01/03/2025
ଆମେ ଅନୁଷ୍ଠାନ କଲୁ କିନ୍ତୁ ଅନୁଷ୍ଠାନ କୁ ଆପଣ ମାନେ ଆଗକୁ ବଢ଼େଇଲେ । ଆପଣ ମାନେ ବିଶ୍ୱାସ କରି ଭରଷା କରି ଅନୁଷ୍ଠାନ କୁ ଆସିଲେ ବା ଅନଲାଇନ୍ ମାଧ୍ୟମରେ ଅନୁଷ୍ଠାନ ସହିତ ଜଡ଼ିତ ହେଲେ । ସେଥିପାଇଁ ଆପଣ ମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶ୍ରୀଯୁକ୍ତ Sourav Ganguly ମହୋଦୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ସମସ୍ତ ପ୍ରକାର ଅନଲାଇନ୍ ଏବଂ ଅଫ୍ ଲାଇନ୍ ଛାତ୍ର ଛାତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍।
ପୂର୍ବତନ ତଥା ବର୍ତ୍ତମାନ୍ କାର୍ଯ୍ୟ କରୁଥିବା ସମସ୍ତ କର୍ମକର୍ତ୍ତା ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ବାପା ମାଁ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍
ପରିବାରର ସମସ୍ତ ସଦସ୍ୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ସାଙ୍ଗ ସାଥି ବନ୍ଧୁ ବାନ୍ଧବ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ସରକାରୀ ସ୍ତରରେ ସାହାଯ୍ୟ କରିଥିବା ସମସ୍ତ ପଦାଧିକାରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ବେସରକାରୀ ସ୍ତରରେ ସାହାଯ୍ୟ ସହଯୋଗ କରିଥିବା ସମସ୍ତ ପଦାଧିକାରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ପୁଅ ଝିଅ ତଥା ଧର୍ମ ପତ୍ନୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ପ୍ରତ୍ୟେକ ତଥା ପରୋକ୍ଷ ଭାବରେ ସାହାଯ୍ୟ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
MLA ସାର୍ ମହୋଦୟ ଙ୍କୁ ତଥା ପୋଲିସ ପ୍ରଶାସନ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
You Tube, Facebook, Instagram, Gmail, WhatsApp ଆଦି ସୋସିଆଲ ମିଦିଆଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ସମସ୍ତ ପ୍ରକାର Print Media ତଥା Electronics Media ର ସାମ୍ବାଦିକ ସାମ୍ବାଦିକା ଭାଇ ଭଉଣୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ଆର୍ଥିକ ସାହାଯ୍ୟ ସହଯୋଗ କରିଥିବା ବ୍ୟାଙ୍କ୍ ICICI, HDFC, Axis,DCB, SBI ଆଦି ବ୍ୟାଙ୍କ୍ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ଆର୍ଥିକ ସାହାଯ୍ୟ କରିଥିବା icici, hdfc, axis, credit card ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ଆର୍ଥିକ କ୍ଷେତ୍ର ରେ ସାହାଯ୍ୟ କରିଥିବା CRED App ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
Evans App ତଥା Classplus ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ।
ଶେଷରେ ଯାହାଙ୍କ ଆଶୀର୍ବାଦ ରେ ଏସବୁ ସମ୍ଭବ ହୋଇ ପାରିଲା ସେଇ ଭଗବାନ ଙ୍କୁ ଅନନ୍ତ କୋଟି ଧନ୍ୟବାଦ୍ । ହେ ସୃଷ୍ଟି କର୍ତ୍ତା ହେ ବିଶ୍ବ ବିଧାତା ହେ ବିଶ୍ବ ବ୍ରହ୍ମାଣ୍ଡ ଆପଣଙ୍କୁ ଅନନ୍ତ କୋଟି ଧନ୍ୟବାଦ୍ ।
Thank you Universe
Thank you Universe
Thank you Universe
Team Evans
7008274792
7656916369
7008261718
6371644288
8926088250