Sharada Shishu Mandir ,Alekhapada

Sharada Shishu Mandir ,Alekhapada The School page

07/07/2025
With honorable MP Ananta Bhai
13/10/2024

With honorable MP Ananta Bhai

28/12/2023

Follow the Sharada Shishu Mandir Alekhapada channel on WhatsApp:

23/05/2022

ssmalekhapada.co.in

ଶାରଦା ଶିଶୁ ମନ୍ଦିର ଅଲେଖାପଡାରେ ସମ୍ବର୍ଦ୍ଧନା ସଭା ଅଦ୍ୟ ତା 21.03.2022 ରିଖ ସୋମବାର ଦିନ ଶାରଦା ଶିଶୁ ମନ୍ଦିର , ଅଲେଖାପଡାରେ ସମ୍ବର୍ଦ୍ଧନ...
21/03/2022

ଶାରଦା ଶିଶୁ ମନ୍ଦିର ଅଲେଖାପଡାରେ ସମ୍ବର୍ଦ୍ଧନା ସଭା
ଅଦ୍ୟ ତା 21.03.2022 ରିଖ ସୋମବାର ଦିନ ଶାରଦା ଶିଶୁ ମନ୍ଦିର , ଅଲେଖାପଡାରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା I ଉକ୍ତ ସଭାରେ ଅବସର ପ୍ରାପ୍ତ ଗଣିତ ଶିକ୍ଷକ ଶ୍ରୀଯୁକ୍ତ ଦିବାକର ମହାନ୍ତ ମୁଖ୍ୟ ଅତିଥି ଓ ଶ୍ରୀଯୁକ୍ତ ଫକୀର ଚରଣ ମହାନ୍ତ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ I ଗ୍ରାମ୍ୟ ଶିକ୍ଷା ବିକାଶ ପରିଷଦର ସଭାପତି ଶ୍ରୀଯୁକ୍ତ ଶଶୀ ଭୂଷଣ ମହାନ୍ତ ଉକ୍ତ ସଭାରେ ସଭାପତିତ୍ୱ କରିଥିଲେ I ବିଦ୍ୟାଳୟରୁ ତୃତୀୟ ଓ ପଞ୍ଚମ ଶ୍ରେଣୀ ସରକାରୀ ବୃତ୍ତି ତଥା ଷଷ୍ଠ ଶ୍ରେଣୀ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇଥିବା 9ଜଣ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I ବିଦ୍ୟାଳୟର ସଫଳତାକୁ ଦେଖି ସମସ୍ତଙ୍କ ମନରେ ଉତ୍ସାହର ଲହରୀ ଖେଳି ଯାଇଥିଲା I ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଇଂ କ୍ଷୀରୋଦ ଚନ୍ଦ୍ର ମହାନ୍ତ ଧନ୍ୟବାଦ ଜ୍ଞାପନ କରି ସଭାସାଙ୍ଗ କରିଥିଲେ I

https://youtu.be/yNJEF2aJ4a0
21/09/2021

https://youtu.be/yNJEF2aJ4a0

ଗୁଣନ ପ୍ରକ୍ରିୟାର ମୌଳିକ ପଦ୍ଧତି ଜାଣିବା ପାଇଁ ଏକ ଛୋଟ ପ୍ରୟାସ

23/02/2021

Three students of our school got Govt. Scholarship. Feeling proud for them.

Online Live classes are conducted for Class IV , V , VI , VII, VIII.               If any one interested for this , Cont...
04/08/2020

Online Live classes are conducted for Class IV , V , VI , VII, VIII.
If any one interested for this , Contact Us.
Stay home Stay Safe

Address

Alekhapada
Jhumpura
758031

Alerts

Be the first to know and let us send you an email when Sharada Shishu Mandir ,Alekhapada posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category