Old student union saraswati sisu mandir

Old student union saraswati sisu mandir This group is create for all uplifting & empowerment of sisu mandir & old students ..

22/08/2024

ହିଞ୍ଜଳିକାଟୁ ସମରଝୋଳ ଛକରେ ଟ୍ୟାଙ୍କର-ବସ୍ ଦୁର୍ଘଟଣାରେ ଅନେକଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ମୃତକ ଙ୍କ ଅମର ଆତ୍ମାର ସଦଗତି ସହ ଆହତମାନଙ୍କ ଆରୋଗ୍ୟ ପାଇଁ ପ୍ରଭୁ ଜଗତ ର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା । ଏଥିସହ ଆସ କରୁଛି ଆଗାମୀ ସମୟରେ ରେ ଏହିଁ ପରି ଦୁର୍ଘଟଣା ଆଗାମୀ ସମୟରେ ରେ ନଘଟୁ

ଓମ୍ ଶାନ୍ତି🙏🙏🙏
Bibhuti Bhusan Jena
Sisir Mishra
Ranjan Sahu
Dibya Ranjan Mohanty
Nitesh Kumar
Nadi Keshaba
Bikash Mohanty
Santosh Panigrahy
Saroj Patro
Madhaba Gouda
Rabindra Panigrahy

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଦିବଙ୍ଗତ ତାରା ମାଉସୀ ଙ୍କୁ ପୂରାତନ ଛାତ୍ର ସଂସଦ ର ସମସ୍ତ ଭାଇ ଭଉଣୀ ମାନ ଙ୍କ ସହଯୋଗ ରେ ସଗୃହିତ ଅର୍ଥ ରାଶ...
09/03/2023

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଦିବଙ୍ଗତ ତାରା ମାଉସୀ ଙ୍କୁ ପୂରାତନ ଛାତ୍ର ସଂସଦ ର ସମସ୍ତ ଭାଇ ଭଉଣୀ ମାନ ଙ୍କ ସହଯୋଗ ରେ ସଗୃହିତ ଅର୍ଥ ରାଶି ରୁ ତାଙ୍କର ଅନ୍ତେଷ୍ଟି କାର୍ଯ୍ୟ ର ସମସ୍ତ କିରାଣୀ ଜିନିଷ ଓ ଭବିଷ୍ୟତ ପାଇଁ ୫ ବସ୍ତା ଚାଉଳ ପ୍ରଧାନ ଆଚାର୍ଯ୍ୟ, ଅରୁଣ ଗୁରୁଜୀ,ଛାତ୍ର ସଂସଦ ଓ ତାଙ୍କ ଘର ଲୋକଙ୍କ ଉପସ୍ଥିତି ରେ ପ୍ରଦାନ କରାଗଲା ।
ଅମର ଆତ୍ମା କୁ ସଦ୍ଗତି ମିଳୁ ଏହା ପୂର୍ବ ଛାତ୍ର ସଂସଦ ର ପ୍ରାର୍ଥନା

ଆଜି ଆମ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ନିସ୍କ୍ରମଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ ତରଫରୁ ଦଶମ ଶ୍ରେଣୀ ଛାତ୍ର ଛ...
25/02/2023

ଆଜି ଆମ ବିଦ୍ୟାଳୟ ପରିସରରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କ ନିସ୍କ୍ରମଣ ଉତ୍ସବ ଅବସରରେ ପୁରାତନ ଛାତ୍ର ସଂସଦ ତରଫରୁ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ ଜଣାଇବା ସହ ପୁରାତନ ଛାତ୍ର ସଂସଦର ସଭାପତି ରଞ୍ଜନ ଭାଇ ଆଗାମୀ ଦିନରେ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷାର ପ୍ରସ୍ତୁତି ତତ୍ ସହିତ କିପରି ଭାବେ ନିଜର ଏକ ଦୃଢ଼ ମନୋବଳ ସହ ନିଜ ପ୍ରସ୍ତୁତିକୁ ସଫଳତାର ଶୀର୍ଷକୁ ପହଞ୍ଚାଇ ପାରିବେ ସେହି କ୍ଷେତ୍ରରେ ଅଗ୍ରସର ହେବାପାଇଁ ଏକ ସଂକ୍ଷିପ୍ତ ସମୟ ମଧ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ତତ୍ ସହିତ ପୁରାତନ ଛାତ୍ର ସଂସଦ କାର୍ଯ୍ୟକାରିଣୀ କମିଟି ର ତତ୍ତ୍ଵାବଧାନରେ ୨୦୨୨-୨୩ ବ୍ୟାଚର ନୂତନ ସଂଯୋଜକ ଓ ସଂଯୋଜିକା ଚୟନ କରାଯାଇଥିଲା ।ନୂତନ ଭାବେ ନିର୍ବାଚିତ ହେଇଥିବା ସଂଯୋଜକ ଆକାଶ ଗୌଡ଼ ଓ ସଂଯୋଜିକା ତୃପ୍ତି ପାଠୀ ଉଭୟ ଙ୍କୁ ପୁରାତନ ଛାତ୍ର ସଂସଦ କାର୍ଯ୍ୟକାରିଣୀ କମିଟି ସମ୍ପାଦକ ରାଜେଶ କୁମାର ପାତ୍ର ଏବଂ କୋଷାଧ୍ୟକ୍ଷ ଇ. ସରୋଜ ପାତ୍ର ଉତ୍ତରୀୟ ଦେଇ ସମ୍ମାନିତ କରିବା ସହ ପୁରାତନ ଛାତ୍ର ସଂସଦର କାର୍ଯ୍ୟକାରିଣୀ କମିଟି ସଭାପତି ପ୍ରଭାତ କୁମାର ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର କର୍ଯ୍ୟକର୍ମ ରେ ବିଦ୍ୟାଳୟର ବଡ଼ ଗୁରୁଜୀଙ୍କ ସମେତ ସମସ୍ତ ଗୁରମା ଓ ଗୁରୁଜୀ ମାନଙ୍କ ସହଯୋଗ ଏବଂ ପୁରାତନ କାର୍ଯ୍ୟକାରିଣୀ କମିଟି ର ସଭ୍ୟଙ୍କ ସହଯୋଗ ରେ ଏକ ହୃଦୟସ୍ପର୍ଶୀ କାର୍ଯ୍ୟ କର୍ମ ଟି ସଫଳତା ସହକାରେ ସମ୍ପାଦିତ ହୋଇଛି।

