ ଙ୍କ ନିକଟ ରେ ଚୀର ରୁଣୀ ଓ ସମସ୍ତ ପରିବାର ର ସଦସ୍ୟଙ୍କ ପାଖେ ଚୀର ନମସ୍ୟ । ଆଗକୁ ଅସୁମାରୀ ସ୍ବପ୍ନ ଓ ଅନେକ ଉଦ୍ୟମ ବାକି ଅଛି । ଏବଂ ପ୍ରଭୁ ଶ୍ରୀ ବଳଦେବଜୀଉ ଓ ମା ତାରିଣୀଙ୍କ ଆଶୀର୍ବାଦ ଓ ଜିଲ୍ଲା ବାସୀ ଙ୍କ ସହିଯୋଗ ରେ କେନ୍ଦୁଝର କୁ ଏକ କଳା ଭୂମି ରେ ପରିଣତ କରିବାରେ ସାର୍ଥକ କରିବା ପାଇଁ ପ୍ରାର୍ଥନା କରୁଛୁ। ପରିସେଶ ରେ ଜିଲ୍ଲା ପ୍ରଶାସନ , ସମସ୍ତ ସାମ୍ବାଦିକ ଭାଇ ଓ ସମସ୍ତଙ୍କୁ ଆମର ପ୍ରଣାମ 🙏🙏🙏. CMO Odisha District Administration Keonjhar,Odisha , National School of Drama PMO India
| Monday | 9am - 8pm |
| Tuesday | 9am - 8pm |
| Wednesday | 9am - 8pm |
| Thursday | 9am - 8pm |
| Friday | 9am - 8pm |
| Saturday | 9am - 8pm |
| Sunday | 9am - 8pm |