JENAPUR HIGH SCHOOL

JENAPUR HIGH SCHOOL Jenapur High School established on 1959... Situated at a beautiful natural surrounding and at the bank of river Brahmani, one of the best place to learn...

ଏଣିକି ସରକାରୀ ଶିକ୍ଷକ ମାନେ ଟିଉସନ କରିପାରିବେ ନାହିଁ.
22/12/2025

ଏଣିକି ସରକାରୀ ଶିକ୍ଷକ ମାନେ
ଟିଉସନ କରିପାରିବେ ନାହିଁ.

Congratulations Puja for your Admission in MBBS at SCB Medical College. CUTTACK. 🎉🌹❤️  You're proud of our Jenapur High ...
03/08/2023

Congratulations Puja for your Admission in MBBS at SCB Medical College. CUTTACK. 🎉🌹❤️ You're proud of our Jenapur High school. God Bless You.

06/05/2023

ବିଦ୍ୟାଳୟ ପରିଚାଳନାପାଇଁ ଆସିଥିବା ସରକାରୀ ଅର୍ଥର ବିଗତ ତିନିବର୍ଷର ସଠିକ ହିସାବ ନେବାକୁ ପରିଚାଳନା କମିଟିର ସମସ୍ତ ସଦସ୍ୟଙ୍କୁ ଅନୁରୋଧ

09/01/2023

ହକି ବିଶ୍ୱକପ ଟ୍ରଫିକୁ ଜାରକାଠାରେ ସମ୍ବର୍ଦ୍ଧନା ଦେବା ଅବସରରେ ଆମ ଜେନାପୁର ସରକାରୀ ଉଚ୍ଚ ବିଦ୍ୟାଳୟର NCC ପିଲାମାନଙ୍କର ଯୋଗଦାନ

ଜେନାପୁର ସରକାରୀ ଉଚ୍ଚବିଦ୍ୟାଳୟର ସୁନାମଧନ୍ୟ, ଗୌରବମୟ ବିଜ୍ଞାନଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ ସାର ମହୋଦୟ ପ୍ରଧାନଶିକ୍ଷକ ରୂପେ ପଦୋନ୍...
30/09/2022

ଜେନାପୁର ସରକାରୀ ଉଚ୍ଚବିଦ୍ୟାଳୟର ସୁନାମଧନ୍ୟ, ଗୌରବମୟ ବିଜ୍ଞାନଶିକ୍ଷକ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ନାୟକ ସାର ମହୋଦୟ ପ୍ରଧାନଶିକ୍ଷକ ରୂପେ ପଦୋନ୍ନତ୍ତି ପାଇ ନିଯୁକ୍ତି ପାଇଥିବା ସରକାରୀ ଉଚ୍ଚବିଦ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିସାରିଲେଣି. ସାରଙ୍କୁ ଶୁଭେଚ୍ଛା ଓ ଶୁଭକାମନା 🎉🎉🌹🌹🙏🙏. ତାଙ୍କ ପରି ଜଣେ କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ, ସ୍ପଷ୍ଟବାଦୀ, ମିଷ୍ଟଭାଷୀ ଆଦର୍ଶ ଶିକ୍ଷକଙ୍କୁ ହରାଇ ସମସ୍ତ ଛାତ୍ର ଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଏବଂ ଏ ଅଞ୍ଚଳର ଅଭିଭାବକ ଓ ଶିକ୍ଷିତ ବୁଦ୍ଧିଜୀବୀ ବ୍ୟକ୍ତି ଓ ଜନସାଧାରଣ ମାନେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ଏକ ଆଡମ୍ବରପୂର୍ଣ୍ଣ ଐତିହାସିକ ଶୋଭାଯାତ୍ରାରେ ସାରଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞ୍ୟାପନ କଲେ 🙏🙏🙏🙏🙏

Four Odisha Cuttack 10 days NCC camp  from 02.6.2022 to 11.6.2022 at JENAPUR GOVT. HIGH SCHOOL supported by Niroj Kumar ...
03/06/2022

Four Odisha Cuttack 10 days NCC camp from 02.6.2022 to 11.6.2022 at JENAPUR GOVT. HIGH SCHOOL supported by Niroj Kumar Mohanty HM ,Rabindra Kumar Mohanty PET, Bishnu Charan Nayak Asst Teacher CBZ, Chandramani Sahoo and other staffs of our Jenapur Govt. High School 👍🌹🌹🎉

OUR PROUD JENAPUR GOVT. HIGHSCHOOL 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
24/05/2022

OUR PROUD JENAPUR GOVT. HIGHSCHOOL 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

19/05/2022

ଜେନାପୁର ସରକାରୀ 5T ଉଚ୍ଚବିଦ୍ୟାଳୟର ପ୍ରତ୍ୟେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଅନୁରୋଧ ସେମାନେ ଠିକ ସମୟରେ ସ୍କୁଲକୁ ଆସନ୍ତୁ.ଜଣେ ବରିଷ୍ଠ ଶିକ୍ଷକ ଅନେକ ସମୟରେ ବିଳମ୍ବରେ ସ୍କୁଲକୁ ଆସୁଥିବା ଜଣା ପଡିଛି

17/04/2022
ଜେନାପୁର ହାଇସ୍କୁଲର ପୁରାତନ ପଣ୍ଡିତ ସାର ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶଙ୍କ ଲିଖିତ ଲଘୁ ଉପନ୍ୟାସ "ବିଛନ୍ଦ ଜୀବନ", କବିତା ସଂକଳନ "ଫୁଲ ପ...
17/04/2022

ଜେନାପୁର ହାଇସ୍କୁଲର ପୁରାତନ ପଣ୍ଡିତ ସାର ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ଦାଶଙ୍କ ଲିଖିତ ଲଘୁ ଉପନ୍ୟାସ "ବିଛନ୍ଦ ଜୀବନ", କବିତା ସଂକଳନ "ଫୁଲ ପାଖୁଡା", ଗଳ୍ପ ସଂକଳନ "ତୃତୀୟ ରସ" ଉନ୍ମୋଚିତ

Celebriting National Science Day at school 28 February 2022
03/03/2022

Celebriting National Science Day at school 28 February 2022

Address

Jenapur High School, District: Jajpur, Odisha
Jenapur
755023

Opening Hours

9am - 5pm

Website

Alerts

Be the first to know and let us send you an email when JENAPUR HIGH SCHOOL posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category