Anchal High School, Muktapasi -My Alma Mater

Anchal High School, Muktapasi -My Alma Mater Education is of two types; one teaches us how to earn a living and another teaches us how to live...

Ohh... my Alma Mater,
on your grounds
I flexed my muscles
to make them strong,
On ur blackboard
I found the symbols
to draw my path n walk along. Ohh... my Alma Mater,
when i was striving for a rise,
In your classroom
I got the lessons
to live with passion and pride. Ohh... my Alma Mater,
betrayal not in my blood,
I vow
to come back one day,
and take you out
on the bright pathway.

"ପରିଶୋଧ": ସମାଜ  ଓ ବିଦ୍ୟାଳୟର ଋଣ ଶୁଝିବାରେ ଏକ ପ୍ରୟାସ ମାତ୍ର  | "ପରିଶୋଧ" ଅଭିଯାନର ପ୍ରଥମ ପାଦ ...୨୦୦୯ ମସିହାରେ ହୋଇଥିବା ସାମାଜିକ ସଚ...
18/04/2026

"ପରିଶୋଧ": ସମାଜ ଓ ବିଦ୍ୟାଳୟର ଋଣ ଶୁଝିବାରେ ଏକ ପ୍ରୟାସ ମାତ୍ର |
"ପରିଶୋଧ" ଅଭିଯାନର ପ୍ରଥମ ପାଦ ...୨୦୦୯ ମସିହାରେ ହୋଇଥିବା ସାମାଜିକ ସଚେତନତା ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ କୄତ୍ତୀ ସମାଜ ସଂସ୍କାରକ ବିଦ୍ୟାର୍ଥିମାନେ ସମ୍ମାନିତ ହେବା ଅବସରରେ ...
ଦିନ : ସାଧାରଣତନ୍ତ୍ର ଦିବସ (୨୬ ଜାନୁଆରୀ 2010), ଅଂଚଳ ସରକାରୀ ଉଚ୍ଚ ବିଦ୍ୟାଳୟ , ମୁକ୍ତାପଶି |

ଉତ୍କଳ ଦିବସର ଶୁଭେଚ୍ଛା.. ବନ୍ଦେ ଉତ୍କଳ ଜନନୀ
01/04/2026

ଉତ୍କଳ ଦିବସର ଶୁଭେଚ୍ଛା.. ବନ୍ଦେ ଉତ୍କଳ ଜନନୀ

ବାର୍ଷିକ ଉତ୍ସବ 2026
28/02/2026

ବାର୍ଷିକ ଉତ୍ସବ 2026

28/02/2026
ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର 🙏
04/09/2025

ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଇଶ୍ଵର 🙏

ବାର୍ଷିକୋତ୍ସବ ଦିବସରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଆରତୀ ମିଶ୍ର ବିଦ୍ୟାଳୟର ଅତିଥି ପଣ୍ଡିତ ଶ୍ରୀ ମାତୃ ପ୍ରସାଦ ମିଶ୍ର ମହୋଦୟଙ୍କୁ ମାତା ତ୍...
20/01/2025

ବାର୍ଷିକୋତ୍ସବ ଦିବସରେ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଆରତୀ ମିଶ୍ର ବିଦ୍ୟାଳୟର ଅତିଥି ପଣ୍ଡିତ ଶ୍ରୀ ମାତୃ ପ୍ରସାଦ ମିଶ୍ର ମହୋଦୟଙ୍କୁ ମାତା ତ୍ରିପୁରା ସୁନ୍ଦରୀଙ୍କ ମନ୍ଦିରର ରୂପରେଖ ପ୍ରଦାନ କରି ସମ୍ମାନିତ କରିବା ଅବସରରେ...

ବାର୍ଷିକ ଉତ୍ସବର (୧୫.୦୧.୨୦୨୫) କିଛି ମୁହୂର୍ତ୍ତ...
16/01/2025

ବାର୍ଷିକ ଉତ୍ସବର (୧୫.୦୧.୨୦୨୫) କିଛି ମୁହୂର୍ତ୍ତ...

14/01/2025

*ଆସନ୍ତାକାଲି (ତା ୧୫.୦୧.୨୦୨୫, ବୁଧବାର) ସ୍କୁଲର ବାର୍ଷିକୋତ୍ସବ* ଅନୁଷ୍ଠିତ ହେବାକୁ ଯାଉଛି |

ଏହି ବାର୍ଷିକୋତ୍ସବରେ ଯୋଗଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ତଥା ଆମ ଗ୍ରାମର ଭବିଷ୍ୟତ ପୀଢିକୁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ବିନମ୍ର ନିବେଦନ |🙏

11/01/2025

ବିଦ୍ୟାଳୟର ବାର୍ଷିକ ଉତ୍ସବରେ (ତା ୧୫.୦୧.୨୦୨୫) ନିଜର ଉପସ୍ଥିତି ପୂର୍ବକ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ହେବେ 🙏

11/01/2025

ବାର୍ଷିକ ଉତ୍ସବ ଆଗାମୀ ସପ୍ତାହ ୧୫ ତାରିଖରେ (15.01. 2025) ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଯାଉଛି |

ଇଂରାଜୀ ନବବର୍ଷ ୨0୨୫ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ  ସୁଖ...
01/01/2025

ଇଂରାଜୀ ନବବର୍ଷ ୨0୨୫ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ 💐l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଆଗାମୀ ବର୍ଷ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ସଫଳତାର ବର୍ଷ ହେଉ...ଜୟ ଶ୍ରୀଜଗନ୍ନାଥ🙏

Address

MUKTAPASI
Kamakhyanagar
759018

Opening Hours

Monday 10am - 4pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 7am - 11am

Telephone

+918895757728

Website

Alerts

Be the first to know and let us send you an email when Anchal High School, Muktapasi -My Alma Mater posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to Anchal High School, Muktapasi -My Alma Mater:

Shortcuts

Share

Category