24/05/2024
କରଞ୍ଜିଆ, :ଚଳିତ ବର୍ଷ ଦଶମ ଓ ଶ୍ରେଣୀ ପରିକ୍ଷା ଫଳ ପ୍ରକାଶ ପାଇବା ପରିପ୍ରେକ୍ଷୀରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସ୍ଥିତ ସହରର ଅନ୍ୟତମ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଜାଭିୟାର ପବ୍ଲିକ ସ୍କୁଲ ର ଛାତ୍ରୀ ସ ସଫଳତା ର ସହ ପ୍ରଥମ ସ୍ଥାନ ହାସଲ କରିଥିବା ଜଣାପଡି |ପଡିଛି।ତେବେ ଜାଭିୟାର ସ୍କୁଲର ୨୪ଜଣ ଛାତ୍ରଛାତ୍ରୀ ସି ବି ଏସଇ ପାଠ୍ୟକ୍ର ମରେ ପରି କ୍ଷା ଦେଇଥିବା ବେଳେ ଛାତ୍ରୀ ଆରୁ ଶି କଟିଆର ସର୍ବାଧୂକ ୯୦ ପ୍ରତିଶତ ନମ୍ବର ରଖ୍ ସିବିଏସଇ ପାଠ୍ୟକ୍ରମରେ ସହରରେ ସର୍ବାଧିକ ନମ୍ବର ରଖ୍ ପ୍ରଥମ ସ୍ଥାନ ଅଧିକାର କରିବା ରେ ସଫଳ ହୋଇଛନ୍ତି ।