03/01/2024
ଦେଶର ପ୍ରଥମ ଶିକ୍ଷିତା, ପ୍ରଥମ ଶିକ୍ଷୟତ୍ରୀ, ପ୍ରଥମ ପ୍ରଧାନ ଶିକ୍ଷୟତ୍ରୀ, ପ୍ରଥମ କବୟତ୍ରୀ ଓ ପ୍ରଥମ ଲେଖିକା । ଜାତିବାଦ, ବାଲ୍ଯ ବିବାହ, ସତୀପ୍ରଥା, ଭଳି ଅନେକ ଅନ୍ଧବିଶ୍ୱାସ କୁସଂସ୍କୃତି ପାଖଣ୍ଡବାଦ ବିରୁଦ୍ଧରେ ତଥା ସ୍ତ୍ରୀ ପୁରୁଷ ସମାନତା ନିମନ୍ତେ ସ୍ୱର ଉତ୍ତୋଳନ କରିଥିବା ସେହି ମହାନ ଜନନାୟିକା କ୍ରାନ୍ତିଜ୍ଯୋତି ରାଷ୍ଟ୍ରମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୩ତମ ଜନ୍ମ ଜୟନ୍ତୀ ଅବସରରେ *ଆମ୍ବେଦକର ଫୁଲେ ପାଠଶାଳା* ତରଫରୁ କୋଟି ଆଦରଞ୍ଜଳି ।