Abdul Rahim Govt High School, Rasulpur

Abdul Rahim Govt High School, Rasulpur “Learning is a treasure that will follow its owner everywhere.”

31/03/2026

ଅବଦୁଲ ରହିମ ସରକାରୀ ଉଚ୍ଚ ବିଦ୍ୟାଳୟ ରସୁଲପୁର ରେ ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେହେରା ମହୋଦୟଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳନ ଅବସରରେ

31/03/2026

ଅଭୁଲା ସ୍ମୃତି

May this new chapter bring you endless JOY and FULFILLMENT.ସେବା ଶେଷ ହୋଇପାରେ, କିନ୍ତୁ ଆପଣଙ୍କ ସ୍ମୃତି ସଦାସର୍ବଦା ଅମ୍ଳାନ ରହିବ।...
31/03/2026

May this new chapter bring you endless JOY and FULFILLMENT.
ସେବା ଶେଷ ହୋଇପାରେ, କିନ୍ତୁ ଆପଣଙ୍କ ସ୍ମୃତି ସଦାସର୍ବଦା ଅମ୍ଳାନ ରହିବ।"
HAPPY RETIREMENT BICHI SIR 🙏

ଆମ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋର ପ୍ରଣାମ 🙏। ଦୁଇ ଦିନ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ସୁଚାରୁରୂପେ ସମାପ୍ତ ...
17/01/2026

ଆମ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୋର ପ୍ରଣାମ 🙏। ଦୁଇ ଦିନ ର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ସୁଚାରୁରୂପେ ସମାପ୍ତ ହୋଇଯାଇଅଛି, ଏଥିପାଇଁ ମୁଁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଶେଷ କରି ଆମ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ମୋର ଆନ୍ତରିକ ଧନ୍ୟବାଦ୍ ଜଣାଉଅଛି। ଖେଳ ପଡିଆ ନ ଥିଲେ ପଛେ ଆମେ ଖେଳ କରେଇ ପାରିବୁ ଏମିତି ଦୃଢ଼ ଚିନ୍ତା ଧାରା ରଖୁଥିବା ଏହି ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମୁଁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରୁଅଛି। କେବଳ ଆପଣ ମାନେ ଖେଳ ସମାପ୍ତ ପର୍ଯ୍ୟନ୍ତ ରହି ଏହାକୁ ସଫଳ କରିବା ସହିତ ପୂର୍ଣ୍ଣ ସହଯୋଗ କରିଥିଲେ। ଏଣୁ ପୁନଶ୍ଚ ମୁଁ ହୃଦୟରୁ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଉଅଛି।
"କ୍ରୀଡା ଶିକ୍ଷକ"
ବିଶ୍ବରଂଜନ ସାହୁ
Annual Sports 2025-26 at Abdul Rahim Govt High School, Rasulpur..

Participate in the District Level Science Exhibition at Jagannath Govt High School, Madhusudanpur Sasan.
09/12/2025

Participate in the District Level Science Exhibition at Jagannath Govt High School, Madhusudanpur Sasan.

ପବିତ୍ର ଶିଶୁଦିବସ-୨୦୨୫ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
14/11/2025

ପବିତ୍ର ଶିଶୁଦିବସ-୨୦୨୫ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।

14/11/2025

Celebrating my 3rd year on Facebook. Thank you for your continuing support. I could never have made it without you. 🙏🤗🎉

ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫କୁନି କୁନି ପିଲା ମାନଙ୍କ ଦ୍ଵାରା କିଛି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି।
11/11/2025

ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫
କୁନି କୁନି ପିଲା ମାନଙ୍କ ଦ୍ଵାରା କିଛି ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି।

Thanks for being a top engager and making it on to my weekly engagement list! 🎉 Biswajit Sahoo, Suhana Akhtari Suhana, S...
14/10/2025

Thanks for being a top engager and making it on to my weekly engagement list! 🎉 Biswajit Sahoo, Suhana Akhtari Suhana, Sk Sadik Ali, Humayun Shaikh, Najma Begum

With cordial congratulations to our students who are participating in the Cluster Level SURAVI Competition 2025 at Odish...
11/10/2025

With cordial congratulations to our students who are participating in the Cluster Level SURAVI Competition 2025 at Odisha Adarsha Vidyalaya, MULISINGH.

"ଆସ ସ୍କୁଲ ଯିବା ପଦଯାତ୍ରା "
18/09/2025

"ଆସ ସ୍କୁଲ ଯିବା ପଦଯାତ୍ରା "

Address

At/Po:-Rasulpur Via-Nalibar, Ps:-Tirtol
Jagatsinghpur

Website

Alerts

Be the first to know and let us send you an email when Abdul Rahim Govt High School, Rasulpur posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category