16/08/2026
ଯାଜପୁର, ରୁଦ୍ରପୁର ଠାରେ ରଥଯାତ୍ରା ବାହୁଡା଼ ଅଧରପଣା ଉତ୍ସବ ପାଳନ ଅବସରରେ " ରାଜ୍ୟର ଅଗ୍ରଣୀ ନୃତ୍ୟ ସଂଗୀତ ପ୍ରତିଷ୍ଠାନ Royal Dance Academy. Kendrapara (ଓଡିଶୀ ନୃତ୍ୟ ମନ୍ଦିର ) ଦ୍ୱାରା ସାଂସ୍କୃତିକ ଆଧାତ୍ମିକ, ଭଜନ ଓ ଓଡିଶୀ ନୃତ୍ୟ,ପରିବେଷଣ ସହ ସଂମ୍ମାନିତ କରାଯାଇଛି ଏହି ଅବସରରେ ଆମ୍ଭକୁ ନିମନ୍ତ୍ରଣ କରିଥିବାରୁ ମୁଁ ରଥଯାତ୍ରା କମିଟି ଯାଜପୁର, ରୁଦ୍ରପୁର କୁ ଧନ୍ୟବାଦ ଜଣାଉଛି!🙏
ମହେଶ ପାଢ଼ୀ
ସମ୍ପାଦକ ତଥା ପ୍ରତିଷ୍ଠାତା
ରୟାଲ ଡ୍ୟାନ୍ସ ଏକାଡେମୀ &ରୟାଲ ଫାଉଣ୍ଡେସନ
9337539950🙏