ABVP Jagatsinghpur

ABVP Jagatsinghpur This is the offical page of Akhil Bharatiya Vidyarthi Parishad (ABVP) Jagatsinghpur district unit - the world's Largest Student Organisation

ପବିତ୍ର ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଶୁଭ ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।
14/04/2025

ପବିତ୍ର ଓଡ଼ିଆ ନବବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତି ଶୁଭ ଅବସରରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା।

ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ରାହାମା ନଗର ତରଫରୁ ନାରୀ ପାଇଁ ବୃକ୍ଷଟେ କାର୍ଯ୍ୟକ୍...
08/03/2025

ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା ରାହାମା ନଗର ତରଫରୁ ନାରୀ ପାଇଁ ବୃକ୍ଷଟେ କାର୍ଯ୍ୟକ୍ରମ କରାଗଲା।


ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନଗର ତରଫରୁ ନାରୀ ପାଇଁ ବୃକ୍ଷଟେ କାର୍ଯ୍ୟକ୍...
08/03/2025

ଆଜି ବିଶ୍ୱ ମହିଳା ଦିବସ ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନଗର ତରଫରୁ ନାରୀ ପାଇଁ ବୃକ୍ଷଟେ କାର୍ଯ୍ୟକ୍ରମ କରାଗଲା।


"ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ"ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏବିଭିପି ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍...
08/03/2025

"ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ, ରମନ୍ତେ ତତ୍ର ଦେବତାଃ"

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏବିଭିପି ପକ୍ଷରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ହିନ୍ଦୁ ସ୍ବରାଜ ର ସଂସ୍ଥାପକ,ହିନ୍ଦୁ ଧର୍ମ ରକ୍ଷକ,ମହାନ୍ ଯୋଦ୍ଧା ଏବଂ ଶ୍ରେଷ୍ଠ ରଣନୀତିକାର ଧ୍ବଜାବାହକ ଶ୍ରୀ ଛତ୍ରପତି ଶିବାଜୀ ମହାରାଜ ଙ୍କ ଜ...
19/02/2025

ହିନ୍ଦୁ ସ୍ବରାଜ ର ସଂସ୍ଥାପକ,ହିନ୍ଦୁ ଧର୍ମ ରକ୍ଷକ,ମହାନ୍ ଯୋଦ୍ଧା ଏବଂ ଶ୍ରେଷ୍ଠ ରଣନୀତିକାର ଧ୍ବଜାବାହକ ଶ୍ରୀ ଛତ୍ରପତି ଶିବାଜୀ ମହାରାଜ ଙ୍କ ଜନ୍ମ ଜୟନ୍ତୀ ଅବସର ରେ କୋଟି କୋଟି ପ୍ରଣାମ।

ଆଦିକବି ସାରଳା ଦାସ ମହାବିଦ୍ୟାଳୟ, ତିର୍ତ୍ତୋଲରେ ବାରମ୍ବାର ସାରଳା ଦାସଙ୍କ ବାର୍ଷିକ ଉତ୍ସବକୁ ବନ୍ଦ କରାଯାଇଥିବାରୁ ଆଜି ଅଖିଳ ଭାରତୀୟ ବିଦ୍ୟା...
10/02/2025

ଆଦିକବି ସାରଳା ଦାସ ମହାବିଦ୍ୟାଳୟ, ତିର୍ତ୍ତୋଲରେ ବାରମ୍ବାର ସାରଳା ଦାସଙ୍କ ବାର୍ଷିକ ଉତ୍ସବକୁ ବନ୍ଦ କରାଯାଇଥିବାରୁ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତରଫରୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରାଯାଇଥିଲା । ଦୀର୍ଘ ଚାରି ଘଣ୍ଟା ଧରି ଆନ୍ଦୋଳନରେ ବସିଥିବା ଛାତ୍ର ଛାତ୍ରୀଙ୍କୁ ମାନ୍ୟବର ଶିଳ୍ପ, ବୈଷୟିକ ଶିକ୍ଷା ଏବଂ ଦକ୍ଷତା ମନ୍ତ୍ରୀ ସମ୍ପଦ ସ୍ୱାଇଁ ପହଞ୍ଚି ଆନ୍ଦୋଳନରୁ ଉଠେଇ, ମହାବିଦ୍ୟାଳୟ ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଲେ।

ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀ ପୂଜା ଅବସରରେ ଏବିଭିପି ପକ୍ଷରୁ ସମସ୍ତ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।
02/02/2025

ପବିତ୍ର ବସନ୍ତ ପଞ୍ଚମୀ ତଥା ସରସ୍ଵତୀ ପୂଜା ଅବସରରେ ଏବିଭିପି ପକ୍ଷରୁ ସମସ୍ତ ବିଦ୍ୟାର୍ଥୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା।

24/01/2025
ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ,ଜଗତସିଂହପୁର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରୁଅଛି। ସମସ୍ତ ରକ୍ତଦାନ କରିବାକୁ ଇଛୁକ ଥିବା ଭାଇ ଓ ଭଉଣୀ ...
18/01/2025

ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ,ଜଗତସିଂହପୁର ଏକ ବିଶାଳ ରକ୍ତଦାନ ଶିବିର ଆୟୋଜନ କରୁଅଛି। ସମସ୍ତ ରକ୍ତଦାନ କରିବାକୁ ଇଛୁକ ଥିବା ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ରକ୍ତଦାନ ପରି ମହାପୂଣ୍ୟ କରନ୍ତୁ।

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନଗର ପକ୍ଷରୁ ଯୁବ ମାନସ ର ପ୍ରେରଣା ସ୍ବାମୀ ବିବେକାନନ୍ଦ ଙ୍କ ୧୬୨ ତମ ଜନ୍...
16/01/2025

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ନଗର ପକ୍ଷରୁ ଯୁବ ମାନସ ର ପ୍ରେରଣା ସ୍ବାମୀ ବିବେକାନନ୍ଦ ଙ୍କ ୧୬୨ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ପରିଷଦ ର ପାଠଶାଳ ଅନୁଷ୍ଠିତ ହୋଇଛି।
#ଏବିଭିପିଜଗତସିଂହପୁର


ଆପଣ ସମସ୍ତଙ୍କୁ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ABVP, ଜଗତସିଂହପୁର ଜିଲ୍ଲା ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।ସଂସ୍କୃତି ଓ ପର...
14/01/2025

ଆପଣ ସମସ୍ତଙ୍କୁ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ABVP, ଜଗତସିଂହପୁର ଜିଲ୍ଲା ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।

ସଂସ୍କୃତି ଓ ପରମ୍ପରାର ଏହି ମହାନ ଉତ୍ସବ ଆପଣଙ୍କ ଜୀବନକୁ ସୁଖ ଓ ସମୃଦ୍ଧିରେ ଭରିଦେଉ।

Address

Jagatsinghpur

Website

Alerts

Be the first to know and let us send you an email when ABVP Jagatsinghpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share