Odia Timeline

Odia Timeline Contact information, map and directions, contact form, opening hours, services, ratings, photos, videos and announcements from Odia Timeline, Education, Keonjhar.

✨ Welcome to Odia Timeline! ✨

📜 Odia Timeline – ଓଡ଼ିଶା ଓ ଭାରତର ଇତିହାସ, ତଥ୍ୟ, ଓ ଖବର ବିଶ୍ଳେଷଣର ସତ୍ୟ ସ୍ୱର।

🎥 ଏଠାରେ ଆପଣ ପାଇବେ
🌍 ଓଡ଼ିଶା, ଭାରତ ଓ ବିଶ୍ୱର ଗୁରୁତ୍ୱପୂର୍ଣ୍ଣ ଘଟଣା, news analysis ଓ fact check – ସବୁ ଓଡ଼ିଆରେ ।
📬 Contact us:
✉️ [email protected]

03/01/2026

ଓଡ଼ିଆ New Year କେବେ ଆରମ୍ଭ ହୁଏ
🔹 ପଣା ସଂକ୍ରାନ୍ତି କାହିଁକି ଓଡ଼ିଆ ନୂଆ ବର୍ଷ
🔹 31 December ର ଇତିହାସ ଓ ତାହାର ସତ୍ୟ

03/01/2026

ପଣା ସଂକ୍ରାନ୍ତି କାହିଁକି ଓଡ଼ିଆ ନୂଆ ବର୍ଷ
🔹 31 December ର ଇତିହାସ ଓ ତାହାର ସତ୍ୟ
🔹 ଓଡ଼ିଶା ସରକାର କାହିଁକି Government level ରେ English New Year celebration ମନା କଲେ

30/11/2025

Konark Sun Temple History l କୋଣାର୍କର ଇତିହାସ ଓ ନିର୍ମାଣର ଗୁପ୍ତ କାହାଣୀ
Konark Sun Temple — The Black Pagoda of India — is one of the greatest masterpieces of ancient Indian architecture.


09/11/2025

କଳିଯୁଗର ମଣିଷ କୁକୁରକୁ ଭଲପାଏ — ଯିଏ ଭୁକେ, କାମୁଡ଼େ, ଦୌଡ଼ାଏ 🐕
କିନ୍ତୁ ଗାଈ ଯିଏ ନିରହ, ଯିଏ କାହାର କିଛି କ୍ଷତି କରେନି 🐄 — ସେହି ଗାଈକୁ କେହି ଭଲପାଉନି।
ଏହି ହେଉଛି କଳିଯୁଗର ସତ୍ୟ — ଯେଉଁଠି ମୂଲ୍ୟ ହିଂସାରେ ରହିଛି ଓ ନିରହତା ଅବହେଳିତ।
🕉️ ସତ୍ୟ କୁ ବୁଝନ୍ତୁ, ଧର୍ମକୁ ଜୀବନରେ ଆଣନ୍ତୁ।











09/11/2025

ଭାରତୀୟ ସମ୍ବିଧାନ କେବଳ ଡ଼. ବି.ଆର୍. ଆମ୍ବେଦକର ଲେଖିନଥିଲେ — ସେ ଥିଲେ Drafting Committee ର Chairman, ଯେଉଁ team ରେ ଅନେକ ଶିକ୍ଷିତ ଓ ଜଣେଜଣେ ଦେଶଭକ୍ତ ସଦସ୍ୟ ଥିଲେ। 🇮🇳
📚 ଜ୍ଞାନ ବାଣ୍ଟନ୍ତୁ, ସତ୍ୟ କୁ ସମ୍ମାନ କରନ୍ତୁ 🙏









09/11/2025

ସନାତନ ଧର୍ମ କେବେ ଆରମ୍ଭ ହୋଇନି, ଏହା ଅନାଦି ଓ ଅନନ୍ତ।
🙏 ଧର୍ମ କେବେ ଶେଷ ହୁଏନି, ଏହା ସତ୍ୟର ପରିଚୟ।

1947-48 India-Pakistan War — ସ୍ୱାଧୀନତା ପରେ India ଓ Pakistan ମଧ୍ୟରେ ହୋଇଥିବା ପ୍ରଥମ ବଡ଼ War ଯାହା କାଶ୍ମୀରର future କୁ decide ...
12/08/2025

1947-48 India-Pakistan War — ସ୍ୱାଧୀନତା ପରେ India ଓ Pakistan ମଧ୍ୟରେ ହୋଇଥିବା ପ୍ରଥମ ବଡ଼ War ଯାହା କାଶ୍ମୀରର future କୁ decide କରିଦେଲା।
In this video from Odia Timeline, presented by କ୍ଷୀରୋଦ ମହାନ୍ତ, we will explore how the battle for Kashmir became the First Indo-Pak War and how India achieved its first victory.

📌 Video Highlights:

1947-48 Indo-Pak War ପୃଷ୍ଠଭୂମି (Background)

Pakistan backed tribal invasion into Kashmir

Indian Army’s heroic counter-attack

Major battles & turning points of the war

Ceasefire ଏବଂ Line of Control ର beginning

🇮🇳 This is not just about war — ଏହା ସାହସ, ବଳିଦାନ ଏବଂ ଜାତୀୟ ଗୌରବର କାହାଣୀ।

🔔 For more historical videos, subscribe to Odia Timeline and join me, କ୍ଷୀରୋଦ ମହାନ୍ତ, in bringing history alive!

02/08/2025

Dragonfly ଦିନକୁ 100ରୁ ବି ଅଧିକ ମଶାକୁ ଖାଇଯାଇଥାଏ!

ଡ୍ରାଗନଫ୍ଲାଇ — ପ୍ରକୃତିର ଏକ ଅଦ୍ଭୁତ ଶିକାରୀ!
🦟 ମଶା ଘଟାନ୍ତୁ, ଡ୍ରାଗନଫ୍ଲାଇ ବଢ଼ାନ୍ତୁ!

01/08/2025

🚨 5 ଥର ରୁ ଅଧିକ ଚାଲାଣ? ଏବେ ହେବ କଡ଼ା କାର୍ଯ୍ୟନୁଷ୍ଠାନ! | ନୂଆ ନିୟମ 2025 | Odisha Traffic Update


Address

Keonjhar

Alerts

Be the first to know and let us send you an email when Odia Timeline posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category