Sri Sri Hingula Bidya Mandir

Sri Sri Hingula Bidya Mandir Official page of Sri Sri Hingula Bidya Mandir, Marjitapur, Jajpur, Odisha.

19/09/2025

ନିମନ୍ତ୍ରଣ

United for Sshbm Marjitapur
17/09/2025

United for Sshbm Marjitapur

05/09/2025

ପବିତ୍ର ଗୁରୁ ଦିବସ ଅବସର ରେ ଶ୍ରୀଯୁକ୍ତ ପ୍ରମୋଦ ମଲ୍ଲିକ ସାର ଙ୍କ ବାର୍ତ୍ତା

ନମସ୍କାରInvitation to attend General Meeting at SSHBMଆଜି ଆମ ବିଦ୍ୟାମନ୍ଦିର ରେ ସନ୍ଧ୍ୟା ପାଞ୍ଚଟା ବେଳେ ମହାନ ଗୁରୁ ଗିରିଧାରୀ ସାର ଙ...
31/08/2025

ନମସ୍କାର
Invitation to attend General Meeting at SSHBM
ଆଜି ଆମ ବିଦ୍ୟାମନ୍ଦିର ରେ ସନ୍ଧ୍ୟା ପାଞ୍ଚଟା ବେଳେ ମହାନ ଗୁରୁ ଗିରିଧାରୀ ସାର ଙ୍କ ବିରଳ ଅବଦାନ ପାଇଁ ପୁରାତନ ଛାତ୍ର ଛାତ୍ରୀ ମାନଙ୍କ ବୈଠକ ଆୟୋଜିତ ହେବା.

A Determination of 35 Years
18/08/2025

A Determination of 35 Years

ହେ ଗୁରୁତୁମେ ମଙ୍ଗଳ ମୟ....!!!ପବିତ୍ର ଗୁରୁଦିବସ ରେ ଆନ୍ତରିକ ଶୁଭେଚ୍ଛା ଓ ପ୍ରଣାମ।
05/09/2024

ହେ ଗୁରୁତୁମେ ମଙ୍ଗଳ ମୟ....!!!
ପବିତ୍ର ଗୁରୁଦିବସ ରେ ଆନ୍ତରିକ ଶୁଭେଚ୍ଛା ଓ ପ୍ରଣାମ।

ଆମ ବିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମହାପାତ୍ର ଙ୍କ ପାଇଁ ଆଜି ଏକ ବିଶେଷ ଦିନ। ବିଜ୍ଞାନ ଓ ଗଣିତ ଶିକ୍ଷାଦାନ ରେ ପିଲାଙ...
01/07/2024

ଆମ ବିଦ୍ୟାମନ୍ଦିର ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ମହାପାତ୍ର ଙ୍କ ପାଇଁ ଆଜି ଏକ ବିଶେଷ ଦିନ। ବିଜ୍ଞାନ ଓ ଗଣିତ ଶିକ୍ଷାଦାନ ରେ ପିଲାଙ୍କ ଭବିଷ୍ୟତ ଗଡ଼ିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ପିଲାମାନଙ୍କୁ ଉଚ୍ଚକୋଟୀର ଶିକ୍ଷା ସହିତ ସୁ ଚରିତ୍ର ଗଠନ ରେ ତାଙ୍କ ର ଅବଦାନ ଅତୁଳନୀୟ।

28/01/2024

ଆମ ସ୍କୁଲ ରେ ସାଧାରଣତନ୍ତ୍ର ଦିବସ

13/08/2023

42nd Birthday Celebration with a lots Happiness. Delighted to have such a big Family of SSHBM.

ଆମ ବିଦ୍ୟାମନ୍ଦିର ର ଛାତ୍ରୀ ମଧୁସ୍ମିତା ଙ୍କ ମେଡ଼ିକାଲ ପ୍ରବେଶିକା ପରୀକ୍ଷା  ରେ କୃତିତ୍ୱ।
16/06/2023

ଆମ ବିଦ୍ୟାମନ୍ଦିର ର ଛାତ୍ରୀ ମଧୁସ୍ମିତା ଙ୍କ ମେଡ଼ିକାଲ ପ୍ରବେଶିକା ପରୀକ୍ଷା ରେ କୃତିତ୍ୱ।

ଆମ ପ୍ରିୟ ସାର ଙ୍କ ସଂଘର୍ଷ ର କାହାଣୀ...!!!ଆମେ  ତାଙ୍କ  ଛାତ୍ର ଛାତ୍ରୀ, ଆଜି କିଛି ନା କିଛି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ...
13/11/2022

ଆମ ପ୍ରିୟ ସାର ଙ୍କ ସଂଘର୍ଷ ର କାହାଣୀ...!!!

ଆମେ ତାଙ୍କ ଛାତ୍ର ଛାତ୍ରୀ, ଆଜି କିଛି ନା କିଛି କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଛନ୍ତି। ଆମ ରୋଜଗାର କି ଦରମା ଯଦି ନମିଳେ ଆମେ କେତେ ଅଣନିଶ୍ୱାସୀ ହୋଇ ପଢ଼ନ୍ତି।
କିନ୍ତୁ ଏ ସଙ୍ଘର୍ଷ..!!😢😢😢

Address

Marjitapur
Jenapur
755023

Opening Hours

Monday 9am - 4pm
Tuesday 9am - 4pm
Wednesday 9am - 4pm
Thursday 9am - 4pm
Friday 9am - 4pm
Saturday 9am - 4pm

Telephone

+919937694294

Alerts

Be the first to know and let us send you an email when Sri Sri Hingula Bidya Mandir posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category