26/09/2022
ଆମ ଦୈତାରି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ମହେଶ୍ୱର ଜେନା ସାରଙ୍କର ଆସନ୍ତା ତା ୩୦.୦୯.୨୦୨୨ ରିଖ ଶୁକ୍ରବାର ଦିନ ବିଦ୍ୟାଳୟ ତରଫରୁ ଏକ ବିଦାୟକାଳୀନ ସଭାର ଆୟୋଜନ କରାଯାଇଛି।
ସମସ୍ତ ପୁରାତନ ଛାତ୍ର ଛାତ୍ରୀ ଙ୍କୁ ଅନୁରୋଧ ଉକ୍ତ ସଭାରେ ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରାନ୍ତୁ।
22/12/2021
Any one having DSLR photographs of golden jubilee celebration kindly revert
08/02/2021
89batch student----Sriman Narayan mishra.... With a visit
31/01/2021
Patra sir farewell ceremony..... Retirement of HM sir Daitari high school 🙏
30/01/2021
Swach bharat abhiyan.... Gandhiji ka sahid divas par by daitari high school NCC cadets 🙏👍
23/01/2021
Daitari high school.... Ncc ANO & CDTS activities.... About 125th netaji jayanti jayanti & fit india cyclothan
23/01/2021
Ncc activities--netaji jayanti, bira surendra sai jayanti, 12km cyclothan, fit India🇮🇳 programs.... Today conduct
23/01/2021
Daitari High School....125th Netaji jayanti celebration
08/01/2021
ଓଡିଶା ଖଣି ନିଗମ, ଦୈତାରି ଶାଖାରେ ଅବସ୍ଥିତ ଦୈତାରି ଉଚ୍ଚ ବିଦ୍ୟାଳୟରେ ସରକାରଙ୍କ ସମସ୍ତ ପ୍ରକାର Covide ନୀତିନିୟମକୁ ପଲନକରି ଦଶମ ଶ୍ରେଣୀ ଶିକ୍ଷାଦାନ କାର୍ଯ୍ୟ ର ଶୁଭାରମ୍ଭ.....
ପ୍ରଧାନଶିକ୍ଷକ, ଦୈତାରି ଉଚ୍ଚ ବିଦ୍ୟାଳୟ, ଦୈତାରି