ଯୋଗୀଭାଈଙ୍କ Evan's Academy jeypore

ଯୋଗୀଭାଈଙ୍କ Evan's Academy jeypore Sharp your memory power before it is too late . for more details please contact us on 7656916369

07/03/2022
06/05/2021

ଗରିବ ଛାତ୍ରଛାତ୍ରୀଙ୍କ ପାଇଁ
: FRIDAY 10AM onwards
ପଢ଼ନ୍ତୁ ପଢ଼ନ୍ତୁ ପଢନ୍ତୁ 👇🏻👇🏻👉🏿
Book your seats NOW
7656916369
#ଶିଖିଲେ_ଲାଭ_କଣ_ହେବ ?
● ପୃଷ୍ଠା ସହିତ ବହିରେ କୋଉଠି କଣ ଅଛି ମନେ ରଖିପାରିବେ ସହଜରେ
● Long Answers easily ମନେ ରହିବ
● Short Answers easily ମନେ ରହିବ
● Essay easily ମନେ ରହିବ
● Paragraph easily ମନେ ରହିବ
● Speed Reading କରିପାରିବେ
● Time ବହୁତ ବଳିବ
● ଘୋଷିବାକୁ / by heart କରିବାକୁ ପଡ଼ିବ ନାହିଁ
● ଚିନ୍ତା ଦୂର ହେବ
● ପାଠ ଯାହା ବି ପଢନ୍ତୁ ସହଜ ଲାଗିବ

ୁ_ଶିଖିବେ ?
◆ How to read Process 1
◆ How to read Process 2
◆ Law of A
◆ Law of V
◆ Law of RT
◆ Law of I
◆ Revision Process
◆ Types of Revision
◆ Memory Process
◆ Types of Memory
◆ Power of Conscious n Sub-conscious mind
◆ Entertainment Table
◆ How to remember a Book, essays, paragraphs, long answers, short answers, articles, debates etc
◆Special Brain power music ◆
And many more

#ସମସ୍ତ_ପ୍ରକାର_ଛାତ୍ରଛାତ୍ରୀ_ଏଇ_ଟ୍ରେନିଂ_ନେଇ_ପାରିବେ ।
Only for ENGLISH & ORIYA medium students
କାମରେ ଆସିବ ।

http://on-app.in/app/home?orgCode=iuljv
ଆମ ବିଷୟରେ ଜାଣିବା ପାଇଁ ଏଇ👆🏻👆🏻 App download କରନ୍ତୁ ।

7656916369
7008261718

ଉପରକୁ ଯିବାପାଇଁ , ଉନ୍ନତି କରିବାପାଇଁ ସମସ୍ତଙ୍କୁ ଇଛା କିନ୍ତୁ ସବୁଠୁ ଉପରେ ଯିଏ ରହିଲା ତାର ଉନ୍ନତି କରିବାପାଇଁ ଆମେ କେବେ ଚେଷ୍ଟା କରିଛୁ କ...
30/04/2021

ଉପରକୁ ଯିବାପାଇଁ , ଉନ୍ନତି କରିବାପାଇଁ ସମସ୍ତଙ୍କୁ ଇଛା କିନ୍ତୁ ସବୁଠୁ ଉପରେ ଯିଏ ରହିଲା ତାର ଉନ୍ନତି କରିବାପାଇଁ ଆମେ କେବେ ଚେଷ୍ଟା କରିଛୁ କି ? ମୁହଁରୁ ପାଦ ପର୍ଯ୍ୟନ୍ତ ଖର୍ଚ୍ଚ କରୁଛୁ ଲକ୍ଷାଧିକ ଟଙ୍କା କିନ୍ତୁ Brain ର improvement ପାଇଁ ???
ଲୋଭ ନକରି ସପରିବାର ଏଇ କୋର୍ସ କରି ନିଜ ପୁଅ ଝିଅଙ୍କ ପାଠ ପଢ଼ାରେ ବିଶେଷ ଉନ୍ନତି କରେଇବାରେ ସହାୟକ ହୁଅନ୍ତୁ । 90%Entertainment ମାଧ୍ୟମରେ ଏବଂ 10% serious ହୋଇ 95-100%score କରିପାରିବେ ସବୁବେଳେ ।

7656916369
7008261718

23/04/2021

Marketing of online and offline Life changing courses

ଯଦିଓ ବର୍ତ୍ତମାନ ଜଣା ପଡୁନାହିଁ ତଥାପି  କିଏ ଅଧିକା କ୍ଷତିଗ୍ରସ୍ତ ହୋଇଛନ୍ତି କହିଲେ ହୁଏତ  #ଭବିଷ୍ୟତରେ ବୋଧେ ଛାତ୍ରଛାତ୍ରୀ ହିଁ ଆସିପାରନ୍ତି...
21/04/2021

