Vidya Mandir Tutorial

Vidya Mandir Tutorial Smart Tutorial for Smart Generation......

We provide coaching to students of class 6th to +2 (Science, Arts and vocational) on all subjects.

26/03/2024
Ganesh puja  celebration at our Institute with Prof. Satyanarayan Rath
20/09/2023

Ganesh puja celebration at our Institute with Prof. Satyanarayan Rath

ପ୍ରିୟ ଅବିଭାବକ ଓ ବନ୍ଧୁଗଣ ! ଆମର ଏହି ବିଦ୍ୟାଳୟ ଟି ଓଡ଼ିଆ ମାଧ୍ୟମ ଶିକ୍ଷା ପଦ୍ଧତିରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆଧୁନିକ ଶିକ୍ଷା ର ...
20/03/2023

ପ୍ରିୟ ଅବିଭାବକ ଓ ବନ୍ଧୁଗଣ !
ଆମର ଏହି ବିଦ୍ୟାଳୟ ଟି ଓଡ଼ିଆ ମାଧ୍ୟମ ଶିକ୍ଷା ପଦ୍ଧତିରେ ପଢୁଥିବା ଛାତ୍ର ଛାତ୍ରୀଙ୍କ ପାଇଁ ଆଧୁନିକ ଶିକ୍ଷା ର ସ୍ଵପ୍ନ ପୂରଣ କରିବାରେ ସମର୍ଥ ଅଟେ। ଏଠାରେ ଇଂରାଜୀ କଥନ ଶୈଳି ଶିକ୍ଷା ଦିଆଯିବା ସହିତ ବୈଦିକ ଗଣିତ, ପ୍ରଯୁକ୍ତି ବିଜ୍ଞାନ, ପ୍ରତିଯୋଗିତା ମୂଳକ ଶିକ୍ଷାଦାନ କରାଯାଉଛି। ଏହା ସହିତ ଶାରୀରିକ ବିକାଶ ପାଇଁ ଯୋଗ, କରାଟେ, ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଦିଆଯାଉଛି। ସହର ଠାରୁ ଦୂରରେ ଅର୍ଥାତ୍ ଗାଁ ଗହଳିରେ ଥିବା ଭଲ ଛାତ୍ର ଛାତ୍ରୀଙ୍କ ପାଇଁ ଏଠାରେ ହଷ୍ଟେଲ ରହିଛି। ଏଠାରେ ଆବାସିକ ଛାତ୍ର ଛାତ୍ରୀଙ୍କ ପାଇଁ ସୁସ୍ଵାଦୁ ଭୋଜନ, ସ୍ୱାସ୍ଥ୍ୟକର ପରିବେଶ,ଆୟାମା ଙ୍କ ଦ୍ଵାରା ଯତ୍ନ ଏବଂ ଦିନଚର୍ଯ୍ୟା ଓ ଦୈନିକ କାର୍ଯ୍ୟସୂଚୀ ଅନୁଯାୟୀ ଶିକ୍ଷଣୀୟ ପରିବେଶରେ ଖୁସିରେ ପଢ଼ିବାର ସୁଯୋଗ ରହିଛି।
ଆପଣଙ୍କ ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁଁ ଆମେ ପ୍ରତିଶ୍ରୁତି ବଦ୍ଧ।
ଆଜି ହିଁ ନାମ ଲେଖାନ୍ତୁ ! 🙏
ଠିକଣା: ବିବେକାନନ୍ଦ ବିହାର, ହୋଟେଲ୍ ଡାଲଚିନି ସମ୍ମୁଖ, ବାଇପାସ୍ ରୋଡ, ଗୁଣପୁର, rayagada-୭୬୫୦୨୨
ଯୋଗାଯୋଗ: ୯୬୯୨୬୭୪୦୭୪,୮୭୬୩୭୩୯୩୦୯

22/03/2021

Classes will be started soon.
For joining Contact : 9692674074
+2 Science and vocational

Plantation is very important to save our environment.
16/07/2020

Plantation is very important to save our environment.

We have to save our daughters and sisters.
24/12/2019

We have to save our daughters and sisters.

Address

Vivekananda Vihar
Gunupur
764022

Opening Hours

Monday 6:30am - 8pm
Tuesday 6:30am - 8pm
Wednesday 6:30am - 8pm
Thursday 6:30am - 8pm
Friday 6:30am - 8pm
Saturday 6:30am - 8pm
Sunday 7am - 5pm

Telephone

+18338090555

Website

Alerts

Be the first to know and let us send you an email when Vidya Mandir Tutorial posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category