12/02/2023

୩୩ ବର୍ଷ #ଇତିହାସ ରେ ପ୍ରଥମ ଥର ପାଇଁ ଆଜି ଆମ #ବିଦ୍ୟାଳୟ ରେ ଏକ ନିଆରା ପରିବେଶ ସୃଷ୍ଟି ହୋଇଥିଲା, ଘର ର ବିଜ୍ଞ ଓ ବୟୋଜ୍ୟେଷ୍ଠ #ଜେଜେବାପା ଓ ଜେଜେ ମାଆ ଙ୍କୁ ନେଇ ଦିବା ପର୍ଯ୍ୟାୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ #ସାଂସ୍କୃତିକ_କାର୍ଯ୍ୟକ୍ରମ ହୋଇଥିଲା ଓ ସମସ୍ତ ଜେଜେବାପା ଓ ଜେଜେ ମାଆ ମନ ଭରି ଉପଭୋଗ କରିଥିଲେ।
#ଆମେ ଗର୍ବିତ ଏହି ପଦକ୍ଷେପ ପାଇଁ

For the first time in 33 years of  , a unique atmosphere was created in our   today, a regular conference of house schol...
12/02/2023

For the first time in 33 years of , a unique atmosphere was created in our today, a regular conference of house scholars and elderly was held in which was held and all the grandparents thoroughly enjoyed it. .
are proud of this initiative

ଆମ  #ବିଦ୍ୟାଳୟ ରେ  #ସରସ୍ଵତୀ_ପୂଜା ଏକ ମହା ଆଡ଼ମ୍ବର ପୂର୍ବକ ପାଳିତ  ହୋଇଛି। ଏହି ପରିପ୍ରେକ୍ଷୀରେ ରେ ବିଦ୍ୟାଳୟ ର  ପରିଚାଳନା କମିଟି ତତ୍ ...
28/01/2023

ଆମ #ବିଦ୍ୟାଳୟ ରେ #ସରସ୍ଵତୀ_ପୂଜା ଏକ ମହା ଆଡ଼ମ୍ବର ପୂର୍ବକ ପାଳିତ ହୋଇଛି। ଏହି ପରିପ୍ରେକ୍ଷୀରେ ରେ ବିଦ୍ୟାଳୟ ର ପରିଚାଳନା କମିଟି ତତ୍ ସହିତ ସମସ୍ତ ଗୁରୁଜୀ ଓ ଗୁରୁମା ଏବଂ #ପୁରାତନ_ଛାତ୍ର_ସଂସଦ ର କାର୍ଯ୍ୟକାରୀ ସଦସ୍ୟ ସହିତ ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଯୋଗଦାନ ପୂର୍ବକ ଏହି କାର୍ଯ୍ୟକ୍ରମ କୁ ଏକ ସ୍ମରଣୀୟ କରିଛନ୍ତି।



Dear all old student of s.s.v.m. please register your details on this vidyabharati site ..
15/07/2021

Dear all old student of s.s.v.m. please register your details on this vidyabharati site ..

ସରସ୍ବତୀ ପୂଜା ର ହାର୍ଦିକ ଅଭିନନ୍ଦନ ।
16/02/2021

ସରସ୍ବତୀ ପୂଜା ର ହାର୍ଦିକ ଅଭିନନ୍ଦନ ।

ଆମ ସରସ୍ଵତୀ ଶିଶୁ ମନ୍ଦିର ର ଗୌରବ ।।
31/07/2020

ଆମ ସରସ୍ଵତୀ ଶିଶୁ ମନ୍ଦିର ର ଗୌରବ ।।

Address

Hinjilicut
761102

Telephone

+918249894758

Website

Alerts

Be the first to know and let us send you an email when Old student union saraswati sisu mandir posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category