ଯଦିଓ ବର୍ତ୍ତମାନ ଜଣା ପଡୁନାହିଁ ତଥାପି କିଏ ଅଧିକା କ୍ଷତିଗ୍ରସ୍ତ ହୋଇଛନ୍ତି କହିଲେ ହୁଏତ #ଭବିଷ୍ୟତରେ ବୋଧେ ଛାତ୍ରଛାତ୍ରୀ ହିଁ ଆସିପାରନ୍ତି । କରୋନା ମୃତ୍ୟୁ ହଉ କି ଆକ୍ରାନ୍ତଙ୍କ ସଂଖ୍ୟା ଜଣା ପଡ଼ୁଚି କିନ୍ତୁ ଛାତ୍ର ଛାତ୍ରୀଙ୍କର ଜଣାପଡୁନାହିଁ । କିନ୍ତୁ ଭବିଷ୍ୟତ ରେ ଜଣାପଡ଼ିଲେ ହୁଏତ #ବହୁତ_କଷ୍ଟ_ହେବ ଏବଂ କିଛି କରି ମଧ୍ୟ ହେବ ନାହିଁ । ତେଣୁ ଥରେ ଏଇ କାର୍ଯ୍ୟକ୍ରମ ରେ ଯୋଗ ଦେଇ ବିଷୟରେ ଜାଣିବା ବୁଦ୍ଧିମାନର କାମ ନିଶ୍ଚିତ ହେଇପାରିବ ।
୍ଲାସ ର #ମେଧାବୀ_ଛାତ୍ର_ଛାତ୍ରୀ ପ୍ରଥମେ ଯୋଗ ଦେବା କଥା ।

100 ଦିନରେ କଣ ପଢ଼ିଥିବେ ଭଗବାନଙ୍କୁ ଜଣା । କରୋନା ପାଇଁ ବର୍ଷେ କ୍ଷତି ହେଲା । ପିଲାଙ୍କ ବିଷୟରେ ଭଲ ଖବର ବହୁତ୍ କମ୍ ପାଇଲୁ । ତେଣୁକରି ଏଇ S...
04/04/2021

100 ଦିନରେ କଣ ପଢ଼ିଥିବେ ଭଗବାନଙ୍କୁ ଜଣା । କରୋନା ପାଇଁ ବର୍ଷେ କ୍ଷତି ହେଲା । ପିଲାଙ୍କ ବିଷୟରେ ଭଲ ଖବର ବହୁତ୍ କମ୍ ପାଇଲୁ । ତେଣୁକରି ଏଇ Special Memory Power କ୍ଲାସ କରିବା ପାଇଁ ନିଷ୍ପତି ନେଇଛୁ । ୁତ୍_କମ୍ ଅଛି । ଆଗ୍ରହୀ #ପିତାମାତା_ବର୍ତ୍ତମାନ_ହିଁ_ସମ୍ପର୍କ କରି ଏଇ କ୍ଲାସ କରେଇ ଦେଇ ପାରିବେ । ଆମ WhatsApp group join କରନ୍ତୁ କ୍ଲିକ୍ କରି 👇🏻👇🏻👇🏻
https://chat.whatsapp.com/J07n4xhSPzx8Dt8ASaJXJc

କେବଳ 9Th & 10Th କ୍ଲାସ ପାଇଁ Paid Class

  Sir ଆଜି Extra Class ନେବେ । ଆମ ଯୋଗୀଭାଈଙ୍କ ଇଭାନ୍ସ ଏକାଡେମୀ ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ  ପାରିବେ । କିଛି ପ୍ରଶ୍ନ ଥିଲେ ରେଜିଷ୍...
03/04/2021

Sir ଆଜି Extra Class ନେବେ । ଆମ ଯୋଗୀଭାଈଙ୍କ ଇଭାନ୍ସ ଏକାଡେମୀ ର ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ପାରିବେ । କିଛି ପ୍ରଶ୍ନ ଥିଲେ ରେଜିଷ୍ଟ୍ରେସନ କରିବା ପରେ ପଚାରି ପାରିବେ । ଲିଙ୍କ ପାଇବା ପାଇଁ Evans Academy App download କରନ୍ତୁ ଏବଂ Chat ବକ୍ସ ରେ ଲିଙ୍କ ପାଇବା ପାଇଁ ଅନୁରୋଧ ପଠାନ୍ତୁ । ଧନ୍ୟବାଦ ।

App Link

http://on-app.in/app/home?orgCode=iuljv

Address

Park Line
Jeypore
764001

Opening Hours

Saturday 2pm - 8pm
Sunday 9am - 8pm

Telephone

+917656916369

Website

Alerts

Be the first to know and let us send you an email when ଯୋଗୀଭାଈଙ୍କ Evan's Academy jeypore posts news and promotions. Your email address will not be used for any other purpose, and you can unsubscribe at any time.

Contact The School

Send a message to ଯୋଗୀଭାଈଙ୍କ Evan's Academy jeypore:

Shortcuts

Share

Category