Sarala Mohavidyalaya Rahama Alumni

Sarala Mohavidyalaya Rahama Alumni This is the page of old students of SM Rahama.

20/12/2025
Happy Teachers Day.
05/09/2025

Happy Teachers Day.

05/09/2025

ଗୁରୁ ଦିବସରେ ଆଜି କେଉଁ ଅଧ୍ୟାପକଙ୍କ କଥା ଆପଣଙ୍କର ବେଶୀ ମନେପଡୁଛି? କମେଣ୍ଟ କରି ଲେଖନ୍ତୁ.

Narendra Kumar Das an Alumnus and Ex Principal of SM Rahama has taken charge as the new Principal of SVM Autonomous Coll...
02/11/2024

Narendra Kumar Das an Alumnus and Ex Principal of SM Rahama has taken charge as the new Principal of SVM Autonomous College Jagatsinghpur. Mr Das has also served our college as a Senior Lecturer of Political Science for a long time. He is known as a soft spoken man and a lovable teacher among the students community. Share your best wishes to him though comments.

01/07/2024

ଖୁବଶୀଘ୍ର ଅବସରପ୍ରାପ୍ତ ଅଧ୍ୟାପକମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ କଲେଜରେ ଏକ କାର୍ଯ୍ୟକ୍ରମ ଆୟୋଜନ ହେବ. ଯେଉଁ ପୁରାତନ ଛାତ୍ରଛାତ୍ରୀ ଏଥିରେ ଯୋଗଦେବାକୁ ଆଗ୍ରହୀ କମେଣ୍ଟରେ ନିଜ ନାଁ ଲେଖନ୍ତୁ ଓ ମେସେଞ୍ଜରରେ ନିଜ ନମ୍ବର ପଠାନ୍ତୁ.

କେତେ ଘାତ ପ୍ରତିଘାତ ସହିଛି ଏ କୃଷ୍ଣଚୂଡ଼ା ଗଛ. ଅନେଶତ ମହାବାତ୍ୟାଠୁ ଫନି ଯାଏ. ଅନେକ ଶାଖା ଭାଙ୍ଗିଯାଇଛି. ପୁଣି ପତ୍ର କଅଁଳିଛି. ସମୟର ସୁଅ ତ...
15/04/2024

କେତେ ଘାତ ପ୍ରତିଘାତ ସହିଛି ଏ କୃଷ୍ଣଚୂଡ଼ା ଗଛ. ଅନେଶତ ମହାବାତ୍ୟାଠୁ ଫନି ଯାଏ. ଅନେକ ଶାଖା ଭାଙ୍ଗିଯାଇଛି. ପୁଣି ପତ୍ର କଅଁଳିଛି. ସମୟର ସୁଅ ତାର ଦମ୍ଭକୁ ଭାଙ୍ଗିପାରିନି.

ଏ ଫୁଲ ଗଛଟି ଆମ କଲେଜ ବଗିଚାର. କହିପାରିବେ କୋଉ ଫୁଲ ଏ?
15/04/2024

ଏ ଫୁଲ ଗଛଟି ଆମ କଲେଜ ବଗିଚାର. କହିପାରିବେ କୋଉ ଫୁଲ ଏ?

କହିଲେ ଏ ରାସ୍ତାଟି କୁଆଡେ ଯାଉଛି?
15/04/2024

କହିଲେ ଏ ରାସ୍ତାଟି କୁଆଡେ ଯାଉଛି?

ଆଜିକାଲି ଏଇ ନୂଆ ବିଲଡିଂରେ ବାଣିଜ୍ୟ ବିଭାଗ ଚାଲିଛି.
15/04/2024

ଆଜିକାଲି ଏଇ ନୂଆ ବିଲଡିଂରେ ବାଣିଜ୍ୟ ବିଭାଗ ଚାଲିଛି.

ଏବର୍ଷ କମ ଆମ୍ବ ଫଳିଛି.
15/04/2024

ଏବର୍ଷ କମ ଆମ୍ବ ଫଳିଛି.

ସ୍ବର୍ଗତ ବାଉରୀ ବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି. ତାଙ୍କ ନାମରେ ଆମ କଲେଜ ଲାଇବ୍ରେରୀ ନାମିତ ହୋଇଛି.
13/06/2023

ସ୍ବର୍ଗତ ବାଉରୀ ବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି. ତାଙ୍କ ନାମରେ ଆମ କଲେଜ ଲାଇବ୍ରେରୀ ନାମିତ ହୋଇଛି.

Address

College Road, Rahama
Jagatsinghpur
754140

Opening Hours

Monday 9am - 5pm
Tuesday 9am - 5pm
Wednesday 9am - 5pm
Thursday 9am - 5pm
Friday 9am - 5pm
Saturday 9am - 5pm

Website

Alerts

Be the first to know and let us send you an email when Sarala Mohavidyalaya Rahama Alumni posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category