10/06/2022
ରାମବାଗ ଉଚ୍ଚ ବିଦ୍ୟାଳୟ ରେ 5T ରୁପାତ୍ରଣ
Contact information, map and directions, contact form, opening hours, services, ratings, photos, videos and announcements from Rambag High School - 75 Years Celibration, High School, Jajpur.
10/06/2022
ରାମବାଗ ଉଚ୍ଚ ବିଦ୍ୟାଳୟ ରେ 5T ରୁପାତ୍ରଣ
13/01/2021
ଚଳିତ 2020-21 ମସିହା ମାଟ୍ରିକ ପରୀକ୍ଷା ଫିସ ଛାଡ l
23/06/2020
ବିଶ୍ୱ ପ୍ରସିଦ୍ଧ ପବିତ୍ର ରଥଯାତ୍ରା ର ହାର୍ଦିକ ଶୁଭକାମନା.
22/06/2020
Admission Starts For Class VI to Class IX
14/06/2020
ରଜ ପର୍ବର ହାର୍ଦିକ ଅଭିନନ୍ଦନ
“ ବନସ୍ତେ ଡାକିଲା ଗଜ,
ବରଷକେ ଥରେ ଆସିଛି ରଜ,
ଆସିଛି ରଜ ଲୋ
ଘେନି ନୂଆ ସଜବାଜ ॥
ରଜ ଦୋଳି କଟ କଟ,
ମୋ ଭାଇ ମଥାରେ ସୁନା-ମୁକୁଟ,
ସୁନା ମୁକୁଟ ଲୋ
ଦିଶୁଥାଏ ଝଟମଟ ॥ ”
“ ପାନ ଖିଆ ରସିକ ପାଟି,
ଖୋଜି ବୁଲୁଥିଲା ରାଜାଙ୍କ ହାତୀ,
ଢାଳି ଦେଇଗଲା ଶିରରେ,
ରାଜା ହୋଇଗଲେ ରଜରେ ॥ ”
05/06/2020
ପବିତ୍ର ସ୍ନାନ ପୁର୍ଣିମା ଅବସରରେ ସମସ୍ତ ସଦସ୍ୟ ମାନଙ୍କୁ ଆମ ତରଫରୁ ହାର୍ଦିକ ଶୁଭକାମନା
ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ
26/01/2020
ସାଧାରଣତନ୍ତ୍ର ଦିବସର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ରାମବାଗ ଉଚ୍ଚ ବିଦ୍ୟାଳୟ ର ୭୫ ବର୍ଷ ପୂର୍ତ୍ତୀ ମହୋତ୍ସବ ରେ ପରିବାର ସହ-ଶହ ଶହ ପୂର୍ବତନ ଛାତ୍ରଛାତ୍ରୀ,ବର୍ତମାନ ର ଛାତ୍ରଛାତ୍ରୀ , ପୂର୍ବତନ ଓ ବର୍ତମାନ ର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ଏବଂ ବହୁ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ । ଉତ୍ସବ ପାଇଁ ବିଦ୍ୟାଳୟ କୁ ଫୁଲ ଓ ଆଲୋକ ର ସାଜସଜା କରାଯାଇଥିଲା । ପରିସର ମଧ୍ୟରେ ମହାତ୍ମାଗାନ୍ଧୀ , ଗୋପବନ୍ଧୁ ଓ ପ୍ରତିଷ୍ଠାତା ସ୍ଵର୍ଗତ ଗୋପାଳ ପ୍ରସାଦ ସିଂହ ଙ୍କ ପ୍ରତିମୂର୍ତ୍ତି ଓ ଫଟୋ ଚିତ୍ର ରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇ ସ୍ମୃତି ଚାରଣ କରାଯାଇଥିଲା । ଉପସ୍ଥିତ ସମସ୍ତ ପୂର୍ବତନ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କୁ ସମ୍ମାନିତ କରାଯିବା ଅବସରରେ ଅତିତ ର ସ୍ମୃତି କୁ ଉଜ୍ଜୀବିତ କରାଯାଇଥିଲା । ଶେଷରେ ବର୍ଷାଭିଜା ଦିନର ଏ ଉତ୍ସବ ପାଳନ ର ଆନନ୍ଦ ଓ ଗ୍ଲାନୀ କୁ ସାଙ୍ଗରେ ନେଇ ଆମେ ବିଦ୍ୟାଳୟ ର ପୂଣ୍ୟମାଟି କୁ ପ୍ରଣାମ କରି ବିଦାୟ ନେଲୁ ।
02/01/2020
Stage Almost Complite
ମୁଁ ଅର୍ଚ୍ଚିତା
ମୁଁ ଅସୀମା
| Monday | 9am - 4pm |
| Tuesday | 9am - 4pm |
| Wednesday | 9am - 4pm |
| Thursday | 9am - 4pm |
| Friday | 9am - 4pm |
| Saturday | 9am - 4pm |